Browsing Category

ପ୍ରମୁଖ ଖବର

୬ଟି ବ୍ରିଜ୍ ର ଉଦ୍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କାଶ୍ମୀରର ୬ଟି ବ୍ରିଜର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ବ୍ରିଜର ଉଦଘାଟନ କରିଛନ୍ତି ରାଜନାଥ ସିଂହ । ବିଆରଓ ଦ୍ୱାରା ତିଆରି ହୋଇଛି ଏହି ବ୍ରିଜ୍ । ଜମ୍ମୁ କଶ୍ମୀରରେ ତିଆରି ହୋଇଥିବା ଏହି ୬ଟି
Read More...

ଆଉ ୩ ମାସ ମାଗଣା ଗ୍ୟାସ ଯୋଜନା ଗରିବଙ୍କୁ ଲାଭ ଦେବ : ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମବୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ଦେଶର ଗରିବ ମାଆ ଓ
Read More...

ବିଚ୍ ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହତ୍ୟା

ଯାଜପୁର : ଯାଜପୁର ରୋଡ ଥାନା ରାଛିପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ମଝିରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁବୃତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି । ଦୁବୃତର ଆକ୍ରମଣରେ ଜଣେ ଶିକ୍ଷକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶିକ୍ଷୟତ୍ରୀଙ୍କ ନାଁ ମହାମାୟା ଜେନା ।
Read More...

ବନ୍ଧା ହେଲେ ବିଭୁ ପ୍ରସାଦ

ଭୂବନେଶ୍ୱର- ମହଙ୍ଗା ପଡିଲା ବାବୁଙ୍କ ଉଚ୍ଛୁଳା ପ୍ରେମ । ନିଜ ବୟସ ଠାରୁ ଯଥେଷ୍ଠ ସାନ ଜଣେ ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଫସିଗଲେ ଓଏଏସ ଅଧିକାରୀ । ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍, ମେସେଜ୍ ଅଭିଯୋଗ ମାମଲାରେ ଆୟୁଷ ନିର୍ଦେଶଳୟ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷାରୁ କୁହାଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୦୦, ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେଓଗଡ ୧୯, କୋରାପୁଟ ୧୮, ଖୋର୍ଦ୍ଧା
Read More...

ପ୍ଳାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ପ୍ଲାଜମା ଦାନ କରିଛନ୍ତି । ସିନ୍ଧିଆ ପ୍ଲାଜମା ଦାନ କରିବା ସମୟରେ ନିଜ ଫଟୋ ଟ୍ୱିଟ୍ ରେ ସେୟାର କରି କହିଛନ୍ତିି ଯେ ସଂକ୍ରମଣକୁ ସାମ୍ନା କରି ମୋ ଭଳି ଅନେକ ଲୋକ ନିଜ ପ୍ଳାଜମା ଦାନ କରି
Read More...

ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇ କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଇଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ ବାରି ବୋଲି ଜଣାପଡିଛି । ସେ ବାନ୍ଦିପୋରା ଜିଲ୍ଲାରେ ବିଜେପିର
Read More...

ଯାଂଚ କମିଟି ବସାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ୩ଟି ଟ୍ରଷ୍ଟର କାରବାର ଉପରେ ଯାଂଚ ଲାଗି ସ୍ୱରାଷ୍ଟ ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହି ତିନୋଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ୍ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଆୟକର ଆଇନ ଓ ବିଦେଶ
Read More...

କୋଭିଡ ପରିଚଳା ଓଏସଡି ଭାବେ ନିଯୁକ୍ତ ହେଲେ ଭିନେଲ କ୍ରିଷ୍ଣା

ଭୁବନେଶ୍ୱର- ବରିଷ୍ଠ ଆଇଏସ ଅଫିସର ଭିନେଲ କ୍ରିଷ୍ଣା ଓଏସଡି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ପରିଚାଳନ କରିବେ । ସେହିପରି ଆଉ ୨ ଜଣଙ୍କୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ଅଫିସରେ ନିଯୁକ୍ତି ମିଳିଛି । ଲାଲ ମୋନଜ କୁମାର ରାଓଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି କରାଯାଇଛି । ଶୁଭମ
Read More...

କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ- କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ପିଏଫ ଆକାଉଂଟରେ ଟଙ୍କା ରଖିବେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ବିଦ୍ୟମାନ ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଅନୁମୋଦନ କରିଛି ।
Read More...