ତିନି ରଥରେ ବିଜେ ହେଲା ଆଜ୍ଞାମାଳ
ପୁରୀ- ତନି ରଥରେ ବିଜେ ହୋଲା ଆଜ୍ଞାମାଳ । ପାରମ୍ପରିକ ସେବକମାନଙ୍କ ଦ୍ୱାରା ପ୍ରଥମେ ତାଳଧ୍ୱଜ, ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିଛନ୍ତି ।ଏହାପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଶ୍ରୀମନ୍ଦିର!-->…
Read More...
Read More...