Browsing Category

ପ୍ରମୁଖ ଖବର

ଜିଲ୍ଲା ହାତିଶାଲପଡା ଲକ୍ଷ୍ମୀ ଅଚଂଳ କଂଟେନ୍ମେଂଟ ଘୋଷିତ

ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିପାଇଁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।ଆଜି ସ୍ଥାନୀୟ ହାତୀଶାଲପଡାରେ ୧୪ ଜଣ କରୋନା ଚିହ୍ନଟ ହେବା ପରେ ସାରା ସହରରେ କରୋନା ସଂକ୍ରମଣ ନେଇ
Read More...

ପୃଥିବୀ ଉପରେ ଗ୍ରହାଣୁ ମାଡ ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବ ଏଭଳି ଏକ ଭୟାନକ କଥା ବାରମ୍ବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ସଧାରଣ ଲୋକମାନେ ଭୟଭୀତ ହେବା ସହ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ସୃଷ୍ଟି ହେଉଛି । ଏଭଳି ଆଶଙ୍କାକୁ ନେଇ ୨୦୧୬ ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା : ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିବୃତି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ
Read More...

ରାହୁଲଙ୍କୁ ବିଜେପି ସାଂସଦଙ୍କ କଡା ଯବାବ

ଜମ୍ମୁ: ଲଦାଖରେ ଚୀନ୍ ସେନାର ମନମାନି ସିମା ଅତିକ୍ରମ ଖବରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତି ଟ୍ୱିଟରେ ମୋଦି ସରକାରଙ୍କୁ ଆକ୍ଷେପ କରୁଛନ୍ତି । ଚୀନ୍ ଭାରତ ସୀମା କବ୍ଜା କରିଛି କି ବୋଲି ରାହୁଲ ନିଜ ଟ୍ୱିଟରେ ପଚାରିଥିଲେ । ରାହୁଲଙ୍କ ପ୍ରଶ୍ନର ଉତର ଦେଇ ଲଦାଖର ବିଜେପି ସାଂସଦ
Read More...

ବୁର୍ଲା ଭିସୁଟ୍ ସିଲ୍

ସମ୍ବଲପୁର: କରୋନା ପାଇଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟକୁ ସିଲ୍ କାରଯାଇଛି । ଅଧ୍ୟାପିକାଙ୍କ ସ୍ୱାମୀ କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବାକୁ ବୁର୍ଲା ଅଗ୍ନିଶମ ବିଭାଗକୁ ଚିଠି ଲେଖିଛନ୍ତି ।
Read More...

୨୯ ବି.ଏସ୍ .ଏଫ୍ ଯବାନଙ୍କୁ କରୋନା

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ୩୬ କରୋନା ପଜିଟିଭ୍ ମଧ୍ୟରୁ ୨୯ଜଣ ବି.ଏସ୍ .ଏଫ୍ ଜବାନ ଥିବା ଜଣାପଡିଛି । ଏଥି ମଧ୍ୟରୁ ୩ଜଣ ହୋମ୍ କ୍ୱାରେଂଟାଇନ୍ ର ହୋଇଥିବା ବେଳେ ୪ଜଣ କ୍ୱାରେଂଟାଇନ୍ ସେଂଟରର ହୋଇଥିବା ନେଇ ମାଲକାନାଗିରି ଜିଲ୍ଲାପାଳ ଟ୍ୱିଟ କାରି ସୂଚନା ଦେଇଛନ୍ତି । ଯବାନମାନେ
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଏଯାଏ ଆରମ୍ଭ ହୋଇନି କରୋନାର କରାଳ କାୟା

ଜେନେଭା : ପ୍ରତି କ୍ଷଣରେ ବଢି ଚାଲିଛି ବିଶ୍ୱ ମହାମାରୀର ଭୟାବହତା । ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପିଛା ଛାଡ଼ିବ କରୋନା । ଏହି ପରିପ୍ରେଖୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ସମସ୍ତଙ୍କୁ ବିସ୍ମିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୂଖ୍ୟ ଟେଡେ଼୍ରାସ ଗେବ୍ରିୟସ ହିଛନ୍ତି ଯେ
Read More...

ବନ୍ଦ ହେଲା କାଉଡି ଯାତ୍ରା

ଭୁବନେଶ୍ୱର: ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା’ । ଏଥର ଶ୍ରାବଣରେ ଏ ଶବ୍ଦ ରାଜରାସ୍ତାରେ ଶୁଭିବନି । ଗେରୁଆ ବସ୍ତ୍ର ଘଂଟ,ଘଂଟି ଓ ଘାଗୁଡି ପିନ୍ଧି କାନ୍ଧରେ ପାଣିଭାର ନେଇ ଯାଇଥିବା କାଇଡିଆଙ୍କ ଲମ୍ବା ଧାଡି ବି ଦେଖିବାକୁ ମିଳିବନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି
Read More...

ଭାରତରେ ଆରୋଗ୍ୟ ହାର ୬୦%କୁ ବୃଦ୍ଧି

ନୂଆଦିଲ୍ଲୀ- ଭାତରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଦେଶରେ ବର୍ତମାନ ସୁଦ୍ଧା ଏକ ଲକ୍ଷ କୋଡିଏ ହଜାର ଲୋକ ସୁସ୍ଥ ହେବା ସହ ୧,୧୯,୬୯୬ ସକ୍ରିୟ ମାମାଲା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ
Read More...

ହଜିଯାଇଛି ମାନବିକତା

ହାଇଦ୍ରାବାଦ: ମଣିଷ ଠାରେ ହଜିଯାଉଛି ମାନବିକତା । କେରଳରେ ଗର୍ଭିଣୀ ହାତିକୁ ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ତେଲେଙ୍ଗାନାରେ ଏକ ମାଙ୍କଡକୁ ଫାଶୀ ଦେଇ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ । ୩ ଜଣ
Read More...