ପଶ୍ଚିମବଙ୍ଗ ବିଜେପି ସାଂସଦକୁ କରୋନା
କୋଲକାତା: ପଶ୍ଚିମବଙ୍ଗ ବିଜେପି ସାଂସଦ ଲକେଟ ଚାଟାର୍ଜିଙ୍କୁ କରୋନା । ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍ ରେ ରହି ଚିକିତ୍ସିତ!-->…
Read More...
Read More...