Browsing Category

ପ୍ରମୁଖ ଖବର

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଲା

ଭୁବନେଶ୍ୱର- କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ୨ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ଆଉ ୩ ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗଞ୍ଜାମର ତିନି ମୃତକ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ
Read More...

କ୍ୟାନ୍ସର ହସ୍ପିଟାଲର ଆଉଟଡୋର ବନ୍ଦ

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନକ ପାଇଁ ଏହାର ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ଗତକାଲି ଚିିହ୍ନଟ ହୋଇଥିବା ୫୫ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତିରଣ କରାଯାଇଛି ।
Read More...

ଅପରାଧିଙ୍କ ଗୁଳିରେ ୮ପୋଲିସ ସହିଦ

କାନପୁର: ଉତରପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଂଚଳରେ ଅପରାଧୀଙ୍କ ଗୁଳିରେ ୮ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକଗୁ ଯାଇଥିବା ପୋଲିସ ଟିମ୍ ସହ ଅପରାଧିଙ୍କ ଗୁଳିବିନିମୟ ବେଳେ ୮ଜଣ ପୋଲିସ ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି । ଆହୁରି ମଧ୍ୟ
Read More...

ଗୋଟିଏ ଗାଁରୁ ଦିନକରେ ୭୪

ରାୟଗଡା: ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ବିଜୟପୁର ଗ୍ରାମରେ ଆଜି ଗୋଟିଏ ଦିନରେ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଜୟପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଆନ୍ଧ୍ରପ୍ରଦେଶରୁ ଗ୍ରାମକୁ ଫେରିଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ସୁପରସ୍ପେ୍ରଡର ହୋଇଛନ୍ତି
Read More...

ଲେହରେ ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ଚଳିବନି ବିସ୍ତାରବାଦ

ଲେହ : ଗଲୱାନ ଘାଟି ଭାରତର । ଲଦାଖ ହେଉଛି ଭାରତର ମସ୍ତକ । ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଚାନକ ଲେହ ଗସ୍ତ କରି ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ
Read More...

ସାଢେ ୭ ହଜାର ଟପିଲା ପଜେଟିଭ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ସାଢେ଼ ୭ ହଜାର ଟପିଛି । ଗୁରୁବାର ଦିନକରେ ୨୨୯ ପଜିଟିଭ ଯୋଡି ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଛି । ୩୭ ଜଣ ଏମିତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାର ସଂକ୍ରମଣର ଉତ୍ସ ପାଇନି ପ୍ରଶାସନ । ବାକି ୧୯୩ ଜଣ କ୍ୱାରେଂଟାଇନ୍
Read More...

ପୁଅ ମୃତ୍ୟୁ ଖବର ଶୁଣି ମାଆ ମୃତ

ବିଡ଼ିପୁର: ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ମାଆର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଡିପୁର ଅଂଚଳରେ । ଦେବସ୍ଥାନ କଲେଜର ପିଅନ ଭଞ୍ଜ କିଶୋର ରଥଙ୍କ ମଙ୍ଗଳବାର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ପୁଅକୁ ଝୁରି ଝୁରି ମାଆ ସରୋଜିନି ରଥ ଆରପାରିକି
Read More...

ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ

ପୁରୀ: ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ “ୟୁଥ୍ ଫର୍ ଭଲୁ୍ୟଂଟାରୀ ୱାର୍କ' ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ବିଶୁଳିପଡ଼ା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଅନୁଷ୍ଠାନର
Read More...

ବିଜେଡି ପକ୍ଷରୁ ମାସ୍କ ବଂଟନ

ବାରିପଦା: ସମ୍ପ୍ରତି କରୋନା ମହମାରି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ କାର୍ଯ୍ୟରତ ଅଛନ୍ତି ।ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପରିଧାନ କରିବା ଅପରିହାର୍ଯ୍ୟ ଅଟେ ।ଏହି ପରିପ୍ରେକ୍ଷୀରେ ବିଜେଡି
Read More...

ଉପକୂଳରେ ଆଉ ସପ୍ତାହେ ନିଅଂଟିଆ ବର୍ଷା

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ଶୁଖିଲା ପଡ଼ିଛି ଜମି । ବର୍ଷା ଗାଏବ । କେଉଁଠି ଧାନ ତଳି ପୋଡ଼ିଗଲାଣି ତ ଆଉ କେଉଁଠି ଗଜା ମରୁଡ଼ି ସ୍ଥିତି । ଜୁଲାଇ ପ୍ରଥମ ସପ୍ତାହରେ ବର୍ଷାକୁ ଚାତକ ଭଳି ଅପେକ୍ଷା କରିଛିନ୍ତି ଉପକୂଳ ଓଡ଼ିଶାର ଚାଷୀ । ଆଶା ଥିଲା, ଭଲ ବର୍ଷା ହେଲେ ଧାନ
Read More...