Browsing Category

ପ୍ରମୁଖ ଖବର

ସ୍ଥାୟୀ ନିଯୁକ୍ତି ପାଇଁ ଦାବି

ଖୋର୍ଦ୍ଧା : ସେସୁ ଅଧିନରେ ଥିବା ବିଦ୍ୟୁତ ବିତରଣ କାର୍ଯ୍ୟ ଟାଟା ନେଇଯିବା ପରେ ଚାକିରି ହରାଇବା ଆଶଙ୍କାରେ ପୂର୍ବ ଫ୍ରାଂଚାଇଜ କମ୍ପାନିୀର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ଶତାଧିକ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେସୁ ଡ଼ିଭିଜନ କାର୍ଯ୍ୟାଳୟ
Read More...

ବାତିଲ୍ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ +୨ ପରୀକ୍ଷା ବାତିଲ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ନିଷ୍ପତି ଗ୍ରହଣ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରମିର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ବାକିଥିବା ବିଷୟ ଗୁଡିକରେ ଛାତ୍ର
Read More...

ଗଜପତିରେ ୨୧ ଦିନିଆ କ୍ୱାରେଂଟାଇନ୍

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କ୍ୱାରେଂଟାଇନ୍ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଳା ପ୍ରଶାସନ । ଆଜିଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ପୂର୍ବରୁ ୧୪ଦିନ କ୍ୱାରେଂଟାଇନ୍ରେ ରହିବା ବ୍ୟବସ୍ଥା ଥିଲା । କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ଦିନ
Read More...

ଥରାଇଲା କରୋନା ଦୈନିକ ସଂକ୍ରମଣ ୨୦ହଜାର ମୁହାଁ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ନିକଟତର ହୋଇଛି । ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୧୯ହଜାର ୪୫୯ କରୋନା ପଜିଟିଭ ବାହାରିଥିବା ବେଳେ ମୋଟ ରୋଗୀ ସଂଖ୍ୟା ୫ଲକ୍ଷ ୪୮ ହଜାର ୩୧୮କୁ
Read More...

ଓଡିଶାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ଏକ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଆଜି 'ଓଡ଼ିଶାରେ ଏମ୍ଏସ୍ଏମ୍ଇ ନିମନ୍ତେ ଆର୍ଥିକ ପ୍ୟାକେଜ ଏବଂ ସୁଯୋଗ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ
Read More...

ଜୁଲାଇ ୯ରୁ ଏମବିଏ, ବି.ଫାରମ ବି-ଟେକ ପରୀକ୍ଷା

ଭୁବନେଶ୍ୱର- ଜୁଲାଇ ୯ରୁ ଆରମ୍ଭ ହେବ ଏମବିଏ, ବି.ଫାରମ, ବି-ଟେକ ଓ ଅନ୍ୟାନ୍ୟ ପରୀକ୍ଷା । ଏନେଇ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି । କରୋନା ଯୋଗଁ ଏହି ପରୀକ୍ଷାଗୁଡିକ ଅନଲାଇନ ଯୋଗେ କରିବା ପାଇଁ ନିଷ୍ପତି ନିଆଯାଇଛିି । ପରୀକ୍ଷାର ସମୟ ସୀମା ୨ ଘଂଟା
Read More...

କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ : ମୁଖମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଯୋଦ୍ଧାମାନେ ସଂକ୍ରମଣ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡିର କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ ।
Read More...

୨ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପତା ପୋଲିସ ପାହିରାଜୁ ପଂଚାୟତ ଡ୍ରେସରୁ ଗ୍ରାମରେ ବଢାଉ କରି ୨ ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଡ୍ରେସରୁର ବି.କେ. କହଁର (୨୫) ଓ ବଡଗା ଦିଗାଲ (୪୫) ସଦର ଏସ୍ଡିପିଓ ମହେନ୍ଦ୍ରନାଥ
Read More...

କେନାଲରୁ ଶିଶୁକନ୍ୟା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚନ୍ଦ୍ରଶେଖପୁର ଥାନା ନୀଳାଦ୍ରିବିହାର ବଡ଼କେନାଲରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସକାଳୁ ନଳାଦ୍ରିବିହାର ହାଟର କେତେଜଣ
Read More...

କରୋନା ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ

ଭୁବନେଶ୍ୱର: କୋଭିଡ ମହାମାରୀ ଓ ଲକଡାଉନ ଯୋଗୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତିକୁ ବେଶ୍ ପ୍ରଭାବିତ କରିଛି । ଓଡ଼ିଶା ଭଳି ଗରିବ ରାଜ୍ୟଗୁଡ଼ିକ ଆଜି ବିଶେଷ ଭରାବେ ପ୍ରଭାବିତ ହୋଇଛନ୍ତି ବୋଲି ଅର୍ଥନୀତିଜ୍ଞ ତଥା ପବୂର୍ବତନ ପ୍ରଶାସକମାନେ ମତପ୍ରକାଶ କରିଛନ୍ତି । ଏଠାରେ
Read More...