Browsing Category

ପ୍ରମୁଖ ଖବର

କରୋନା ଔଷଧ କଳାବଜାର ରୋକିବାକୁ ୨୩ଟି ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାର୍ଡ ହୋଇଛି । ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାର୍ଡ
Read More...

ସ୍ୱେରେଜ ଅଘଟଣ : ମାମଲା ରୁଜୁ କଲେ ହାଇକୋର୍ଟ

କଟ: କଟକ ସହରର ସିଡିଏରେ ସ୍ୱେରେଜ୍ ଅଘଟଣ ନେଇ କ୍ଷତିଗ୍ରସ୍ତ ଓ ମୃତ ଶ୍ରମିକମାନଙ୍କ ଉପରେ ନିଜଆଡୁ ହାଇକୋର୍ଟ ଏକ ମମଲା ରୁଜୁ କରିବା ସହ ଉଭୟ କଟକ ଓ ଭୁବନେଶ୍ୱରରେ ବିନା ସୂରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ
Read More...

ରାହୁଲଙ୍କ ସମସ୍ତ ନିର୍ବାଚନ ସଭା ବାତିଲ

ନୂଆଦିଲ୍ଲୀ,: କରୋନାଭାଇରସ୍ ସଂକ୍ରମର ମାମଲା ବଢି ଚାଲିଥିବା ବେଳେ ବିଶାଳ ନିର୍ବାଚନ ପ୍ରଚାର ରାଲି କରୁଥିବା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିବାର କିଛି ଘଂଟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଧାରିତ ତାଙ୍କର ସମସ୍ତ ସାଧାରଣ ସଭା
Read More...

ପିଇଓଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଳ ହିଂସା ଥମିବାର ନା ନେଉ ନାହିଁ । ଛତିାଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି । ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ
Read More...

କୋଭିଡ୍ ହସ୍ପିଟାଲ୍‌ରେ ନିଆଁ : ୫ ଜୀବନ୍ତ ଦଗ୍ଧ

ରାୟପୁର: ଛତିଶଗଡର ରାୟପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲ୍‌ରେ ନିଆଁ ଲାଗିଯିବା ଫଳରେ ୫ଜଣ କରୋନା ରୋଗୀଙ୍କର ମୃତ୍ୟ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର
Read More...

୨ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଯେତେବେଳେ କୋଭିଡ୍ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଂଟିଆ ଟିକାର ସମସ୍ୟା ।
Read More...

ବାଲେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉତାପ ବଢିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସହିତ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସବୁଠାରୁ ଅଧିକ ଉତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ
Read More...

ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ

୨୦୨୧ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଘୋଷଣା କରିଛି। ଚଳିତ ମାସ ୨୮, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର
Read More...

ରାଜ୍ୟରେ ୩ ହଜାର ଟପିଲା ପଜିଟିଭ : ଆଉ ୪ ମୃତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର୍ ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ଦିନକରେ ୩୧୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଆଉ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଣେ ୬୦
Read More...

ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ତଣ୍ଡ

ନୁଆଦିଲ୍ଲୀ: ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଷ୍ଟେସନ ପରିସରରେ ତଥା ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧି ନଥିବେ କିମ୍ବା ଏହାକୁ ସଠିକ ରୁପେ ମୁହଁରେ ଘୋଡାଇ ରଖି ନଥିବେ ତେବେ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ ।
Read More...