Browsing Category

ପ୍ରମୁଖ ଖବର

ଦେଶର ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍ କେନ୍ଦ୍ର

ନୂଆଦିଲ୍ଲୀ: ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ପୂରଣ ପାଇଁ ଦେଶର ସମସ୍ତ ଜିଲ୍ଲାରେ ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ଏଥିଲାଗି ଅର୍ଥ ବ୍ୟୟ ହେବ । ଦେଶର ସମସ୍ତ ଜିଲ୍ଲାରେ ଥିବା ମୁଖ୍ୟ
Read More...

ଦୈନିକ ସଂକ୍ରମଣ ୩,୪୬ ହଜାରକୁ ଟପିଲା: ୨୬୨୪ ମୃତ

ନୂଆଦିଲ୍ଳୀ: ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୧,୬୬,୧୦,୪୮୧କୁ
Read More...

ପ୍ରଧାନବିଚାରପତି ଭାବେ ଜଷ୍ଟିସ୍ ଏନ୍ଭି ରମଣାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ଏନ୍ଭି ରମଣାଶପଥ ନେଇଛନ୍ତି । ରାଷ୍ଟ୍ରପତ୍ି ଭବନରେ ଆୟୋଜିତ ସକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍
Read More...

ସପ୍ତାହାନ୍ତ ସଟଡାଉନ : ସବୁକିଛି ଠପ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରୋକ୍ ଲାଗଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ପ୍ରଶାସନର କଡା ଆଭିମୁଖ୍ୟ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ସଟଡାଉନ ଯୋଗୁଁ ଦୋକାନ ବଜାର ବାଣିଜି୍ୟକ ପ୍ରତିଷ୍ଠାନ, ଜାନବାହାନ
Read More...

ଅକ୍ସିଜେନ୍ ଅଭାବରୁ ପୁଣି ୨୦ ମୃତ

ନୂଆଦିଲ୍ଲୀ: ଗତରାତିରେ ଦିଲ୍ଳୀରେ ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ସୂଚନାଯୋଗ୍ୟ ଯେ, ଜୀବନ ରକ୍ଷାକାରୀ ଅମ୍ଲଜାନ ଅଭାବରୁ ଗତ ୩ଦିନ ମଧ୍ୟରେ ୭୦ଜଣ ଆକ୍ରାନ୍ତଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା
Read More...

ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର

ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି । ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକେ୍‌ନା- କମର୍ସିଆଲ ଅଫର ଦାଖଲ କରିଥିବା କହିଛି । ବିଭିନ୍ନ ରାଷ୍ଟ୍ରରେ ଥିବା ପରମାଣୁ ଶକ୍ତି କେନ୍ଦ୍ରରେ
Read More...

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ , ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ୪୮ ବୟସରେ ପହଞ୍ଚିଛନ୍ତି । ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । କ୍ରିକେଟ ଜଗତରେ ସର୍ବାଧିକ ରନ ସଂଗ୍ରହ ସହିତ ଅନ୍ୟାନ୍ୟ ବହୁ ରେକର୍ଡର ଅଧିକାରୀ ସଚିନ ୨୦୧୩ରେ
Read More...

ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ଜଗା ଦର୍ଶନ

ପୁରୀ: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହେଲାଣୀ କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ ହେଲା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ
Read More...

ବିଦେଶରୁ ଲଜିଷ୍ଟିକ୍ସ ସହାୟତା ଲୋଡିଲା ଦେଶ

ଭାରତକୁ ସହାୟତା କରିବା ପାଇଁ ଆଗେଇ ଆସିଲା ପ୍ରାନ୍ସ ଓ ବ୍ରିଟେନ୍ ସମେତ ଏକାଧିକ ରାଷ୍ଟ୍ର ନୂଆଦିଲ୍ଲୀ: ଭାରତରେ ଅକ୍ସିଜେନ ଚାହିଦା ପ୍ରତି ଘଂଟାରେ ବଢିଚାଲିଥିବା ବେଳେ ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇବାକୁ ଭାରତ ଅନୁରୋଧ ଜଣାଇଛି । ଏଭଳି ସଙ୍କଟଜନକ ସମୟରେ
Read More...

ମହାରାଷ୍ଟ୍ର, ଆନ୍ଧ୍ର ଓ ତେଲେଙ୍ଗାନାକୁ ଅମ୍ଲଜାନ୍ ଯୋଗାଇଲା ଓଡିଶା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଗୁଡିକରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ଅଭାବ ହା ହା କାର ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଆଜି ଓଡିଶାରୁ ମହାରାଷ୍ଟ୍ରର ପୁନେ, ଆନ୍ଧ୍ରରର ବିଶାଖାପାଟନା ଓ ତେଲେଙ୍ଗାନାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି ।
Read More...