Browsing Category

ପ୍ରମୁଖ ଖବର

ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀ ଆସିବେ ଅଫିସ୍‌

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ଶଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଆଜି ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି
Read More...

ଲକ୍‌ଡାଉନ୍ : ୩ ହଜାରରୁ ଅଧିକ ରିକ୍ସା, ଟ୍ରଲି ଚାଳକଙ୍କ ଜୀବିକା ବିପନ୍ନ

କଟକ: କରୋନା ମହାମାରୀ ଧନି, ଗରିବ ସମସ୍ତଙ୍କୁ ପ୍ରଭାବିତ କରିଛି । ସମସ୍ତଙ୍କ ଜୀବନ ଜୀବିକା ଏହାଦ୍ୱାରା ବିପନ୍ନ ହୋଇଛି । ୨୦୨୦ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ଏଥର ମଧ୍ୟ ସବୁ ବର୍ଗ ଓ ବୃତ୍ତି ଉପରେ କରୋନାର ଯଥେଷ୍ଟ ପ୍ରଭାବ ପଡିଛି । ତେବେ ବାଉନ ବଜାର ତେପନ ଗଳିର ସହର କଟକରେ କିନ୍ତୁ
Read More...

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ତଳେ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଓ ମୃତକ ସଂଖ୍ୟା କମଶଃ ହ୍ରାସ ପାଇଥିଲା ବେଳେ ଆଜି ଦିନକରେ ଦେଶରେ ଦୌନିକ ମୃତ୍ୟୁ ସଂଖ୍ୟା ପ୍ରଥମ ଥର ପାଇଁ ୨ହଜାର ତଳକୁ ଖସିଛି । ସେହିପରି ସଂକ୍ରମଣ ୭୦ହଜାର ତଳେ ଥିବା ବେଳେ ୭୩ ଦିନ ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା ଲାଗି ‘କ୍ରାସ୍‌-କୋର୍ସ ପ୍ରୋଗ୍ରାମ୍‌’ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍‌-୧୯ ପରିସ୍ଥିତିରେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ପ୍ରସ୍ତୁତ ଏକ ‘କ୍ରାସ୍‌-କୋର୍ସ ପ୍ରୋଗ୍ରାମ୍‌’ର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଏକ ଲକ୍ଷ ‘କୋଭିଡ୍ ଯୋଦ୍ଧା’ଙ୍କୁ କୁଶଳୀ ଓ ଅଧିକ କୁଶଳୀ କରିବା ହେଉଛି ଏହି ପାଠ୍ୟକ୍ରମର
Read More...

ଅଗଷ୍ଟ ୨ୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଫଳାଫଳ ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ । କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଆୟୋଜନ ହୋଇ ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ପ୍ରଦର୍ଶନକୁ ଆଧାର
Read More...

ତୃତୀୟ ଲହର ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଜାରୀ ଲକ୍‌ଡାଉନ୍ କଟକଣା ମଧ୍ୟ ସରକାର କୋହାଳ କରିଛନ୍ତି । ଅନ୍ୟପକ୍ଷରେ ମହାମାରୀର ସାମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଯୋରଦାର ପ୍ରସ୍ତୁତି ଆରମ୍ଭ
Read More...

ରାଜ୍ୟରେ ୩୮୦୬ ପଜିଟିଭ : ୩୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୮୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୬୩୪ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୋଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ
Read More...

ବୀରେନ୍ଦ୍ର ଓ ଅମିତଙ୍କୁ ଟୋକିଓ ଅଲିମ୍ପିକ ଟିକେଟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଟିମ୍‌ରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମନୋନିତ ହୋଇଛନ୍ତି । ଫଳରେ ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ । ବୀରେନ୍ଦ୍ର ଓ
Read More...

ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଉତର ପୂର୍ବାଂଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ବିଶେଷ ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ
Read More...

ନକଲି ଔଷଧ ଠାବ କରିବ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାର ରୋକିବା ତଥା ବିଭିନ୍ନ ଦୋକାନରେ ଚଢାଉ ପାଇଁ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସଟିଏଫ୍‌) ଗଠନ କରିଛନ୍ତି । ଡିଆଇଜି ଜେଏନ୍ ପଙ୍କଜଙ୍କ ନେତୃତ୍ୱରେ ଏହି ଏସଟିଏଫ୍ ଗଠିତ ହୋଇଛି । ନକଲି ଔଷଧ ବିକ୍ରି ହେଉଥିବା ବିଭିନ୍ନ ଦୋକାନ ଉପରେ
Read More...