Browsing Category

ପ୍ରମୁଖ ଖବର

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଛା , ଶ୍ରନ୍ଧା ଓ
Read More...

ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତିଙ୍କ ଶୁଭେଛା

ନୂଆଦିଲ୍ଲୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଜନସାଧାରଣଙ୍କୁ ଶୁଭେଛାର ବର୍ତା ଜଣାଯାଇଛନ୍ତି । ତାଙ୍କ ବର୍ତାରେ ଜଣାଇଛନ୍ତି ରଥଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଶୋଭା ବାସ୍ତବିକ ଅତୁଳନୀୟ । ଯେତେବେଳେ ଭାରତ
Read More...

କରୋନା ନେଲା ଆଉ ୨ ମୁଣ୍ଡ

କଟକ- ରାଜ୍ୟରେ କରୋନା ଜନିତ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି କରୋନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବ୍ୟକ୍ତିଙ୍କ ଘର କଟକ । ଉଭୟ ପୁରୁଷ ଓ ସେମାନଙ୍କ ବୟସ ୭୧ ଓ ୫୩ ବର୍ଷ ହୋଇଥିଲା । ଡାକ୍ତର ଖାନାରେ ଚିକିିିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ
Read More...

ରଥାରୂଢ ହେଲେ ତିନି ଠାକୁର

ପୁରୀ: କାଳିଆ ସାଆନ୍ତଙ୍କ ଅପେକ୍ଷାରେ ଚଳଚଂଚଳ ହୋଇପଡିଛି ବଡଦାଣ୍ଡ । ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ ଦେଉଳରେ ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ବେସ୍ତ । ଆରି ମଧ୍ୟରେ ଆଖିରେ ଲୁହ ଛାତିରେ କୋହକୁ ସମ୍ଭାଳି କରୋନାର କଟକଣା ଭିତରେ କିପରି
Read More...

ଓଡିଆ ଯୁବକଙ୍କ ଦେହରେ କରୋନା ଟିକା ପରୀକ୍ଷଣ

ଭୁବନେଶ୍ୱର- ଓଡିଆ ଯୁବକଙ୍କ ଦେହରେ କରୋନା ଭ୍ୟାକସିନ ପରୀକ୍ଷା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଚିକିତ୍ସା ପାଇଁ କରାଯାଇଥିବା ଭ୍ୟାକସିନ ଟ୍ରାଏଲରେ ଓଡିଆ ଯୁବକ ଅଙ୍କନ ଆୟକ ସାମିଲ ହୋଇଛନ୍ତି । ତାଙ୍କର ସ୍କ୍ରିନଂ ଓ ରକ୍ତ ପରୀକ୍ଷା ପରେ ଟିକା ଦିଆଯାଇଛି । ଜଣେ ସୁସ୍ଥ
Read More...

ପୁଣି ନୂଆ ୧୬୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହେଲେ ପୁଣି ୧୬୭ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ବାସିନ୍ଦା ରହିଛିନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତରୁ ୪୧, ଗଞ୍ଜାମ
Read More...

ଭୁବନେଶ୍ୱର- ପୁରୀ ରାସ୍ତା ସିଲ୍

ଭୁବନେଶ୍ୱର- ରଥଯାତ୍ରା ପାଇଁ ପୁରୀରେ କଡା କଟକଣା ଜାରି ହୋଇଥିବା ବେଳେ ଭୁବନେଶ୍ୱରରୁ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି ।ଭୁବନେଶ୍ୱର ଉପକଣ୍ଠର ୫ ରାସ୍ତାକୁ ବନ୍ଦ କରିବା ସହ ପୁରୀକୁ ସଂଯୋଗ କରୁଥିବା ୩୧୬ ନମ୍ବର ଜାତୀୟ ରାଜପଥ ଉତରା ନିକଟରେ ବ୍ୟାରିକେଟ
Read More...

ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ପଜିଟିଭ

ପୁରୀ- ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନାରେ ଆକ୍ରାନ୍ତ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଯେଉଁ ମାନେ ରଥଯାତ୍ରାରେ ନିୟୋଜିତ ହେବେ ସେମାନଙ୍କ କୋଭିଡ -୧୯ ପରୀକ୍ଷା କରିଯିବ । ତେବେ ଗତକାଲି ୧୧୪୩ ସେବାୟତଙ୍କ କରୋନା
Read More...

ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ,୨୨.୩ (ଏଜେନ୍ସ): ଶେଷରେ ସମସ୍ତ କଳ୍ପନା ଜଳ୍ପନା ଓ ଉକଣ୍ଠାର ଅବସାନ ଘଟିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସୁୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଦେ, ବିଚାରପତି ଏଏସ ବୋପାନ୍ନା ଏବଂ
Read More...

ରାଜ୍ୟରେ କରୋନା ମୃତ୍ୟୁ୧୬ କୁବୃଦ୍ଧି

ଭୁବନେଶ୍ୱର,୨୨.୬ (ନି.ପ୍ର.): ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬ ରେ ପହଞ୍ଚିଲା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୁଚନା ଦେଇଛନ୍ତି । ମୟୁରଭଞ୍ଜର ଜଣେ ୬୦ ବର୍ଷ ବୟସ୍କ ଏବଂ ଗଞ୍ଜାମର ୪୬ ବର୍ଷୀୟ ବ୍ୟକ୍ତି କରୋନା ରେ ମୃତ୍ୟୁ
Read More...