Browsing Category

ପ୍ରମୁଖ ଖବର

ଏସିଆର ସର୍ବବୃହତ ସୋଲାର ପ୍ଲାଂଟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ରେୱା ଠାରେ ୭୫୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ୧,୫୦୦ ହେକ୍ଟର ଜମିରେ ୩ ୟୁନିଟ ପାଇଁ ୨୫୦ ମୋଗାୱାଟ
Read More...

ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଲା ରାଜ୍ୟର ୫ଜିଲ୍ଲା

କଟକ – ମାଓପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟର ୫ ଜିଲ୍ଲା ବାଦ୍ ପଡିଛି । ରାଜ୍ୟର ଅନୁଗୁଳ, ବୌଦ୍ଧ,ସମ୍ବଲୁର, ଦେବଗଡ ଓ ନୟାଗଡ ମାଓ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିଦେ୍ର୍ଧଶକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି, ଏହାକୁ
Read More...

ଡାକ୍ତରଙ୍କ ଉପରେ ଆକ୍ରମଣ

ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଉନ୍ମୁତ କାଣ୍ଡ । କାର୍ଯ୍ୟରତ ଦୁଇ ଡାକ୍ତାର ଡ.ଶ୍ୟାମପ୍ରଶନ ମିତ୍ର ଓ ଡ.ଶୁଭ୍ରାଶୁଂ କୁମାର ସାହୁଙ୍କ ଉପରେ ଆକ୍ରମଣ କରିଛି ଜଣେ ଦୃବୁତ । ଦୃବୁତ ଜଣଙ୍କ ପିଭିସ ପାଇପ ଧରି ମୋଡିକାଲ ଭିତରକୁ ପ୍ରବେଶ କରି ଡାକ୍ତରଙ୍କ ଉପରେ ଆକ୍ରଣ କରିଥିଲା ।
Read More...

ମୋବାଇଲ୍ ଆସେସୋରିଜର ଦାମ୍ ବଢିଲା

ନୂଆଦିଲ୍ଳୀ: ଚୀନ ସାମଗ୍ରୀ ବ୍ୟାନ୍ ପରେ ମୋବାଇଲ୍ ଆସେସୋରିଜର ଦାମ୍ ବଢିଯାଇଛି । ଚାର୍ଜର,ସ୍କିନ୍,ଗାର୍ଡ,କଭର,କେବୁଲର ୭୦ରୁ୮୦ ପ୍ରତିଶତ ଆମଦାନୀ ଚୀନରୁ ହେଉଥିଲା । ଏବେ ଏହାର ଦାମରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଡକ୍ଟ ବଜାରରେ ମିଳୁନି ଯଦି ମିଳୁଛି ଅଧିକା ଦାମରେ ମିଳୁଛି ।
Read More...

ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ବନ୍ଦ କଲା ନେପାଳ

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି । ନେପାଳ ସରକାର ଆଗ ସୀମା ବିବାଦ ଆରମ୍ଭ କରିଥିବା ବେଳେ ସେଠାରେ ଏବେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ କୁ ବନ୍ଦ କରି ଦିଆଯାଇଛି । କେବଳ ଦୂରଦର୍ଶନ ଛାଡିଦେଲେ ସେଠାରେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ପ୍ରସାରଣ କରାଯିବ ନାହିଁ
Read More...

ପ୍ରଧାନମନ୍ତ୍ରୀ କୋଲିବାଲିଙ୍କ ମୃତ୍ୟୁ

ନ୍ୟୁୟର୍କ: ଆଇଭରି କୋଷ୍ଟର ପ୍ରଧାନମନ୍ତ୍ରୀ ଆମାଡୋଭ ଗୋନ କୋଲିବାଲିଙ୍କର ଆକସ୍ମିତ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ରାଷ୍ଟ୍ରପତି
Read More...

କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କିନ୍ତୁ ତାଙ୍କ ଠାରେ ଏପର୍ଯ୍ୟନ୍ତ କରୋନା ଜନିତ କିଛି ଲକ୍ଷଣ ନଥିଲା । ସେ ମହିଳା କଗ୍ରେଂସର ଅଧ୍ୟକ୍ଷ ହେବା ସହିତ ଦଳର ପ୍ରବକ୍ତା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆସାମର ସିଲଚର ନିର୍ବାଚନ ମଣ୍ଡଳିରୁ
Read More...

ବିଧାନସଭା ସଟଡାଉନ

ଭୁବନେଶ୍ୱର- ଗୋଟିଏ ଦିନ ପାଇଁ ସଟଡାଉନ ହେଲା ବିଧାନସଭା । ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜଟିଭ ଚିହ୍ନଟ ହେବାପରେ ବିଧାନସଭାକୁ ବନ୍ଦ କରି ଦିଆଯାଇଛି । ତେବେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତିକୁ ଦେଖି ବିଧାନସଭା ଖୋଲିବ କି
Read More...

ମାଷ୍ଟରଷ୍ଟ୍ରୋକ ବିକାଶ ଦୁବେ ଏନକାଉଂଟର

କାନପୁର- ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ ହୋଇଛନ୍ତି । ଆଜି ସକାଳେ ଏକ ଗାଡିରେ ବିକାଶକୁ ଉତରପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଂଚଳରେ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଏହି ସମୟରେ ବିକାଶ ପୋଲିସ ଠାରୁ ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏହି
Read More...

ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୦୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୪୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୨୦, ଯରଜପୁର ୮୬, ସୁନ୍ଦରଗଡ ୬୨,
Read More...