Browsing Category

ପ୍ରମୁଖ ଖବର

ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିରଞ୍ଜନ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ଥ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟ୍ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦୁର୍ନୀତିଗ୍ରସ୍ତ
Read More...

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡ ପାଇଁ ପ୍ରମୁଖ ସଚିବଙ୍କ ଅର୍ଥ ଦାନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ଦାନ କରିଛନ୍ତି । ଏହି ଚେକ୍‌କୁ ସେ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀଙ୍କୁ
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ଜେରା

ଭୁବନେଶ୍ବର : ସମାଜସେବୀ/ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛିଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଧିରେ ଧିରେ ଏହା ଆତ୍ମହତ୍ୟ ନୁହେଁ ଏକ ଯୋଜନାବଦ୍ଧ ହତ୍ୟା
Read More...

ବିଦେଶୀ ମଦ ଜବତ: ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଂଚଳରେ ଏକ ମାରୁତି ସୁଇପ୍ଟ କାରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ପ୍ରାୟ ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣା ସହ ଜଡିତ ଅଭିଯୁକ୍ତ ଗଜେନ୍ଦ୍ର ସାହୁ ଏବଂ ଅଜୟ କୁମାର ବେହେରାଙ୍କୁ ଗିରଫ କରିଛି
Read More...

୨୦ରୁ ‘ଜାୱା ପୈରାକ୍’ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଦେଶର ପ୍ରଥମ ଫ୍ୟାକ୍ଟ୍ରି କଷ୍ଟମାଇଜଡ୍ ମୋଟର ସାଇକେଲ୍ ଜାୱା ପୈରାକ୍ ଭାରତୀୟ ସଡକରେ ଗଡିବ । ଦେଶବ୍ୟାପି ସମସ୍ତ ଡିଭଲସିପରେ ଏହା ବିକ୍ରି କରିବା ପାଇଁ ଉପଲବ୍ଧ ହେବ ବୋଲି କ୍ଳାସିକ୍ ଲିଜେଣ୍ଡ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମ୍ପର୍କରେ ସୂଚନା ଦେଇ କ୍ଳାସିକ୍
Read More...

ଜମିବାଡି ବିବାଦକୁ ନେଇ ବିଧବାଙ୍କୁ ପିଟିଲେ

କାଲିମେଳା: ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ବିଧବାଙ୍କ ସମେତ ତାଙ୍କ ପରିବାରର ୬ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଳକାନାଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ । ଏ ନେଇ ପୀଡିତ ମହିଳା ସେଫାଳି ବିଶ୍ୱାଳ
Read More...

ପୂର୍ବ ଶତୃତାକୁ ନେଇ ତୁମୁଳକାଣ୍ଡ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଥାନା ମୋହରା ଗାଁରେ ପୂର୍ବ ଶତୃତାକୁ ନେଇ ପରିବାରର ୪ ଜଣଙ୍କୁ ଆକ୍ରମଣ କରାଯାଇଛି । ସେମାନେ ବିଲକୁ ଯାଉଥିବା ସମୟରେ କିଛି ଦୁର୍ବୃତ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଜଣଙ୍କ ଗୋଡ ଭାଙ୍ଗିଯାଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ
Read More...

ଚିନ୍ତା ବଢାଇଲେ ଦୁଇ ପଳାତକ ପ୍ରବାସୀ

ବାଲିକୁଦା; ମରିଚପୁର ସ୍ଥିିତ ଟିଏମସିରୁ ଲୁଚି ପଳାଇ ଯାଇଥିବା ଦୁଇ କରୋନା ପଜିଟିଭଙ୍କ ପାଇଁ ସାରା ଅଂଚଳରେ ଚିନ୍ତା ବଢିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ ଏକ ପ୍ରକାର ଦେଖା ଦେବା ଭୟକୁ ଏଡାଇ ଦିଆ ପାରୁନି । ଅନ୍ୟ ପକ୍ଷରେ ଟିଏମସିରୁ ଲୁଚି ପଳାଇଥିବା ଦୁଇ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ
Read More...

ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ

ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଘରୋଇ ହସ୍ପିଟାଲ ମାନଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟସରକାର । ସୂଚନା ଅନୁସାରେ ହଠସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦିଆ ଯାଉନଥିବାର
Read More...

ଇସିଆଇ ଲୋଡ଼ିଲେ ପରାମର୍ଶ : ନିର୍ବାଚନ ପ୍ରଚାର କିପରି ହେବ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଳିତବର୍ଷ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନକୁ ନେଇ ସଂସୟ ସୃଷ୍ଟି ହୋଇଛି। ବିଶେଷ କରି ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ କିପରି ପ୍ରଚାର କରିବେ ଏବଂ ବୈଠକ ଆୟୋଜନ କରିବେ
Read More...