Browsing Category

ପ୍ରମୁଖ ଖବର

ସ୍ପାଇସ୍-୨୦୦୦ ବୋମା କ୍ଷଣିକରେ ଉଡାଇଦେବ ବଙ୍କର

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚିନ ମନମାନିକୁ ଦେଖି ତାକୁ ପ୍ରତିଟି କ୍ଷେତ୍ରରେ କଡା ଜବାବ ଦେବା ପାଇଁ ସଜାଗ ହେବାରେ ଲାଗିଛି ଭାରତ । ବିଦେଶରୁ ବିକଶିତ ମାରଣାସ୍ତ୍ର ଆଣିବା ପାଇଁ ଯୋଜନା ଚଳାଇଛି । ଏବେ ଇସ୍ରାଏଲ୍ରୁ ସ୍ପାଇସ୍-୨୦୦୦ ବୋମାର ବିକଶିତ ଭର୍ସନ ଆଣିବା ଲାଗି ଯୋଜନା
Read More...

୭ କେନ୍ଦ୍ରରେ ମାଟ୍ରିକ୍ ଖାତାଦେଖା ବାକି, ୫ ସୁଦ୍ଧା ସରିବ

କଟକ: ମାଟ୍ରିକ୍, ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ପାଇଁ ରାଜ୍ୟରେ ହୋଇଥିବା ୬୦ଟି ମୂଲ୍ୟାୟନ କେନ୍ଦ୍ର ମଧ୍ୟରୁ ୫୩ଟି କେନ୍ଦ୍ରରେ ଖାତା ଦେଖା ଶେଷ ହୋଇଛି । ଜୁଲାଇ ୫ ତାରିଖ ସୁଦ୍ଧା ବାକି ରହିଥିବା ଆଉ ୭ଟି କେନ୍ଦ୍ରରେ ଖାତା ଦେଖା ସରିଯିବ
Read More...

ଚାଷୀକୁ ମିଳୁନି ସାର

ଭୁବନେଶ୍ୱର: କରୋନା ପାଇଁ ପାଣ୍ଠି ଅଭାବ । ରାଜ୍ୟର ଉପକୂଳ ଜିଲ୍ଳାରେ ଏବେ ଖରିଫ ଚାଷ ଆଗେଇ ଚାଲିଛି । ଖରିପ ଚାଷ ପାଇଁ ଏନ୍ପିକେ ସାରର ଚାହିଦା ଅଧିକା ଥିବା ବେଳେ ମାର୍କଫେଡ ୍ ଯଥେଷ୍ଟ ପରିମାଣର ସାର ଯୋଗାଇ ପାରୁନି । ମାର୍କଫେଡ ଇଫ୍କୋଠାରୁ ସାର ଉଠାଣ ବାବଦକୁ ୪୦କୋଟି ପୈଠ କରିନଥିବାରୁ
Read More...

ମାଇକ୍ରୋ ଫାଇନାନ୍ସ ଋଣୀ ମାନଙ୍କୁ ଋଣ ଛାଡ ଦାବିରେ ବିକ୍ଷୋଭ

ଭୁୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକର ବେଆଇନ ଋଣ ଆଦାୟ ଜନିତ ଜୁଲୁମ ଓ କରୋନା ମହାମାରୀ ସମୟରେ ସମ୍ପୂର୍ଣ୍ଣ ଋଣଛାଡ ଦାବୀରେ ଆଜି ମୟୂରଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଇକ୍ରୋ ଫାଇନାନ୍ସ ଋଣଗ୍ରହିତା ମଂଚ ପକ୍ଷରୁ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ
Read More...

ଦିବ୍ୟାଙ୍ଗ ମହିଳାଙ୍କୁ ନିର୍ଘାତ ପିଟିଲେ ମ୍ୟାନେଜର

ନେଲ୍ଳୋର: ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗରେ କାମକରୁଥିବା ଦିବ୍ୟଙ୍ଗ କର୍ମଚାରୀଙ୍କ ଉପରେ ମ୍ୟାନଜରଙ୍କ ଅକଥନୀୟ ଅତ୍ୟାଚାର ଚିତ୍ର ସାମ୍ନାକୁ ଆସିଛି । ଦିବ୍ୟଙ୍ଗ ମହିଳା ଉଷାରାଣୀ - ଡେପ୍ୟୁଟି ମ୍ୟାନେଜର ମାସ୍କ ପିନ୍ଧି ନଥିବା ନେଇ ଆପତି ପ୍ରଦାନ କରିଥିଲେ । କନିଷ୍ଟ କର୍ମଚାରୀ ହୋଇ
Read More...

ଦେଶର ୮୩ ଟନ୍ ସୁନା ନକଲି

ବେଜିଂ: ସାରା ବିଶ୍ୱରେ ଚୀନ୍ ନିଜ ନକଲି ଜିନିଷ ବିକ୍ରି କରିବା ନେଇ ଖୁବ୍ ବଦନାମ୍ ଥିବାବେଳେ ଚୀନ୍ର ଗୋଲ୍ଡ ରିଜର୍ଭର ୮୩ ଟନ୍ ସୁନା ନକଲି ବୋଲି ଜଣାପଡିଛି । ଜିରୋ ହେଜ୍ ନାମକ ୱେବସାଇଟର ରିର୍ପୋଟ ଅନୁସାରେ କିଙ୍ଗଗୋଲ୍ଡା ଜୁଏଲାରୀ ଉହାନରେ ରହିଛି । ଏହା ଚୀନ୍ରେ ୧୪ ଫାଇନାନ୍ସିଆଲ
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ । ସୁସ୍ଥଙ୍କ ମଧ୍ୟରେ ଜଗତସିଂହପୁରର ୩୧, ବାଲେଶ୍ୱର ୨୬, କଟକ ୨୫, ଯାଜପୁର ୧୨, ଖୋର୍ଦ୍ଧା ୧୨, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ହାର ୫୩୫୩ରେ
Read More...

ହଙ୍ଗକଙ୍ଗ ଲାଗୁ ହେଲା ଚୀନ ଆଇନକାନୁନ

ନୂଆଦିଲ୍ଳୀ: ବିଶ୍ୱ ଉପରେ କବ୍ଚା କରିବାକୁ ଚାହୁଁଥିବା ଚୀନ୍ ଏବେ ହଙ୍ଗକଙ୍ଗ ଉପରେ ନିଜର ବଡଭାଇ ପଣିଆ ଜାହିର୍ କରିବା ଆରମ୍ଭ କରିଛି ।ହଙ୍ଗକଙ୍ଗ ଜଣେ ବ୍ୟକ୍ତି ନିଜ ଦେଶର ସ୍ୱାଧୀନତା ପାଇଁ ହାତରେ ପତାକା ଧରି ଛିଡାହୋଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏହା ଚୀନ୍ ଆଇନକାନୁନ ବିରୋଦ୍ଧ ବୋଲି
Read More...

ବିଜେଡିର ନୂଆ ପଦାଧିକରୀ ତାଲିକା

ଭୁବନେଶ୍ୱର- ବିଜୁଜନତା ଦଳର ସାଙ୍ଗଠନିକ ସ୍ଥରରେ ବଡଧରଣର ପରିବର୍ତନ କରାଯାଇଛି । ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ ଜଣଙ୍କୁ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ।ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ
Read More...

ଓଡ଼ିଶାକୁ ଅଧିକ ଲାଭ ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟିରୁ ଅଧିକ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
Read More...