Browsing Category

ପ୍ରମୁଖ ଖବର

୫ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରସୁଲଗଡ଼ ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ କେଜି ୪୮୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ପୁଲିସ । ଗୋଟିଏ ଦିନରେ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓଡ଼ିଶା ପୁଲିସ ଇତିହାସରେ ଏକ
Read More...

କଂଟେନମେଂଟ ଜୋନ ହେଲା ଡୁମୁଡୁମା

ଭୁବନେଶ୍ୱର- ଡୁମୁଡୁମା ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିଶନର । ଏହି ଅଂଚଳର ସୁବାସ ନଗର ବସ୍ତିରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ଏଭଳି ନିଷ୍ପତି ନେଇଛନ୍ତି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଆକ୍ରାନ୍ତଙ୍କ ସଂଖ୍ୟା
Read More...

ଗଞ୍ଜାମରେ କରୋନା ଯୋଦ୍ଧା ପଜିଟିଭ

ଗଞ୍ଜାମ- ଗଞ୍ଜାମ ଜିଲ୍ଲାରେ ୬ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ବ୍ରହ୍ମପୁର ମହାନଗର ନିଗମ ହୋଇଥିବା ବେଳେ ଚିକିଟି, ଶେରଗଡ ଓ ସାନଖେମୁଣ୍ଡି ବ୍ଳକର ଜଣେ ଲେଖାଏଁ ରହିଛନ୍ତି । ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି । ଗଞ୍ଜାମ ପ୍ରଶାସନ ଏନେଇ ଟୁଇଟ
Read More...

ପୁଣି ବଢିଲା ତୈଳଦର

ନୂଆଦିଲ୍ଲୀ- ଗତ ୧୪ ଦିନ ଧରି କ୍ରମାଗତ ଭାବେ ତେଳଦର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୦.୫୧ ପଇସା ଓ ଡିଜେଲଦର ୦୬୧ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିିତ ତେଳଦର ଅନୁସାରେ ପେଟ୍ରୋଲ ଲିଟର ପିଛା ୩୮.୮୮ ଥିବା ବେଳେ ଡିଜେଲ ଦର ୭୭.୬୭ ଟଙ୍କା ରହିଛି ।
Read More...

ପୁଣି ଚିହ୍ନଟ ହେଲେ ୧୭୯ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୯ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ୨୯ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୫୦ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୭, ଖୋର୍ଦ୍ଧା ୨୭, ଅନୁଗୁଳ ୬, ନବରଙ୍ଗପୁର ୧, ଜଗତସିଂହପୁର
Read More...

ଜୁଲାଇ ପହିଲାରୁ ବିପିୟୁଟି ଓ ଭିସୁଟରେ ଅନଲାଇନ ପରୀକ୍ଷା

ଭୁବନେଶ୍ୱର-ଜୁଲାଇ ପ୍ରଥମ ସପ୍ତାହରୁ ବିପୁୟୁଟି ଓ ଭିସୁଟର ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଦୁଇ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୂଚନା ଦେଇଛନ୍ତି । ଅନଲାଇନ ପରୀକ୍ଷା ସହ ଓପନ ବୁକ୍ ପଦ୍ଧତିରେ
Read More...

କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ୱର-କରୋନା ନେଲା ଆଉ ଜଣଙ୍କ ମୁଣ୍ଡ । ମୃତକଙ୍କ ବୟସ ୬୦ ବର୍ଷ । ତାଙ୍କ ଘର ପୁରୀ ଜିଲ୍ଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ଶ୍ୱାସଜନିତ ରୋଗରେ ପୀଡିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା
Read More...

ବଢିଲା ଗାଡି ଲାଇସେନ୍ସ ଅବଧି

ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି ଲାଇସେନ୍ସ ଫିଟନେସ ଓ ଆରସିର ଅବଧି । ସାନି ନିଦେ୍ର୍ଧଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଫେବୃଆରୀ ୧ ତାରିଖରେ ଶେଷ ହେବାକୁ ଥିବା ଗାଡି କାଗଜ ପତ୍ରର ବୈଧତା
Read More...

ପିଜି ଓ ୟୁଜି ସିଲାବସରେ ସେଲଫ୍ ଷ୍ଟଡି କୋର୍ସ

ଭୁବନେଶ୍ୱର- ଆସନ୍ତା ଶିକ୍ଷା ବର୍ଷଠାରୁ ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ସିଲାବସରେ ସାମିଲ ହେବ ୨୫ ପ୍ରତିଶତ ସେଲଫ୍ ଷ୍ଟଡି କୋର୍ସ । ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରାଇଛନ୍ତି । ଛାତ୍ରଛାତ୍ରୀ ମାନେ ଘରେ ରହି ଅନଲାଇନରେ
Read More...

ସୀମାରେ ସଶସ୍ତ୍ର ପାକ୍‌ ଡ୍ରୋନକୁ ଖସାଇଲା ଭାରତୀୟ ସେନା

ଜାମ୍ମୁ: ପାକିସ୍ତାନ ଷଡ଼ଯନ୍ତ୍ର ବିଫଳ । ପାକ୍ ପଠାଯାଇଥିବା ଏକ ସଶସ୍ତ୍ର ଡ୍ରୋନକୁ ସେନା ଗୁଳିକରି ଖସାଇ ଦେଇଛି ଭାରତୀୟ ସେନା । ଡ୍ରୋନ ସୀମାରେଖାଠାରୁ ୨୫୦ ମିଟର ଭିତରେ ଉଡୁଥିଲା। ଯବାନମାନେ ଏହା ଦେଖିବା ପରେ ତାହାକୁ ଗୁଳିକରି ଖସାଇ ଦେଇଥିଲେ। ଡ୍ରୋନଟିରେ ଅସ୍ତ୍ରଶସ୍ତ୍ର
Read More...