Browsing Category

ପ୍ରମୁଖ ଖବର

ଦେଶରେ ୭୦ ହଜାର ତଳେ କରୋନା

ନୂଆଦିଲ୍ଳୀ: ଦେଶରେ ଦିନକରେ ଆଉ ୬୭ ହଜାର ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୦୦,୩୧୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨,୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୩,୮୧,୯୦୩ରେ ପହଞ୍ଚିଛି ।
Read More...

ପୁରୀରେ ବିମାନବନ୍ଦର ପାଇଁ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର । ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ୪ଜଣିଆ ସ୍ୱତନ୍ତ୍ର ଟିମ୍ ପ୍ରସ୍ତାବିତ ଅଞ୍ଚଳରେ ବୁଲି ଦେଖିବା ସଙ୍ଗେ ସଙ୍ଗେ ସର୍ଭେ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ସିପସରୁବାଲି ଓ ପୁରୀ କୋଣାର୍କ ମରାଇନ୍
Read More...

ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ରେଜାଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଆଜି ଏ ନେଇ ସିବିଏସ୍‌ଇ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହି ସୂଚନା ଦିଆଯାଇଛି । ସେହିପରି ଦଶମ,
Read More...

କୋଭିଡ୍ ଟିକା ନେଲେ ସଂକ୍ରମଣରୁ ୮୦% ସୁରକ୍ଷିତ

ଭୁବନେଶ୍ୱର: କୋଭିଡ ଟିକାର ଦୁଇଟି ଡୋଜ ନେଲେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି
Read More...

ଦୁର୍ବଳ ହେଉଛି ଦ୍ୱିତୀୟ ଲହର, ମୃତ୍ୟୁ ସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ରମଶଃ ଦୁର୍ବଳ ହେଉଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଉଦ୍‌ବେଗ ଜନକ ରହିଛି । ବିଭିନ୍ନ ରାଜ୍ୟର ଲକଡାଉନ ଏବଂ ସଟଡାଉନ ଲାଗୁର ପ୍ରଭାବ ଯୋଗୁଁ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ । ଦେଶରେ ୨୪ ଘଣ୍ଟାରେ
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ: ମାଲକାନଗିରିରେ ୧୦୦ ଟପିଲା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‌ର ଦୈନଦିନ ମୂଲ୍ୟ ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ତୈଳ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି
Read More...

ରାଜ୍ୟରେ ଜବତ୍ ‘ଫାବିପିରାଭିର’ଔଷଧ ଭେଜାଲ୍‌

ଭୁବନେଶ୍ୱର: ନିକଟରେ ରାଜ୍ୟରେ ଜବତ ହୋଇଥିବା ୧୭୦ ପେଟି ‘ଫାବିପିରାଭିର’ ଔଷଧ ଭେଜାଲ ବୋଲି ଡ୍ରକ୍ସ କଂଟ୍ରୋଲର ଅର୍ନ୍ନଦାଶଙ୍କର ଦାସ କହିଛନ୍ତି । ଗଣ ମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏହି ଔଷଧ ଗୁଡିକ ନକଲି ବୋଲି ପୂର୍ବରୁ ହରିୟାନା ଓ ମହାରାଷ୍ଟ୍ର ସରକାର ସୂଚନା
Read More...

ରଜପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା

ନୂଆଦିଲ୍ଲୀ: ଓଡିଶାର ଗଣ ପର୍ବ ରଜ ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି, ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତଙ୍କ ଉତ୍ତମ
Read More...

ଲାଲ୍ ବଳୟରେ ୭ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦୈନଦିନ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଅନ୍ୟପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ୫ହଜାର ତଳକୁ ହ୍ରାସ ପାଇଥିଲା ବେଳେ ସଂକ୍ରମଣ ହାର ୭% ତଳକୁ ଖସିଛି । ମାତ୍ର ୬ଟି
Read More...

୧୬ରୁ ଖୋଲିବ ଐତିହ୍ୟ ସ୍ଥଳ

ଭୁବନେଶ୍ୱର: ମହାମ।।ରୀ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଐତିହ୍ୟସ୍ଥଳ ଗୁଡିକ ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ । ଏେ ନେଇ ଏଏସ୍‌ଆଇ ଆଜି ବିଜ୍ଞପ୍ତି ଜାରୀ କରିଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ତେବେ
Read More...