Browsing Category

ପ୍ରମୁଖ ଖବର

ଯାଂଚ କମିଟି ବସାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ୩ଟି ଟ୍ରଷ୍ଟର କାରବାର ଉପରେ ଯାଂଚ ଲାଗି ସ୍ୱରାଷ୍ଟ ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହି ତିନୋଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ୍ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଆୟକର ଆଇନ ଓ ବିଦେଶ
Read More...

କୋଭିଡ ପରିଚଳା ଓଏସଡି ଭାବେ ନିଯୁକ୍ତ ହେଲେ ଭିନେଲ କ୍ରିଷ୍ଣା

ଭୁବନେଶ୍ୱର- ବରିଷ୍ଠ ଆଇଏସ ଅଫିସର ଭିନେଲ କ୍ରିଷ୍ଣା ଓଏସଡି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ପରିଚାଳନ କରିବେ । ସେହିପରି ଆଉ ୨ ଜଣଙ୍କୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ଅଫିସରେ ନିଯୁକ୍ତି ମିଳିଛି । ଲାଲ ମୋନଜ କୁମାର ରାଓଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି କରାଯାଇଛି । ଶୁଭମ
Read More...

କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ- କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ପିଏଫ ଆକାଉଂଟରେ ଟଙ୍କା ରଖିବେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ବିଦ୍ୟମାନ ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଅନୁମୋଦନ କରିଛି ।
Read More...

ଆର୍ ଏସ୍ ଏସ୍ ସଂଗଠନର ବିକ୍ଷୋଭ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ସହ ଜଡିତ ଭାରତୀୟ ଶ୍ରମିକ ସଂଗଠନ ସପ୍ତାହ ପର୍ଯ୍ୟନ୍ତ ସରକାରଙ୍କ ଶ୍ରମ ନିତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସରକାର ଜଗାଓ ଶପଥ ନାମରେ ଦେଶବ୍ୟାପି ଆନେ୍ଦାଳନ ୨୪ ଜୁଲାଇରୁ ଆରମ୍ଭ ହେବ । ଭାରତୀୟ ଶ୍ରମିକସଂଘର ମହାସଚିବ ବୀର୍ରଜେସ୍
Read More...

ଏମ୍ସ ଓପିଡି ବନ୍ଦ

ଭୁବନେଶ୍ୱର- ଶୁକ୍ରବାର ଠାର ଭୁବନେଶ୍ୱର ଏମସ ଓପିଡି ବନ୍ଦ । ଏମ୍ସର କିଛି କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାଫଳରେ କର୍ମଚାରୀ ଅଭାବ ଦେଖାଦେଇଛି । ତେଣୁ କର୍ମଚାରୀ ଅଭାବ ଯୋଗୁଁ କାଲିଠାରୁ ଓପିଡି ବନ୍ଦ ରହିବ ବୋଲି ଏମସନିର୍ଦେଶିକା ବି.ଗୀତଞ୍ଜଳି କହିଛନ୍ତି । ଆଉ କିଛି
Read More...

ଓସ୍କାର ୨୦୨୧ କୁ ଜଜ୍ କରିବେ ଭାରତୀୟ ଫିଲ୍ମ ନିର୍ମାତା

ମୁମ୍ବାଇ- ଫିଲ୍ମ ଇଣ୍ଡଷ୍ଟ୍ରିର ବିଶ୍ୱର ସବୁଠୁ ବଡ ଆୱାର୍ଡ ଶୋ (ଓସ୍କାର ୨୦୨୧) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ପ୍ରସ୍ତୁତି ଭାରତ ପାଇଁ ଏକ ବଡ ଖୁସି ଖବର ନେଇ ଆସିଛି । ପ୍ରକୃତରେ ଏକାଡେମୀ ଅଫ୍ ମୋସନ୍ ପିକ୍ଟର୍ ଆର୍ଟ ଆଣ୍ଡ ସାଇନ୍ସ ନିକଟରେ ଓସ୍କାର ପୁରସ୍କାର ୨୦୨୧ ଭୋଟିଂ
Read More...

ଆରମ୍ଭ ହେବ ଅନ୍ଲାଇନ୍ ସେବା

ଭୁବନେଶ୍ୱର: ସରକାରୀ ସେବା ପାଇଁ ଏବେ ଯିବାକୁ ପଡିବନି ସରକାରୀ ଅଫିସ୍ । ଘରେ ବସି ଅନଲାଇନ ପାଇହେବ ସରକାରୀ ସେବା । ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ ଭବନର
Read More...

ଏଇ କ’ଣ ସ୍ୱପ୍ନର ଭାରତ: ରାହୁଲ୍

ନୂଆଦିଲ୍ଲୀ: ଊତରପ୍ରଦେଶ ସ୍ଥିତ ଚିତ୍ରକୂଟ ଖଦାନୋରେ ନାବାଳିକା ଝିଅମାନଙ୍କ ସହ ହେଉଥିବା ଯୈାନ ଶୋଷଣକୁ ନେଇ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।ଲକଡାଉନ୍ ସମୟରେ ଭୋକରେ ମରୁଥିବା ପରିବାର ନିଜ ପିଲାମାନଙ୍କୁ ଦି ଓଳି ଖାଇବାକୁ ଦେବା ପାଇଁ ସକ୍ଷମ ନାହାଁନ୍ତି
Read More...

ଆରପାରିରେ ହାସ୍ୟ ଅଭିନେତା ଜଗଦୀପ

ମୁମ୍ବାଇ- ଚଳିତ ବର୍ଷ ବଲିଉଡର ଅନେକ ଲୋକପ୍ରିୟ କଳାକାର ଦୁନିଆରୁ ବିଦାୟ ନେଇଥିବା ବେଳେ ଏବେ ପୁଣି ଜଣେ ପ୍ରସିଦ୍ଧ ଅଭିନେତାଙ୍କର ଦେହାନ୍ତ ହୋଇଛି । ତେବେ ଲୋକପ୍ରିୟ ଚଳଚ୍ଚିତ୍ର ଶୋଲେ ର ସୁରମା ଭୋପାଲି ତଥା ହାସ୍ୟ ଅଭିନେତା ଜମଦୀପଙ୍କ ପରଲୋକ ଘଟିଛି । ବୁଧବାର ୮୧ ବର୍ଷ ବୟସରେ
Read More...

୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

କଟକ- ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ । କୌଣସି କର୍ମଚାରୀ ଆସିପାରିବେ ନାହିଁ । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ ବନ୍ଦ କରିବାକୁ ନିର୍ଦେଶ ଜାରି କରିଛନ୍ତି । ପୂର୍ବରୁ ୬ ତାରିଖରୁ ୮ ତାରିଖ
Read More...