Browsing Category

ପ୍ରମୁଖ ଖବର

କରେନାରେ ବିଧାୟକଙ୍କ ମୃତ୍ୟୁ

ଚେନ୍ନାଇ, ୧୦ ।୦୬(ଏଜେନ୍ସି) : କରୋନା ଭୂତାଣୁରେ ଆକ୍ରାନ୍ତ ତାମିଲନାଡୁର ଡିଏମ୍କେ ବିଧାୟକ ଜେ.ଆନବାଝାଗନଙ୍କର ମୃତ୍ୟୁ ଘଟିଛି । ନିଜ ଜନ୍ମଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି । ଏ ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ
Read More...

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ।୦୬(ନି.ପ୍ର.) : କରୋନା ଭୂତାଣୁ ମୁକାବିଲା ପାଇଁ ଆଗାମୀ କିଛି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ରାଜ୍ୟରେ କୋଭିଡ଼ ପରିଚାଳନା ସଂକ୍ରାନ୍ତୀୟ ଏକ
Read More...

ବଢିଲା ସୁନା ଦର

ନୂଆଦିଲ୍ଲୀ- ବୁଧବାର ପୁଣି ସୁନା ଓ ରୂପା ଦରରେ ପରିବର୍ତନ ଦେଖିବାକୁ ମିଳିଛି । ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପଂହଚିଛି । ସେହିଭଳି ରୂପା ଦର ପ୍ରତି କିଲୋଗ୍ରାମକୁ ୩୫ ଟଙ୍କା ବୃଦ୍ଧି ପାଇଛି ।ଗତକାଳି ରୂପା ଦର ପ୍ରତି କି.ଗ୍ରାକୁ ୪୭ ହଜାର ୮୦୦
Read More...

ଏମସର ୪ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ କରୋନା । ଏମସର ୪ ଡାକ୍ତରଙ୍କ କରୋନା ପଜିଟିଭ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସିନିୟର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି । ଏମାନେ ଏକାଠି ରହୁଥିଲେ । ଏହି ସୂଚନା ଦେଇଛନ୍ତି ଏମସର ନିର୍ଦେଶକ ଡ. ଗୀତାଞ୍ଜଳୀ । ପୂର୍ବରୁ ଜଣେ ଜୁନିୟର ଡାକ୍ତର
Read More...

ସାମ୍ବାଦିକମାନଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର ପାଇଁ ଦାବି

ଭୁବନେଶ୍ୱର (ନି.ପ୍ର.): ସାଂପ୍ରତିକ କରୋନା ଆତଙ୍କ ପରିପ୍ରେକ୍ଷୀରେ କାର୍ଯ୍ୟରତ ସମ୍ବାଦିକମାନଙ୍କୁ ଲୋକସେବା ଭବନ(ସଚିବାଳୟ) ପ୍ରବେଶ ଉପରେ ଯେଉଁ କଟକଣା ରହିଛି, ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ସର୍ବବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ
Read More...

୧୨ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (ନି.ପ୍ର.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍.ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,
Read More...

ଦରବଢ଼ିଚାଲିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘ ୮୨ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ପୁନର୍ବାର ଗତ ରବିବାରଠାରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢ଼ିଚାଲିଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୫୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୫୮ ପଇସା ମହଙ୍ଗା ହୋଇଛି । ଏଥିସହ ଗତ
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରବାସୀ ଶ୍ରମିକଙ୍କ ନାଁରୁ ତାଲାବନ୍ଦ ଉଲ୍ଲଙ୍ଘନ ମାମଲା…

ନୂଆଦିଲ୍ଲୀ (ଏଜେନ୍ସି): ଲକ୍ଡାଉନ୍ ସମୟରେ କାର୍ଯ୍ୟସ୍ଥଳରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ପୋଲିସ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ
Read More...

ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ (ନି.ପ୍ର.): ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ମି.ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ
Read More...

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି

କଟକ (ନି.ପ୍ର.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଂଚିଛି ।
Read More...