Browsing Category

ପ୍ରମୁଖ ଖବର

ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ

୨୦୨୧ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଘୋଷଣା କରିଛି। ଚଳିତ ମାସ ୨୮, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର
Read More...

ରାଜ୍ୟରେ ୩ ହଜାର ଟପିଲା ପଜିଟିଭ : ଆଉ ୪ ମୃତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର୍ ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ଦିନକରେ ୩୧୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଆଉ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଣେ ୬୦
Read More...

ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ତଣ୍ଡ

ନୁଆଦିଲ୍ଲୀ: ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଷ୍ଟେସନ ପରିସରରେ ତଥା ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧି ନଥିବେ କିମ୍ବା ଏହାକୁ ସଠିକ ରୁପେ ମୁହଁରେ ଘୋଡାଇ ରଖି ନଥିବେ ତେବେ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ ।
Read More...

ରାଜ୍ୟରେ ଟିକା ଅଭାବ: ୧୦୭୩ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ୩ଟି ଜିଲ୍ଲା ତଥା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛିଥିବା ବେଳେ ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା
Read More...

ଟିକାର ଅଭାବ ନାହିଁ: ହର୍ଷ ବର୍ଦ୍ଧନ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଯୋରଦାର କରାଯାଇଛି । ସଡିଶା ସମେତ କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି, ଯାହା ‘ଳରେ ଟିକାକରଣରେ ବାଧାସଅଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି ।
Read More...

୧୨୦ଘଂଟାର ଅପରେସନ୍ ଚମତ୍କାର ଥିଲା : ସିପି

କଟକ: ତେଲେଙ୍ଗାନାରୁ ଧରା ପଡିଥିବା ଗ୍ୟାଙ୍ଗଷ୍ଟାର ହାଇଦରକୁ କମିଶନ୍‌ରେଟ ପୋଲିସ୍ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଆଜି କଟକ ଡିସିପି କାର୍ଯ୍ୟାଳୟରେ କଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିଥିବା ବେଳେ ତାକୁ ମାରାଥନ୍ ଜେରା ଜାରୀ ରଖିଛି । ସେହିପରି ଆଜି ତାକୁ କୋର୍ଟ ଚାଲାଣ କରିବା
Read More...

ମୋଟ ନମୁନାରୁ ଅର୍ଦ୍ଧାଧିକ ବ୍ରିଟେନ୍ ଷ୍ଟ୍ରେନ୍ !

ଚଣ୍ଡିଗଡ: କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । କେଉଁ କାରଣ ପାଇଁ କୋଭିଡ୍ ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାପୁଛି ସେ ନେଇ ସରକାରୀ ଭାବରେ କୌଣସି ଉତର ମିଳି ପାରିନାହିଁ । ହେଲେ ୟୁକେ ଭେରିଆଂଟ ବା ପ୍ରକରଣ ପାଇଁ କୋଭିଡ୍ ଅଧିକ ବ୍ୟାପୁଛି ବୋଲି
Read More...

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ଅଫ୍‌ଲାଇନ୍ ପାଠ ପଢା ବନ୍ଦ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ୧୯ ତାରିଖ ସୁଦ୍ଧା ସମସ୍ତ ଛାତ୍ରାବାସ ବନ୍ଦ ସହ ଖାଲିକରିବାକୁ ମଧ୍ୟ
Read More...

ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପୂର୍ବାନୁମାନ କରିଛିି । ଦେଶରେ ୯୮% ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ
Read More...

ଦେଶରେ ୧୧.୪୪ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୭.୧୬% ଅଛି ପାଞ୍ଚ ରାଜ୍ୟରେ ଦେଶରେ କୋଭିଡ-୧୯ ଟିକାକରଣ ଆଜି ୧୧.୪୪ କୋଟିକୁ ଅତିକ୍ରମ କରିଯାଇଛି । ୨୦୨୧ ଏପ୍ରିଲ ୧୧ରୁ ୧୪ ତାରିଖ ଚାରି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଟିକା ଉତ୍ସବରେ ଦେଶବ୍ୟାପୀ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ
Read More...