Browsing Category

ପ୍ରମୁଖ ଖବର

ରାଜ୍ୟରେ କମୁଛି ସଂକ୍ରମଣ : ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ କିନ୍ତୁ କମିବାର ନାଁ ଧରୁନାହିଁ । ଆଜି ସଂକ୍ରମଣ ୬ହଜାର ତଳକୁ ଖସିଥିଲା ବେଳେ ମୃତକଙ୍କ ସଂଖ୍ୟା ୪୩ ରହିଛି । ରାଜ୍ୟରେ ଆଜି ଦିନକରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Read More...

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ୍

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ବୃଦ୍ଧି ବିରୋଧରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ଆଜି ଦେଶ ବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ଓ ଧାରଣା ଦେଇଥିଲା ବେଳେ ଦେଶର ୩ ରାଷ୍ଟ୍ରାୟତ ତୈଳ କମ୍ପାନୀ ଆଜି ପୁଣି ତୈଳଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ
Read More...

ଲଘୁଚାପ ଘନିଭୂତ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହେବା ସହ ଘନିଭୂତ ହେଉଛି । ଏହାର ପ୍ରଭାବରେ ଆସନ୍ତା ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ମଧ୍ୟ
Read More...

ରାଜ୍ୟରେ ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଆଜି ଆଉ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ
Read More...

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ କ୍ଷତିଗ୍ରସ୍ତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ ୩୩% ବା ଅଧିକ କ୍ଷତି
Read More...

ଦିନକରେ କରୋନା ନେଲା ୬୧୪୮ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆଜି ଦେଶରେ ରେକର୍ଡ ସଂଖ୍ୟକ ୬୧୮୪ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ସଂକ୍ରମଣ ସଂଖ୍ୟା ୧ଲକ୍ଷ ତଳେ ରହିଛି । ଆଜି ଦିନକରେ ଦେଶରେ ୯୪,୦୫୨ ଆକ୍ରାନ୍ତ ହୋଇଥିଲା ବେଳେ ମୋଟ୍ ଆକ୍ରାନ୍ତଙ୍କ ୨,୯୧,୮୩,୧୨୧ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୩,୫୯,୬୭୬ରେ
Read More...

ବର୍ଷାରେ କୋଠା ଭୁଷୁଡି ୧୧ ମୃତ

ମୁମ୍ବଇ: ବର୍ଷାରେ ବେହାଲ ଦେଶର ଆର୍ôଥକ ରାଜଧାନୀ ମୁମ୍ବଇ । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମି ରହିଥିବା ବେଳେ ମୁମ୍ବଇର ମଲାଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ୪ ମହଲା କୋଠା ଭୁଷୁଡି ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି ।
Read More...

ଓଡିଶାରେ ମୌସୁମୀ

ଭୁବନେଶ୍ୱର: ବହୁ ଆକାକ୍ଷିଂତ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଓଡିଶାରେ ପ୍ରବେଶ କରିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୌସୁମୀ ପ୍ରଥମେ ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଜିଲ୍ଲାରେ ଆଜି ଭଲ ବର୍ଷା
Read More...

ପୁରୀକୁ ଛାଡି ରାଜ୍ୟରେ ରଥଯାତ୍ରା ବନ୍ଦ

ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୂରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ପୁରୀ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନରେ ଚଳିତ ବର୍ଷ ରଥ ଯାତ୍ରାକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି
Read More...

ବଙ୍ଗୋପସାଗରରେ ଲଘୁଚାପ : ଆଜିଠୁ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଲଘୁ ଚାପ ପ୍ରଭାବରେ ରାଜ୍ୟର ଉପକୂଳ ବର୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରିଣ ଓ ପଶ୍ଚିମାଞ୍ଚଳରେ ଆସନ୍ତାକାଲି ଠାରୁ ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ
Read More...