ପେଟ୍ରୋଲ ବଢ଼ିଲାଣି ୬.୫୧ ଟଙ୍କା
				ନୁଆଦିଲ୍ଳୀ,୧୯.୬ (ଏଜେନ୍ସି): ଦେଶରେ ତୈଳ ଦର ଥମିବାର ନାଁ ଧରୁନାହିଁ । କ୍ରମାଗତ ୧୩ ଦିନ ହେଲା ନିୟମିତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ୧୩ ଦିନରେ ପେଟ୍ରୋଲ ଦର ୬.୫୧ ଟଙ୍କା ଓ ଡିଜେଲ ଦର  ୭.୦୭ ଟଙ୍କା ମହଙ୍ଗା ହେଲାଣି 
ଆଜି ପେଟ୍ରୋଲର ଲିଟର ପିଛା ଦର ୫୬!-->…					
Read More...
				Read More...