Browsing Category

ପ୍ରମୁଖ ଖବର

ବିଏମସି ଅଫିସକୁ ସାଧାରଣ ଲେକାଙ୍କୁ ମନା

ଭୁବନେଶ୍ୱର- ସାଧାରଣ ଲୋକଙ୍କୁ ବିଏମସି କାର୍ଯ୍ୟାଳୟ ପ୍ରବଶେ ଉପରେ କଟଣା ଲଗାଇଛନ୍ତି ବିଏମସି କମିଶନର । ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଏପରି କଟକଣା ଲଗାଯାଇଛିି । । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ଯେଉଁମାନେ ନିୟମ
Read More...

ଅନଲକ୍ ୨ ପାଇଁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ବୁଧବାରରୁ ଆରମ୍ଭ ହେବ ଅନଲକ୍ ୨ । ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ବଳବତର ରହିବ । ଅନଲକ ୨ ପାଇଁ ଦିଲ୍ଲୀ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାମ ପାଇଁ ଅନୁମତି ମିଳିବ । ପୂର୍ବପରି ସମସ୍ତ
Read More...

କଟକ ଦରଘା ବଜାରରେ ଅଗ୍ନିକାଣ୍ଡ

କଟକ- କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣା ଅଗ୍ନିକାଣ୍ଡ ହୋଇଛି । ପ୍ରେସରେ ଥିବା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତି ୩ ଟାରେ ନିଆଁ ଲାଗିଥିଲା । ଅଗ୍ନଶମ ବାହିନୀ ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲା । ପ୍ରେସ ଭିତରେ ଥିବା ୩ ଜଣଙ୍କୁ ଦମକଳ ବାହିନୀ
Read More...

ବିଶାଖାପାଟଣା ଫାରମା କମ୍ପାନୀରେ ଅଗ୍ନିକାଣ୍ଡ: ୨ ମୃତ

ବିଶାଖାପାଟଣା- ବିଶାଖାପାଟଣା ଫାରମ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ବିଶଖାପାଟଣା ସ୍ଥିତ ଘରୋଇ ମୋଡିକାଲରେ ଭର୍ତି କରାଯାଇଛି । ଗତକାଲି ରାତି ୧୧,୩୦ରେ କମ୍ପାନୀରେ ହଠାତ୍ ନିଆଁ ଲାଗିଥିଲା । ସେହି ସମୟରେ
Read More...

କରୋନାରେ ଆଖିବୁଜିଲେ ଆଉ ୨ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ପୁଣି ୨ ମୁଣ୍ଡ । ମୃତକ ୨ଜଣ ମହିଳା ଓ ଘର ଗଞ୍ଜାମ ଜିଲ୍ଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସେମାନଙ୍କ ବୟସ ଯଥାକ୍ରମେ ୪୮ ଓ ୩୯ ବର୍ଷ । ପ୍ରାଣ ହରାଇଥିବା ୩୯ ବର୍ଷୀୟା ମହିଳା ପୂର୍ବରୁ କିଡିନୀ ରୋଗରେ ପୀଡିତ
Read More...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୬୬ ଲକ୍ଷ ପାର

ନୂଆଦିଲ୍ଲୀ- ଭାରତରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଲକଡାଉନ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାରକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା
Read More...

ପୁଣି ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମାନଙ୍କ ମଧ୍ୟରୁ ୧୯୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୪ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ମାଲାକାନାଗିରିରୁ
Read More...

ସ୍ଥାୟୀ ନିଯୁକ୍ତି ପାଇଁ ଦାବି

ଖୋର୍ଦ୍ଧା : ସେସୁ ଅଧିନରେ ଥିବା ବିଦ୍ୟୁତ ବିତରଣ କାର୍ଯ୍ୟ ଟାଟା ନେଇଯିବା ପରେ ଚାକିରି ହରାଇବା ଆଶଙ୍କାରେ ପୂର୍ବ ଫ୍ରାଂଚାଇଜ କମ୍ପାନିୀର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ଶତାଧିକ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେସୁ ଡ଼ିଭିଜନ କାର୍ଯ୍ୟାଳୟ
Read More...

ବାତିଲ୍ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ +୨ ପରୀକ୍ଷା ବାତିଲ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ନିଷ୍ପତି ଗ୍ରହଣ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରମିର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ବାକିଥିବା ବିଷୟ ଗୁଡିକରେ ଛାତ୍ର
Read More...

ଗଜପତିରେ ୨୧ ଦିନିଆ କ୍ୱାରେଂଟାଇନ୍

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କ୍ୱାରେଂଟାଇନ୍ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଳା ପ୍ରଶାସନ । ଆଜିଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ପୂର୍ବରୁ ୧୪ଦିନ କ୍ୱାରେଂଟାଇନ୍ରେ ରହିବା ବ୍ୟବସ୍ଥା ଥିଲା । କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ଦିନ
Read More...