Browsing Category

ପ୍ରମୁଖ ଖବର

ଆତ୍ମହତ୍ୟା କଲେ ଅସହାୟ ବାପା

ତ୍ରିପୁରା: ଅନଲାଇନ୍ ଅଧ୍ୟୟନ ପାଇଁ ଝିଅକୁ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଅସହାୟ ବାପା । ଦିନ ମଜୁରିଆ ଭାବେ କାମ କରୁଥିବା ସୁକୁମାର ଭୋକିମ ନାମକ ଜଣେ ବ୍ୟକ୍ତି ପଶ୍ଚିମ ତ୍ରିପୁରାରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସିପାହିଜଲା
Read More...

ଜୁନ ୬ରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି

ଭୁବନେଶ୍ୱର- ଜୁନ ୬ରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପା । ଏ ନେଇ ଏଏସଆଇ ନିଷ୍ପତି ନେଇଛନ୍ତି । ଏତଦ୍ ବ୍ୟତିତ ୬ ତରିଖରୁ ରାଜାରାଣୀ ମନ୍ତିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖା ଖୋଲିବାକୁ ନିଷ୍ପତି
Read More...

ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ

ଭୁବନେଶ୍ୱର- ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ବୈଶାଳୀ ମହାନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର ହୋଇଥିବା ବୈଶାଳୀ ଏବେ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ହୋଇଛନ୍ତି । ଚଳିତ ମାସ ୧ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୨୦୧୬ ଅକ୍ସଫୋର୍ଡ
Read More...

ଚାରିଦିନିଆ କଟକ ସଟଡାଉନ

କଟକ-କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବାରୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି । ଆଜିଠାରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କରାଯିବ ବୋଲି କଟକ ମହାନଗର ନିଗମ ଘୋଷଣା କରିଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ପରିବହନ ବ୍ୟତିତ ଅନ୍ୟ କୌଣସି
Read More...

ବିପିୟୁଟି ଅନଲାଇନ ପରୀକ୍ଷାକୁ ନେଇ ବିଜେପିର ବିରୋଧ

ଭୁବନେଶ୍ୱର- ଜୁଲାଇ ୯ରେ ବିପିୟୁଟି ରେ ହେବାକୁ ଥିବା ଶେଷ ସେମିଷ୍ଟାର ଅନଲାଇ ପରୀକ୍ଷାକୁ ବିରୋଧ କରି ସରକାରଙ୍କୁ ସମାଲୋଚାନ କରିଛି ବିଜେପି । ପରୀକ୍ଷାକୁ ବିରୋଧ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଛାତ୍ରଛାତ୍ରୀ ଅନଲାଇନରେ ପରୀକ୍ଷା ଦେବା କଷ୍ଟକର ବ୍ୟାପାର ବେଲି
Read More...

କଟକ ରାଣୀହାଟର ମାଳିସାହି କଂଟେନମେଂଟ ଜୋନ୍ରେ, ୧୩ ନୂଆ କରୋନା ପଜେଟିଭ୍ ଚିହ୍ନଟ

କଟକ: କଟକ ରାଣୀହାଟ ମାଳିସାହିକୁ କଂଟେନମେଂଟ ଜୋନ୍ ଘୋଷଣା କଲଊା ସିଏମସି । ସଂପୃକ୍ତ ଅଂଚଳରୁ ପୁଣି ୯ଜଣ କରୋନା ପଚିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେେ ମାଳିସାହି ଅଂଚଳରୁ ମୋଟ ୧୩ ଜଣ କରୋଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦର ଠାରୁ ମାଳିସାହିଁ ଯାଏଁ
Read More...

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମୁମ୍ବାଇ- କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ପିନ୍ଧିା ଜରୁରୀ ହୋଇପଡିଛି । ଯିଏ ନ ପିନ୍ଧିବେ ସିଏ ଧରାପଡିଲେ ଜୋରିମନା ଗଣିବେ । ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହର କରୁଛନ୍ତି । ସେହିଭଳି ବଜାରରେ ଭଳିକି ଭଳି ମାସ୍କକୁ ମଧ୍ୟ ବ୍ୟହାର କରୁଛନ୍ତି ଲୋକେ । ଯାହାର
Read More...

ଏଟିଏମରୁ ବାହାରୁଛି ଗୁପଚୁପ

ଆମେ ସାଧାରଣତଃ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରିଥାଉ । କାର୍ଡ ପୂରାଇଲେ ଏଟିଏମରୁ ନୋଟ ବାହାରିଥାଏ । କିନ୍ତୁ ଏବେ ଲୋକଙ୍କ ମନପସନ୍ଦର ଗୁପ୍ଚୁପର ଏଟିଏମ ଆସିଯାଇଛି । ଯେଉଁଥିରେ ଆପଣ ଟଙ୍କା ପୂରାଇଲା ମାତ୍ରେ ଆପେ ଆପେ ଗୁପଚୁପ ବାହାରୁଛି । ସୋଶିଆଲ ମିଡିଆରେ ଏହାର ଛବି ଭାଇରାଲ
Read More...

ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି । ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ୱାକ୍ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର
Read More...

ବର ଶୋଭାଯାତ୍ରା ଉପରେ ୫୦ହଜାର ଟଙ୍କା ଜୋରିମାନା

ବ୍ରହ୍ମପୁର: ବାଜା ରୋଷଣିରେ ଫାଟି ପଡୁଥିଲା ରାସ୍ତା । ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପି ଉଠୁଥିଲା ସମଗ୍ର ଅଞ୍ଚଳ । ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ । ନାଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ବ୍ରହ୍ମପୁରର ଏକ ବଡ ହୋଟେଲ ମାଲିକଙ୍କ ପୁଅ
Read More...