ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ଜଗା ଦର୍ଶନ
ପୁରୀ: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହେଲାଣୀ କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ ହେଲା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ!-->…
Read More...
Read More...