ବିଦେଶୀ ମଦ ଜବତ: ଅଭିଯୁକ୍ତ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଂଚଳରେ ଏକ ମାରୁତି ସୁଇପ୍ଟ କାରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ପ୍ରାୟ ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣା ସହ ଜଡିତ ଅଭିଯୁକ୍ତ ଗଜେନ୍ଦ୍ର ସାହୁ ଏବଂ ଅଜୟ କୁମାର ବେହେରାଙ୍କୁ ଗିରଫ କରିଛି!-->…
Read More...
Read More...