Browsing Category

ପ୍ରମୁଖ ଖବର

ସୁନାନଦୀରେ ଫର୍ଣ୍ଣେସ ତୈଳ : ଜଳ ପ୍ରଦୁଷିତ

ଯୋଡା: ଭାରସାମ୍ୟ ହରାଇ ଓଲଟିଲା ଆରୟା ପ୍ଲାଂଟକୁ ଆସୁଥିବା କେମିକାଲ ଅଏଲ ଟ୍ୟାଙ୍କର ଗାଡି । ଦୁର୍ଘଟଣାରେ ନିର୍ଗତ କେମିକାଲ ଫର୍ଣ୍ଣେସ ଅଏଲ ବସ୍ତି ଅଂଚଳ ଦେଇ ସୁନାନଦୀରେ ମିଶିଯାଇଛି । ଯାହାଫଳରେ ନଦୀରେ ଥିବା ମାଛ,ବେଙ୍ଗ,ସାପ ସହ ଅନ୍ୟାନ୍ୟ ଜଳଚର ପ୍ରାଣୀ ବହୁସଂଖ୍ୟାରେ ମୃତ୍ୟୁ ହେବା
Read More...

ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ- ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଆସିଛନ୍ତି । ସେ ତାଙ୍କ ଆଗାମୀ ପିଲ୍ମ ମର୍ଡର ପାଇଁ ବିବାଦ ଘେରରେ ଫସିଛନ୍ତି । କୁହାଯାଇଛି ସେ ଏହି ଫିଲ୍ମ ଯାହା ଉପରେ ତିଆରି କରିଛନ୍ତି , ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି ।
Read More...

୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କଟକ: ଅତି ଜରୁରୀ ନଥିଲେ କଟକର ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ସେଗୁଡିକ ହେଲା ଆଚାର୍ଯ୍ୟ ହରିହର, ଏସସିବି, ଶିଶୁ ଭବନ ଓ ସିଟି ହସ୍ପିଟାଲ । ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ ପରିସ୍ଥିତି ନଜରରେ ରଖି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି
Read More...

ସୈାର ଶକ୍ତିରେ ଚାଲିବ ଟ୍ରେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱୋର ଟ୍ରାକରେ ଏବେ ସୋଲାର ପାୱାରରେ ଚାଳିବ ଟ୍ରେନ୍ । ଭାରତୀୟ ରେଲୱେ ଏଥିପାଇଁ ପ୍ରସ୍ତୁତି ଶେଷ କରିନେଇଛି । ରେଲୱେ ପକ୍ଷରୁ କୁହାଯାଇଛି ଯେ , ବିଶ୍ୱ ଇତିହାସରେ ଏହା ପ୍ରଥମ ଥର , ଯେବେ ସୈାରଶକ୍ତିର ବ୍ୟବହାର ଟ୍ରେନ୍ ଚଳାଚଳା ପାଇଁ କରାଯିବ । ଏହି ପାୱର
Read More...

ମଙ୍ଗଳା ମୁହାଣରୁ ମୃତଦେହ ଉଦ୍ଧାର : ୨ ଅଟକ

ପୁରୀ: ବଳିଆପଣ୍ଡା ଥାନା ଅଧିନ ଷ୍ଟର୍ଲି ରିସୋର୍ଟ ନିକଟରେ ବ୍ୟବସାୟିଙ୍କୁ ହତ୍ୟା ପରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ରାତି ତମାମ ପାଣିରେ ଖୋଜାଖୋଜି କରିବା ପରେ ପୋଲିସ୍ କୁ ମଙ୍ଗଳା ମୁହାଣରୁ ବ୍ୟବସାୟିଙ୍କ ମୃତ ଦେହ ମିଳିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି ପୋଲିସ୍
Read More...

ଭୁବନେଶ୍ୱରରେ ଆରମ୍ଭ ହେବ ରାପିଡ ଆଂଟିବଡି ଟେଷ୍ଟ

ଭୁବନେଶ୍ୱର- ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଶେଷ କରି ଲୋକାଲ କେସ୍ ଅଧିକ ବାହାରୁଥିବାରୁ ଚଳିତ ସପ୍ତାହରୁ ଭୁବନେଶ୍ୱରରେ ରାପିଡ ଆଂଟିବଡି ଟେଷ୍ଟ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ୨୦୦୦ରୁ ୨୫୦୦ ପର୍ଯ୍ୟନ୍ତ ରାପିଡ
Read More...

ଉଷୁନା ଗ୍ରାମରେ ଆତଙ୍କ

କଟକ: ବଡମ୍ବା ଥାନାରେ କାର୍ଯ୍ୟରତ ଜଣେ ପୋଲିସ୍ କନେଷ୍ଟବଳ ସ୍ୱାବ୍ ଦେଇ ଗାଁକୁ ଆସିଥିଲେ । ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଷୁନା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବା ବ୍ୟକ୍ତି
Read More...

୪୦ ୱେବସାଇଟ୍ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୦ଟି ୱେବସାଇଟ୍ ବ୍ୟାନ୍ କରିଛନ୍ତି । ଏହି ସମସ୍ତ ୱେବସାଇଟ୍ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖର ଫର ଜଷ୍ଟିସ୍ ସହ ଜଡିତ ଓ ରାଷ୍ଟ ବିରୋଧି କାର୍ଯ୍ୟରେ ଜଡିତ ଥିଲା । ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ୧୯୬୭ ଅନୁସାରେ ଏହାକୁ ବେଆଇନ୍ ଘୋଷଣା କରିଛି ।
Read More...

ବାପାକୁ ମାରି ଜଙ୍ଗଲରେ ଫିଙ୍ଗିଲା ପୁଅ

ମୋହନା: ପାରିବାରିକ କଳହକୁ କେନ୍ଦ୍ର କରି ବାପା କୁ ହତ୍ୟା କରି ମୃତ ଦେହକୁ ଜଙ୍ଗଲରେ ଫୋପାଡିଦେଇଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ପେଜାପାଣି ଗ୍ରାମରେ । ମୃତକ ଜଣଙ୍କ ଦୁର୍ମନ ଶବର ବୋଲି ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ
Read More...

ବଜ୍ରାଘାତରେ ଚାଲିଗଲା ଜୀବନ

ବୈାଦ୍ଧ: ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଧଳପୁର ଗ୍ରାମରେ ବଜ୍ରଘାତ ଯୋଗୁଁ ଶିବ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ନିଜ ଘରେ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନା ନେଇଥିବା ବେଳେ
Read More...