Browsing Category

ପ୍ରମୁଖ ଖବର

ଚୀନର ଅପରେସନ୍ ତିନ୍

ନୂଆଦିଲ୍ଳୀ: ଭାରତ ସହ ଶତୃତା କରି ପାକିସ୍ଥାନରେ ଲୁଚି ବସିଥିବା ତିନି କୁକ୍ଷାତ ଆତଙ୍କବାଦୀ ମୈାଲନା ମସୁଦ୍ ଅଜହର,ସୈୟଦ ସଲାଉଦ୍ଧୀନ୍, ହାପିଜ ସଈଦ୍ ଏବେ ଚୀନ୍ ସରକାରଙ୍କ ସୁରକ୍ଷାରେ । ସାରା ବିଶ୍ୱ ତିନି ଆତଙ୍କିଙ୍କୁ ଧରିବାକୁ ଚାହୁଁଥିବାବେଳେ ଚୀନ୍ ପାଲଟିଛି ଆତଙ୍କିଙ୍କ ରକ୍ଷା କବଚ ।
Read More...

ବାହୁଡା ଯାତ୍ରା ଆଜି

ପୁରୀ : ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ଜନ୍ମବେଦିକୁ ବିଯେ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ବାହୁଡା ଯାତ୍ରା ଆସନ୍ତାକାଲି ବୁଧବାର ଦିନ ହେଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୩ରଥ ଦକ୍ଷିଣ ମୁହାଁ ହେଉଛନ୍ତି । ଆସନ୍ତା
Read More...

ନଭେମ୍ବର ଯାଏଁ ମାଗଣା ରାସନ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ୮୦କୋଟି ଗରିବ ଲୋକଙ୍କୁ ମାସିକ ୫କେ.ଜି ଗହମ କିମ୍ବା ଚାଉଳ ମାଗଣା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଦେଶବାସୀଙ୍କ ଉଦେଶ୍ୟରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...

ନେପାଳରେ ଲୁଣ କିଲୋ ୧୦୦

ନୁଆଦିଲ୍ଲୀ- ଚାଇନା ସହ ଭାରତ ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି । ଏମିତି କି ଭାରତ ଓ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି । ନେପାଳ ସରକାର ଏହାର ନାଗରିକଙ୍କ ଭାରତରେ
Read More...

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ଚିଡିଆଖାନା

ନନ୍ଦନକାନନ: ଓଡିଶାର ସର୍ବପୂରାତନ ଚିଡିଆଖାନା ନନ୍ଦନକାନନରେ ନବକଳେବର ହେବାର ଯୋଜନା ଚାଲିଛି । ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନାକୁ ରୁପାନ୍ତର କରିବାକୁ କତୃପକ୍ଷ ଓ କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦେଶର ୧୦ ଟି ଚିଡିଆଖାନାକୁ ଆଧୁନୀକରଣ ଯୋଜନାରେ ନନ୍ଦନକାନନ
Read More...

ନାଳରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଞ୍ଚାୟତ ଗୟାସୁଦ୍ଧିନ ଛକ ନ୍ଖଳଙ୍କୃ ଏକ ନଦ୍ଧମା ନାଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ବିଞ୍ଝାରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ହୋଇଥିବା ମୃତ ମହିଳା ଜଣଙ୍କ ରାଜ୍ୟ ବାହାରୁ ଆସି
Read More...

ଓଡ଼ିଶାରେ ଜିଓର ୧କୋଟି ୨୩ଲକ୍ଷ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦
Read More...

ଜିଲ୍ଲା ହାତିଶାଲପଡା ଲକ୍ଷ୍ମୀ ଅଚଂଳ କଂଟେନ୍ମେଂଟ ଘୋଷିତ

ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିପାଇଁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।ଆଜି ସ୍ଥାନୀୟ ହାତୀଶାଲପଡାରେ ୧୪ ଜଣ କରୋନା ଚିହ୍ନଟ ହେବା ପରେ ସାରା ସହରରେ କରୋନା ସଂକ୍ରମଣ ନେଇ
Read More...

ପୃଥିବୀ ଉପରେ ଗ୍ରହାଣୁ ମାଡ ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବ ଏଭଳି ଏକ ଭୟାନକ କଥା ବାରମ୍ବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ସଧାରଣ ଲୋକମାନେ ଭୟଭୀତ ହେବା ସହ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ସୃଷ୍ଟି ହେଉଛି । ଏଭଳି ଆଶଙ୍କାକୁ ନେଇ ୨୦୧୬ ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା : ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିବୃତି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ
Read More...