Browsing Category

ପ୍ରମୁଖ ଖବର

ହଟସ୍ପଟ ଅଂଚଳର ରୋଗୀଙ୍କୁ ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ହଟସସ୍ପଟ ଅଂଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ଅବହେଳା କଲେ ସରକାରୀ ଓ ଘରୋଇ ମୋଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଟୋଲ ଫି ନମ୍ବର ଜାରି କରାଯାଇଛି ।
Read More...

କାଭିଆର୍ ଡେ

‘କାଭିଆର୍ ଡେ’ । ଛବିଶ ପ୍ରଜାତିର ଷ୍ଟର୍ଜନ୍ ମାଛର ମଞ୍ଜିକୁ କାଭିଆର କୁହାଯାଏ । ବିଶ୍ୱର ଦୁର୍ମୂଲ୍ୟ ଖାଦ୍ୟ ପଦାର୍ଥ ଭିତରେ ଏହା ଗୋଟିଏ । ଷାଠିଏରୁ ଶହେ ବର୍ଷ ବୟସ୍କ ଇରାନିଆନ୍ ବେଲୁଗା ଷ୍ଟର୍ଜନ୍ର ମଞ୍ଜିକୁ ‘ଆଲ୍ମାସ କାଭିଆର’ କୁହାଯାଏ । ଏହା ସବୁଠୁ ମୂଲ୍ୟବାନ ହୋଇଥାଏ । ଏହା ଏକ
Read More...

ଇନଂଟରନ୍ୟାସନାଲ ମଣ୍ଡେଲା ଡେ

ଜାତିସଂଘ ର ଅନୁମୋଦନକ୍ରମେ ୧୯୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ରେ ‘ମଣ୍ଡେଲା ଦିବସ’ ପାଳନ କରାଯାଉଛି ।୧୯୧୮ ଜୁଲାଇ ଏହି ଦିନରେ ଜନ୍ମ ନେଇଥିଲେ ପ୍ରସିଦ୍ଧ ଆଫ୍ରିକୀୟ ସଂଗ୍ରାମୀ ନେଲ୍ସନ୍ ମଣ୍ଡେଲା । ସେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ସଂଗ୍ରାମ କରିଥିଲେ । ସେଥିରେ ପୁଣି ୨୭ ବର୍ଷ
Read More...

ଦିବ୍ୟାଙ୍ଗ ସ୍କୁଲ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗଷ୍ଟ ୩୧ ପର୍ଯନ୍ତ ସମସ୍ତ ଦିବ୍ୟାଙ୍ଗ ସ୍କୁଲ ବନ୍ଦ ରହିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ନିରାପତା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଜୁଲାଇ ୩୧ ରେ ସ୍କୁଲ ଖୋଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିର୍ଦେଶ
Read More...

୪ ଜିଲ୍ଲାରେ ଚେକିଂଙ୍ଗି ଜୋରଦାର

ଭୁବନେଶ୍ୱର- କରୋନା ହଟସ୍ପଟ ସାଜିଥିବା ରାଜ୍ୟର ୪ ଜିଲ୍ଲା କଟକ, ଗଞ୍ଜାମ, ଭୁବନେଶ୍ୱର ଓ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଗତକାଲି ରାତି ୯ରୁ ଏହି ଲକଡାଉନ ନିୟମ ପାଳନ କରାଯାଇଛି । ଏଥିାପଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି
Read More...

କରୋନାରେ ଆଖି ବୁଜିଲେ ୩ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ୨ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତିର ବୋଲି ସୂଚନା ମିଳିଛି । ସେମାନଙ୍କ ବୟସ ଯଥାକ୍ରମେ ୬୩,୬୦ ଓ ୪୮ ରହିଛି । ଗଞ୍ଜାମ ଜିଲ୍ଲାର ୨ ବୃଦ୍ଧ
Read More...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ । ଗତ ୨୪ଘଂଟାରେ ନୂଆ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୯୪ ହୋଇଥିବା ବେଳେ ୧୯୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨
Read More...

ଅଗଷ୍ଟରୁ ରାମମନ୍ଦିର ନିର୍ମାଣ

ଅଯୋଧ୍ୟା: ଖୁବ ସିଘ୍ର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିବା ଜଣାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ

ଜୟପୁର: ଦଳ ବିରୋଧୀ କାର୍ଯ୍ୟ କଳାପରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସ ଆଜି ଦଳର ଦୁଇ ବରିଷ୍ଠ ବିଧାୟକ ଭମ୍ବର ଲାଲ୍ ଶର୍ମା ଓ ବିଶ୍ୱର ସିଂହଙ୍କୁ ଦଳଲାଗି ନିଲମ୍ବନ କରାଯାଇଛି । ରାଜସ୍ଥାନର ବରଖାସ୍ଥ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଦୁଇ ଘନିଷ୍ଠ ସହଯୋଗୀ ଭାବେ ସେମାନେ ଜଣାଶୁଣା ।
Read More...

ଆଜି ଠୁ ତାଲାବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ଠାରୁ ୧୪ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଲକଡାଉନ୍
Read More...