Browsing Category

ପ୍ରମୁଖ ଖବର

କରୋନା କଟକଣାକୁ ବେଖାତିର: ଦଣ୍ଡ ଗଣିଲେ ୩ ଶୋ ରୁମ୍

ଭୁବନେଶ୍ୱର-କୋଭିଡ କଟକଣାକୁ ବେଖାତିର କରି ଭୁବନେଶ୍ୱରର ୩ଟି ଶୋ ରୁମ ତଣ୍ଡ ଗଣିଛନ୍ତି । ସମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧି ନଥିବାରୁ ଅଶୋକ ନଗର ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ ଶୋ ରୁମରୁ ଜରିମାନା ଆଦାୟ କରିଛନ୍ତି ବିଏମସି ଓ ବିଡିଏ ଜଏଂଟ ସ୍ୱାର୍ଡ । ସେହିପରି ଖଣ୍ଡଗିରି ଅଂଚଳରେ ବେଆଇନ
Read More...

ଦୁଇ ଦିନ ପର୍ଯ୍ୟନ୍ତ ବିଡିଏ ଅଫିସ ବନ୍ଦ

ଭୁବନେଶ୍ୱର- ବିଡିଏ ଅଫିସରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବିଡିଏ ଭାଇସ ଚେୟାରମ୍ୟାନ ପ୍ରେମ ଚନ୍ଦ୍ର ଚୌଧୁରୀ ୨ ଦିନ ପର୍ଯ୍ୟନ୍ତ ଅଫିସକୁ ବନ୍ଦ ରଖଛନ୍ତି । କର୍ମଚାରୀ ଏହି ୨ଦିନ କାର୍ଯ୍ୟାଳୟକୁ ଆସିବା ପାଇଁ ବାରଣ କରାଯାଇଛି ଓ ଘରେ ରହି ସେମାନେ କାମ କରିବେ । ଅଫିସକୁ ସଂପୂର୍ଣ୍ଣ
Read More...

ଭୁବନେଶ୍ୱରରୁ ପୁଣି ଚିହ୍ନଟ ୧୨ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ଆଉ ୭

ଭୁବନେଶ୍ୱର- ଭୁବନେଶ୍ୱରରୁ ପୁଣି ନୂଆ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଲୋକାଲ କେସ୍ ରହିଛି ବୋଲତି ବିଏମସି ପକ୍ଷରୁ କୁହାଯାଇଛି । କ୍ୱାରେଂଟାଇନରେ ଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ଟଙ୍କପାଣି ରୋଡ ଓ ବୟସ ଯଥାକ୍ରମେ ୧୭ ଓ
Read More...

ଖୋର୍ଦ୍ଧାରେ କୋହାଳ ହେଲା କଟକଣା

ଭୁବନେଶ୍ୱର- ଖୋର୍ଦ୍ଧା ସବ୍ ଡିଭିଜନରେ କରୋନା ସଂକ୍ରମିତ ସଂଖ୍ୟା ବଢିଥିବାରୁ ପ୍ରଶାସନ ପକ୍ଷରୁ ସଟଡାଉନ କଟକଣାକୁ ଅଧିକ କଡାକଡି କରାଯାଇଥିଲା । ସକାଳ ୭ରୁ ଦିନ ୨ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ମାତ୍ର କଟକଣରେ କିଛିଟା କୋହଳ କରାଯାଇଛି । ଏଣିକି ସକାଳ ୫ରୁ ୭ ପର୍ଯ୍ୟନ୍ତ ଦୋକାନ
Read More...

ବଢିଲା ବସ ଭଡା

ଭୁବନେଶ୍ୱର- ବଢିଲା ବସ ଭଡା । ଅର୍ଡିନାରୀ ବସ୍ ଭଡା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡା ୭୩ରୁ ୭୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲେକ୍ସ ବସ ଭଡା ୧ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ
Read More...

ବାକିଥିବା ଯୁକ୍ତ ୨ପରୀକ୍ଷା ବାତିଲ

ଭୁବନେଶ୍ୱର- କରୋନା ପାଇଁ ବାକି ରହିଥିବା ଯୁକ୍ତ ୨ କଳା, ବଜ୍ଞାନ ଓ ବାଣିଜ୍ୟ ପରୀକ୍ଷାକୁ ବାତିଲ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସବିଏସି ଢାଂଚାରେ ମାର୍କିଂ ହେବ । ଛାତ୍ରଛାତ୍ରୀ ଦେଇଥିବା ପରୀକ୍ଷାର ଆଭେରେଜ ମାର୍କ ଦିଆଯିବ । ଯେଉଁମାନେ ୫ ଟି ପେପର
Read More...

ଦୁଇ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପାରରେ ସେଂଟ୍ରାଲ ରିଜର୍ଭ ପୁଲିସ ଫୋର୍ସ କନଭେନ ପେଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦ ଆକ୍ରମଣ ହୋଇଛି । ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନ ଦୁଇ ଯବାନ ନିହତ ହୋଇଥିବା ବେଳେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ
Read More...

ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ: ଗୋଟଏ ଦିନରେ ସର୍ବାଧିକ ୨୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ହେବାରେ ଲାଗିଛି । ଗୋଟିଏ ଦିନରେ ସର୍ବାଧିକ ୨୫୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୪୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ମୃତକ ଗଞ୍ଜାମ ଜିଲ୍ଲାର ଏବଂ ସେ ୫୨ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ପୂର୍ବରୁ ସେ କ୍ୟାନସର ରୋଗରେ ପୀଡିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । କୋଭିଡ ମେଡିକାଲରେ ଚିକିତ୍ସାଧୀନ
Read More...

କରୋନା ଯୋଦ୍ଧାଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଜାତୀୟ ଡକ୍ଟରସ ଡେରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଭିଡଓ କଂନଫରେନ୍ସ ଜରିଆରେ ନର୍ସ ଓ ଡାକ୍ତର ମାନଙ୍କ ସହ କୋଭିଡ -୧୯ ସଂପର୍କରେ ଆଲୋଚନା କରିବା ସହ ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
Read More...