Browsing Category

ପ୍ରମୁଖ ଖବର

ରଜପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା

ନୂଆଦିଲ୍ଲୀ: ଓଡିଶାର ଗଣ ପର୍ବ ରଜ ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି, ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତଙ୍କ ଉତ୍ତମ
Read More...

ଲାଲ୍ ବଳୟରେ ୭ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦୈନଦିନ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଅନ୍ୟପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ୫ହଜାର ତଳକୁ ହ୍ରାସ ପାଇଥିଲା ବେଳେ ସଂକ୍ରମଣ ହାର ୭% ତଳକୁ ଖସିଛି । ମାତ୍ର ୬ଟି
Read More...

୧୬ରୁ ଖୋଲିବ ଐତିହ୍ୟ ସ୍ଥଳ

ଭୁବନେଶ୍ୱର: ମହାମ।।ରୀ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଐତିହ୍ୟସ୍ଥଳ ଗୁଡିକ ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ । ଏେ ନେଇ ଏଏସ୍‌ଆଇ ଆଜି ବିଜ୍ଞପ୍ତି ଜାରୀ କରିଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ତେବେ
Read More...

୪ ଝିଅ ଓ ପତ୍ନୀଙ୍କୁ ହାଣିଲା ବାପା: ଜଣେ ଝିଅର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତଗର୍ତ ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାପ ତାର ୪ଝିଅ ଓ ପତ୍ନୀର ଗଳାକାଟି ହତ୍ୟା ଉଦ୍ୟମ କରିଥିବା ବେଳେ ନିଜେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଘୋର ଆଲୋଡନ ସୃଷ୍ଟି
Read More...

ଚିନ୍ତା ବଢାଇଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି । ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬,
Read More...

ଚଳିତ ବର୍ଷ ହେବ ୟୁଜି ଓ ପିଜି ପରୀକ୍ଷା !

ଭୁବନେଶ୍ୱର: ଚଳିତବର୍ଷ ପ୍ରାୟତଃ ୟୁଜି ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟରେ ଅନୁଷ୍ଠିତ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ସୂଚନା
Read More...

ଖର୍ଚ୍ଚ କାଟ ପାଇଁ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଦେଶରେ ଅର୍ଥନୀତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଏବେ ବିଜୁକ୍ତ ୭.୪ ଥିବା ଆକଳନ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ତଳକୁ ତଳକୁ ଖସିବାରେ ଲାଗିଥିବା ଦୃଷ୍ଟିରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦% ଖର୍ଚ୍ଚ କାଟ
Read More...

କରୋନା ଯୋଗୁଁ ହୋଇପାରୁନି ରାଜ୍ୟର ୫ଟି ପ୍ରମୁଖ ମାମଲାର ଶୁଣାଣି

ନୁଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ଆରମ୍ଭ ହେବାପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଶୁଣାଣି ଜାରି ରହିଛି । ଯଦିବା ଏହି ଅବଧିରେ ସର୍ବୋଚ୍ଚ ନ୍ୟାୟାଳୟ କଛି ଜରୁରୀ ଓ ଗୁରୁତ୍ୱପୂର୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ
Read More...

ଦେଶରେ ଲକ୍ଷେ ତଳକୁ ଖସିଲା ସଂକ୍ରମଣ : ୩୪୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ତକଳୁ ରହିଛି । ୨୪ ଘଣ୍ଟାରେ ଆଉ ୯୧,୭୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୭୪,୮୨୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୪୦୩ ଆକ୍ରାନ୍ତଙ୍କ
Read More...

ଟିଏମ୍‌ସିକୁ ଫେରିଲେ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ମୁକୁଳ ରାୟ ଆଜି ବିଜେପି ଛାଡି ପୁର୍ନବାର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କ ପୁଅ ତଥା ବିଧାୟକ ସୁଭ୍ରାଂଶୁ ରାୟ ମଧ୍ୟ ଟଏମ୍‌ସିରେ ସାମିଲ ହୋଇଛନ୍ତି । ଆଜି ଟିଏମ୍‌ସିର
Read More...