Browsing Category

ପ୍ରମୁଖ ଖବର

ସୁପ୍ରିମକୋର୍ଟରେ ଭିଡିଓ କନ୍ଫରେନ୍ସିଂରେ ୭୧୮୦ ମାମଲାର ଶୁଣାଣି

ନୂଆଦିଲ୍ଳୀ: ଦେଶରେ କରୋନା ଭାଇରସ୍ ପ୍ରକୋପ ଯୋଗୁଁ ମାର୍ଚ୍ଚ ୨୫ରୁ ଲକ୍ଡାଉନ ଘୋଷଣା ଓ ତାହାର ପରବର୍ତୀ ପର୍ଯ୍ୟାୟ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ୭୧୮୦ରୁ ଅଧିକ ମାମଲାର ଶୁଣାଣି କରିଥିଲେ । ଏହି ସମର୍ଭ ଅବଧି ମଧ୍ୟରେ ସୁପ୍ରିମକୋର୍ଟ
Read More...

ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୪୩,ପୁରୀ ୨୮, ଖୋର୍ଦ୍ଧା୨୧, କନ୍ଧମାଳ ୧୨,ଜଗତସିଂହପୁର ୭, ନବରଙ୍ଗପୁର ୬,କେନ୍ଦ୍ରାପଡା ୫, ବାଲେଶ୍ୱର ଓ କଟକରୁ ୨ଜଣ ଲେଖାଏଁ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି ।
Read More...

ମାରଣାସ୍ତ୍ରରେ ଆକ୍ରମଣ : ଆକ୍ରମଣ କାରୀ ଥାନାରେ ଅଟକ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ସହରରେ ଘରେ ପାଣିପକାଇବାକୁ ନେଇ ହୋଇଛି ବଡ ଧରଣର ଗଣ୍ଡୋଗୋଳ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନଗର ୱାର୍ଡ ନମ୍ବର ୭ରେ ଜଣେ ଘରର ବ୍ୟବହାର କରୁଥିବା ନଳାପାଣି ଅନ୍ୟ ଘର ବାହାରେ ପଡୁଥିବା ଅଭିଯୋଗ ନେଇ ସୋନୁ ନାଏକ ଯୁବକ ଦିଲ୍ଲୀପ ରଣାଙ୍କୁ
Read More...

ଜମ୍ମୁ – କାଶ୍ମୀର ଏନକାଉଣ୍ଟର : ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନି ଏନକାଉଣ୍ଟରରେ ଆତଙ୍କବାଦି ନିହତ ।ଦକ୍ଷିଣ କଶ୍ମୀରର ଅବନ୍ତୀପୋରା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଚଂଳରେ ନିରାପତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ ସୂଚନା ଦେଇଛି । ସେଥିରେ ଜଣେ ଅଚିହ୍ନା ଆତଙ୍କବାଦୀ ନିହତ ହୋଇଛି
Read More...

ଅନ୍ୟ ଜିଲ୍ଲାର ପୁଲିସକୁ ପୁରୀ ମନା

ଭୁବନେଶ୍ୱର- ବାହାର ଜିଲ୍ଲାର ପୁଲିସଙ୍କୁ ପୁରୀ ମନା । ଜୁଲାଇ ୪ ତାରିଖ ପର୍ଯନ୍ତ କୌଣସି ବାହାର ଜିଲ୍ଲାର ପୁଲିସ ଅଧିକାରୀ ପୁରୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ପୁଲିସ ଡିଜି କହିଛନ୍ତି । ଶୃଙ୍ଗଳିତ ବ୍ୟବସ୍ଥା ପାଇଁ ଏଭଳି ଗାଇଡଲାଇନ ଜାରି କରିଛନ୍ତି ଡିଜିପି ।
Read More...

ଜର୍ମାନୀରୁ ସେନା ହ୍ରାସ କଲା ଆମେରିକା

ନୂଆଦିଲ୍ଲି: ଭାରତ ଓ ଚୀନ୍ ମଧ୍ୟରେ ସୀମା ଉତେଜନା ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ ଆସିଛି ଏକ ବଡ ଆଶ୍ୱାସନା । ଜର୍ମାନୀରେ ମୁତୟନ ସୈନ୍ୟ ସଂଖ୍ୟା ହ୍ରାସ କରି ଚୀନ ସୀମା ସଂଲଗ୍ନ ଅଞ୍ଚଳରେ ମୁତୟନ କରିବାକୁ ଆମେରିକା ବିଚାର ବିମର୍ଷ ଚଳାଇଛି । ବ୍ରସେଲସ୍ ଭର୍ଚୁଆଲ ସାମ୍ବାଦିକ
Read More...

ନିରଞ୍ଜନ ଗଣିଲେ ୫୦୦ ଟଙ୍କା ଜୋରିମାନା

ଭୁବନେଶ୍ୱର- କୋଭିଡ -୧୯ ନିୟମ ଉଲ୍ଲଘଂନ କରି ଜୋରିମାନା ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସାମାଜିକ ଦୂରତା ନିୟମ ନମାନି ରାସ୍ତା ଉପରେ ଆନ୍ଦୋଳନକରୁଥିବା କାରଣ ନେଇ ପିସିସି ସଭାପତିଙ୍କୁ ୫୦୦ ଟଙ୍କା ଜୋରିମାନା କରିଛି କମିଶନରେଟ ପୁଲିସ । ସେହିପରି ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର
Read More...

୧୭ କିମି ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ

ଭୁବନେଶ୍ୱର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖବର ଦେବା ସତ୍ୱେ ଠିକ୍ ସମୟରେ ଆମ୍ବଲାନ୍ସ ନ ପହଁଚିବାରୁ ୧୭ କିଲୋମିଟର ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ
Read More...

ଖୁବ୍ ଶିଘ୍ର ରାଜ୍ୟରେ ମିଳିବ କୋଭିଡ ଔଷଧ

ନୂଆଦିଲ୍ଲୀ- ପାଂଚ ରାଜ୍ୟକୁ ମିଳିବ କୋଭିଡ ଔଷଧ । ହାଇଦ୍ରାବାଦର ଏକ ଔଷଧ ପ୍ରସ୍ତୁତିକାରୀ କମ୍ପାନି ହେଟେରୋକୁ ପରୀକ୍ଷା ମୂଳକ ଭାବେ କରୋନା ଔଷଧ ରେମଡେସିଭିରର ଜେନେରିକ ଭର୍ସନର ପ୍ରସ୍ତୁତି ଏବଂ ବିକ୍ରି ପାଇଁ ଅନୁମତି ମିଳିଛି । ଏହି କମ୍ପାନି ମହାରାଷ୍ଟ୍ର ଓ ଦିଲ୍ଲୀ ସମେତ ଦେଶର ୫
Read More...

ଛଦ୍ମବେଶୀ ୨ ସେବାୟତ ଅଟକ

ରୀ- ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଜାରି ହୋଇଛି । ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ଯାଂଚ କରାଯାଉଛି । ତେବେ ଦୁଇ ଜଣ ଭକ୍ତ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି ।ସେମାନେ କିପରି ପ୍ରବେଶ କଲେ ସେ
Read More...