Browsing Category

ପ୍ରମୁଖ ଖବର

ଓଡିଶାରେ ପଂହଚିଲା କରୋନା ଔଷଧ

ନୂଆଦିଲ୍ଲୀ- ଓଡିଶା ପାଇଁ ଆଶ୍ୱସ୍ତିର ଖବର । କରୋନା ଔଷଧ ରେମଡେସିଭର ପଂହଚିଲା ଓଡିଶାରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା
Read More...

ଆଜିଠୁ ତତକାଲ୍ ଟିକେଟ୍ ବୁକିଂ ସେବା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କରୋନା ସଂକଟରେ ଯାତ୍ରୀଙ୍କ ପାଇଁ ଏସି ସ୍ପେସିଆଲ ଟ୍ରାନ୍ସରେ ତତକାଲ୍ ବୁକିଂ ସେବା ଆରମ୍ଭ କରିଛି । ଏହି ସୁବିଧା ଜୁନ ୩୦ ପରେ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ରେଳବାଇର ପି.ଆର.ଓ ଶିବାଜୀ ସୂତାର କହିଛନ୍ତି । ସକାଳ ୧୦ ଟାରୁ ଏସି କ୍ଲାସ ଏବଂ ସକାଳ ୧୧ ଟାରେ
Read More...

୯ ଜିଲ୍ଲାରେ ସେରୋଲଜିକାଲ ସର୍ଭେ

ଭୁବନେଶ୍ୱର- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୯ ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ପୁରୀ, ଭୁବନେଶ୍ୱର, କଟକ ପୁରୀ ଜିଲ୍ଲା ସମେତ ୯ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି । ଏହାସହ ପୌର, ପରିବହନ,ପୁଲିସ କର୍ମଚାରୀଙ୍କ ମଧ୍ୟ ସର୍ଭେ ହେବ । କମ୍ୟୁନିଟି
Read More...

ସ୍କୁଲ ବାରଣ୍ଡାରେ ଝୁଲନ୍ତା ମୃତଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ମହାଙ୍ଗା ଥାନା ଜଳେଶ୍ୱରପୁର ପଂଚାୟତ ଗଙ୍ଗପୁରା ସ୍କୁଲ ବାରଣ୍ଡାରେ ଯୁବକଙ୍କ ଝୁଲନ୍ତା ମୃତକୁ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ରବୀନ୍ଦ୍ର ଜେନାଙ୍କ ପୁଅ ସରୋଜ ଜେନା , ବୟସ ୨୦ ବର୍ଷ । ଯାଯପୁର ପିଉସୀ ଘରେ ଦୀର୍ଘ ଦିନରୁ ରହୁଥିଲେ
Read More...

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ- ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ତେଲ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୫୩ ପଇସାକୁ ବୃଦ୍ଧି
Read More...

୪ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତାକାଲି ସୁନ୍ଦରଗଡ, ମୟୂରଭଞ୍ଜ, ଦେବଗଡ, କେନ୍ଦୁଝର,
Read More...

ଓଏଫ୍ଏସ୍ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡ଼ୁମୁଡୁମା ଅଂଚଳର ଓଏଫଏସ୍ ଅଫିସର ଅଭିଳାଷ ସ୍ୱରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓଢଣୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ କୁ ଦେଖିବା ପରେ ସନ୍ଦେହ ବଢିଯାଇଛି । ସୋମବାର
Read More...

ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ

ନୂଆଦିଲ୍ଲୀ- ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବିଳମ୍ବିତ ରାତିରେ ଏହି ଦାୟିତ୍ୱ ଦେଇଛନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
Read More...

ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁର ସାତ ସ୍ପୋସାଲ ଟ୍ରେନ ବାତିଲ

ନୂଆଦିଲ୍ଲୀ- ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁ ମଧ୍ୟରେ ଚଳାଚଳ କରୁଥିବା ସାତଟି ସ୍ପୋସାଲ ଟ୍ରେନ ବାତିଲ କରିଛି ଦକ୍ଷିଣ ରେଳବାଇ ବିଭାଗ । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାମିଲନାଡୁ ସରକାରଙ୍କ ଅନୁରୋଧକ୍ରମେ ଟ୍ରେନ ଚଳାଚଳ ବାତିଲ କରାଯାଇଛି ବୋଲି
Read More...

ରାଜ୍ୟରେ କରୋନା ପଜିଟିଭ ହାର ୬୮୫୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୧ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୯୬,
Read More...