Browsing Category

ପ୍ରମୁଖ ଖବର

କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୮ ସୁସ୍ଥ, ୧୩୯ ସକ୍ରିୟ କେସ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬ ସରକାରୀ କ୍ବାରେଣ୍ଟାଇନ, ୩ ହୋମ କ୍ବାରେଣ୍ଟାଇନ,
Read More...

ଖାଦ୍ୟ ସାମଗ୍ରୀ ବଂଟନ ବେଳେ ଫିଙ୍ଗର ପ୍ରିଂଟର ଅବଶ୍ୟକତା ନାହିଁ

ଭୁବନେଶ୍ୱର- ଏଣିକିି ବିନା ଫିଙ୍ଗର ପ୍ରିଂଟରେ ମିଳିବ ଖାଦ୍ୟ ସାମଗ୍ରୀ । ଏନେଇ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହିତାଧିକାରୀମାନେ ଡିଲରଙ୍କ ଠାରୁ ବିନା ଫିଙ୍ଗର ପ୍ରିଂଟରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ । କରୋନା ସଂକ୍ରମଣ ଭୟାଭହତାକୁ ଦୃଷ୍ଟିରେ ରଖି
Read More...

୩ ହସ୍ପିଟାଲ ପାଇଁ ଏସଓପି ଜାରି

କଟକ- କଟକର ୩ ହସ୍ପିଟାଲ ଏସସିବି, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ମୋଡିକାଲ ପାଇଁ ଏସଓପି ଜାରି କରାଯାଇଛି । କଟକ ମେଡିକାଲରେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ ଟେଷ୍ଟ କରାଯିବ । କଟକ
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ସିଡିପିଓ

ବାସୁଦେବପୁର: ଠିକା ଡ୍ରାଇଭର ଠାରୁ ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାସୁଦେବପୁର ବ୍ଳକର ସିଡିପିଓ ଜାନକୀ ଦାଶ । ଡ୍ରାଇଭର ରାଜକିଶୋର ନାୟକ ଆଇସିଡିଏସ୍ କାର୍ଯ୍ୟଳୟରେ ଦୈନିକ କାମ କରନ୍ତି । ସେ ୨୦୧୯ ମସିହା ଜୁଲାଇ ମାସଠାରୁ ବକେୟା ଦରମା ପାଇନଥିଲେ ।
Read More...

କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

କେନ୍ଦ୍ରାପଡା: କରୋନା ମହାମାରୀ କବଳରେ ରାଜ୍ୟବାସୀ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡାର ଏକ ବୃଦ୍ଧ ଦମ୍ପତି କରୋନାକୁ ମାତ୍ ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲ୍ଲାର ବଗଡା ଗ୍ରାମର ସୁରେନ୍ଦ୍ର ପତି ସ୍ତ୍ରୀ ସାବିତ୍ରୀ ପତି । ସୁରେନ୍ଦ୍ରଙ୍କ ବୟସ ୮୫ ବର୍ଷ ହୋଇଥିବା
Read More...

୬ ପୋଲିସ୍ କରୋନା ପଜିଟିଭ

କୋରାପୁଟ: କୋରାପୁଟ ଟାଉନ୍ ଥାନାର ୬ ଜଣ ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଥାନାକୁ ସିଲ୍ କରାଯାଇଛି । ଟାଉନ୍ ଥାନାର ସବୁ କାମ ସଦର ଥାନାରେ ଚାଲିବ ବୋଲି ଏସପି ମୁକେଶ କୁମାର ଭାନୁ ସୂଚନା ଦେଇଛନ୍ତି । ଶୁକ୍ରବାର କୋରାପୁଟ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Read More...

ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶର ହତ୍ୟା

ଜଳେଶ୍ୱର: ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶ (ଜଗା) କୁ ହତ୍ୟା କରାଯାଇଛି । ପୂର୍ବରୁ ଜଗା ନାଁରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଗୋଆ ଭଳି ବିଭିନ୍ନ ରାଜ୍ୟର ଥାନାରେ ହତ୍ୟା ଉଦ୍ୟମ, ଲୁଟ, ଚୋରା ବନ୍ଧୁକ ଚାଲଣ ଅଭିଯୋଗ ରହିଛି । ଜଗାକୁ ବିଳମ୍ବିତ ରାତିରେ ତାର ନିଜ ଗାଁ ରେ ଅର୍ଥାତ
Read More...

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ ହେବ ଆଇଓସିଏଲ

ଜଗତସିଂହପୁର- ପାରାଦୀପ ସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାରକୁ ୨୨ ଦିନିଆ ସଟଡାଉନ ଘୋଷଣା କରାଯିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମେଂଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ । ୨୦୧୮ରୁ
Read More...

ଭକ୍ତଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଦୁ୍ଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କିନ୍ତୁ ଆତଙ୍କବାଦୀମାନେ ୪୪ ନମ୍ବର ରାଜପଥରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ମିଳିଛି । ସେଥିପାଇଁ ସେନା ଓ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରଖାଯାଇଛି । ଗତ ବର୍ଷ ମଧ୍ୟ
Read More...

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ
Read More...