Browsing Category

ପ୍ରମୁଖ ଖବର

ରାଜ୍ୟରେ ୨ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନଦିନ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ୬ ହଜାର ଉପରେ ରହିଥିଲା ବେଳେ ଆଜି ଆଉ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭ରେ ପହଂଚିଯାଇଛି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪
Read More...

ବଦଳିଲା ବ୍ୟାଙ୍କିଂ ସମୟ

ଭୁବନେଶ୍ୱର: କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତନ କରାଯାଇଛି । ଗ୍ରାହକ ସେବା ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ ଉପଲବ୍ଧ ହେବ । ହେଲେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବା ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ସେବାକୁ ଅପରାହ୍ନ ୨ଟା
Read More...

ନିର୍ବାଚନ ବିଜୟ ଶୋଭାଯାତ୍ରା ନିଷିଦ୍ଧ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ଦୃଷ୍ଟିରୁ ଆସନ୍ତା ୨ ତାରିଖ ଦିନ ଭୋର୍ଟ ଗଣତି ପରେ ରାଜନୈତିକ ଦଳମାନଙ୍କର ବିଜୟ ଶୋଭାଯାତ୍ରା ଉପରେ ନିର୍ବାଚନା କମିଶନ ନିଷେଧାଦେଶ ଜାରି କରିଛନ୍ତି । ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ
Read More...

ବିଳମ୍ବ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ!

ଭୁବନେଶ୍ୱର: ଆସନ୍ତା ମେ’ ମହିଲାରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଆଶଙ୍କା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା
Read More...

ସାଢେ ୩ଲକ୍ଷ ଡେଇଁଲା କରୋନା : ୨୮୧୨ ମୃତ

ନୂଆଦିଲ୍ଳୀ: ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୫୨ ହଜାର ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁ୍ଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୩,୫୨,୯୯୧ କରୋନା ଭାଇରସ୍ଜନିତ ନୂତନ
Read More...

କରୋନା ସ୍ଥିତି ପାଇଁ ଇ.ସି ଦାୟୀ

ଚେନ୍ନାଇ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ତଥା ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ନିର୍ବାଚନ କମିସନ୍ ଦାୟୀ ବୋଲି ଆଜି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ଗତ ଅଳ୍ପ କେତେ ମାସ ହେବ ପ୍ରଚାର ଅଭିଯାନ ଚଳାଇବା ବେଳେ କରୋନା ନିୟମମାନୁ ନଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ
Read More...

ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀ ହିଂସା ଘଟାଇଛନ୍ତି। ରବିବାର ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ରେଳ ଟ୍ରାକକୁ ଉଡ଼ାଇ ଦେଇଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳର ଲୋଟାପହାଡ଼ ନିକଟ ରେଳ ଲାଇନରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନକୁ
Read More...

ଓଡ଼ିଶାରୁ ୬୫୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୬୫୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୯୫୮ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୂଆ ସଂକ୍ରମିତଙ୍କ ମଧ୍ୟରୁ
Read More...

ରାଜଧାନୀରେ ଅଗ୍ନିବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଆଜି ପୁଣି ସବୁଠୁ ଉତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ତାପମାତ୍ରା ୪୪ଡିଗ୍ରୀରେ ପହଞ୍ଚିଥିବା ଆଶଙ୍କା କରାଯାଉଛି । ଅସହ୍ୟ ରୌଦ୍ରତାପ ସାଙ୍ଗକୁ ସଟ୍ଡାଉନ୍ ଯୋଗୁଁ ରାଜଧାନୀର
Read More...

ଦେଶକୁ ଥରାଇ ଦେଇଛି କରୋନାର ଦ୍ୱିତୀୟ ଲହର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଡ ହୋଇଥିଲା କିନ୍ତୁ ଏଥରର ଦ୍ୱିତୀୟ ଲହରର ‘ତୋଫାନ୍’ ଦେଶକୁ ଥରାଇଦେଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ମାସିକ ବେତାର କାର୍ଯ୍ୟକ୍ରମ ମନକି ବାତ୍’ର ୭୬ ତମ
Read More...