Browsing Category

ପ୍ରମୁଖ ଖବର

ଭୁବନେଶ୍ୱରରୁ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ ପୁଣି ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସଙ୍ଗରୋଧ ଗୃହର ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ମଂଚେଶ୍ୱରରୁ ୭, ବାଣୀବିହାର ଜଣେ ଓ ୩ ରେଲୱେ କର୍ମଚାରୀ ରହିଛନ୍ତି ।
Read More...

କ୍ୟାପିଟାଲ ହସ୍ପିଟାଲ ଘେରିଲେ ବିକ୍ଷୋଭକାରୀ

ଭୁବନେଶ୍ୱର: ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦେଶକଙ୍କ ଅଫିସ୍ ଘେରଉ କରିଛନ୍ତି ବିକ୍ଷୋଭକାରୀ । ମାସିକ ୧୦ ହଜାର ଟଙ୍କା କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେମାନଙ୍କୁ ମାସିକ ୬ ହଜାର ଦିଆଯାଉଛି ବୋଲି ଜଣେ ମହିଳା
Read More...

୨୫ରେ ଛଡାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ

ସମ୍ବଲପୁର- ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖରେ ହୀରାକୁଦ ଡ୍ୟାମରୁ ଛଡାଯିବ । ଏନେଇ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି । ଡ୍ୟାମ କର୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛତିଶଗଡ ଅଂଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟରେ
Read More...

ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ

ଭୁବନେଶ୍ୱର- କରୋନା ମହାମାରୀ ଆତଙ୍କ ନେଇ ଚଳିତ ବର୍ଷ ରଥ ଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ସୁଶାନ୍ତ ପାଢୀଙ୍କ ଉପରେ କ୍ରେଧାନିତ ହୋଇ କିଛି ଉତ୍ୟକ୍ତ ଲୋକ ଅଣ୍ଡା ମାଡ କରିଥିବା ସୂଚନା ମିଳିଛି ।ସୁଶାନ୍ତଙ୍କ ଘର ବମିଖାଳ ସ୍ଥିତ ସାଇ ବିହାର । ତାଙ୍କ ଗାଡି
Read More...

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ । ପୁଲିସ ସହ ସ୍ୱତନ୍ତ୍ର ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ୍ ।, ବସ୍ ଷ୍ଟାଣ୍ଡ , ରେଳ ଷ୍ଟେସନରେ ସତର୍କ ସୂଚନା ଜାରି କରାଯାଇଛି।
Read More...

ରାଜନାଥଙ୍କ ରୁଷ୍ ଗ୍ରସ୍ତ ନେଇ ନୂଆ ସମ୍ଭାବନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ମସ୍କୋରେ ଆୟୋଜିତ ହେଉଥିବା ବିଜୟ ଦିବସ ପରେଡରେ ରାଜନାଥ ଅଂଶଗ୍ରହଣ କରିବେ। ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ଏହି ପରେଡ୍‌ ଅନୁଷ୍ଠିତ ହେଉଛି। ଏହା ସହିତ ରାଜନାଥ ଭାରତ-ରୁଷର
Read More...

କରେନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲାରେ କରୋନା ନେଲା ଆଉ ଏକ ଜୀବନ । ୪୬ ବର୍ଷୀୟ ଯୁବକ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ
Read More...

ତିନି ରଥରେ ବିଜେ ହେଲା ଆଜ୍ଞାମାଳ

ପୁରୀ- ତନି ରଥରେ ବିଜେ ହୋଲା ଆଜ୍ଞାମାଳ । ପାରମ୍ପରିକ ସେବକମାନଙ୍କ ଦ୍ୱାରା ପ୍ରଥମେ ତାଳଧ୍ୱଜ, ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିଛନ୍ତି ।ଏହାପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଶ୍ରୀମନ୍ଦିର
Read More...

ଓଡିଆ ପୁଅ ମରିସସ୍ ରେ ନିଖୋଜ

ଭୁବନେଶ୍ୱର- ମରିସସ୍ ରେ ଓଡିଆ ପୁଅ ନିଖୋଜ । ପେଟ ପୋଷିବା ପାଇଁ ସୁଦୂର ମରିସସ୍ ଯାଇଥିଲେ ଟୁଟୁ ନାୟକ । ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅର୍ନ୍ତଗତ ଫାରକାପଲ୍ଲୀ ଗ୍ରାମ । ଜଣେ ଏଜେଂଟଙ୍କ ଜରିଆରେ ମରିସସ୍ରେ ଆକୁଏରେଲି କ୍ଳଥିଙ୍ଗ ଲିମିଟେଡ ବାଉଣ୍ଡରିକୁ ଟେଲରିଂ କାମ କରିବା
Read More...