Browsing Category

ପ୍ରମୁଖ ଖବର

ଏଣିକି ଶନି, ରବି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପାଇଁ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି
Read More...

ଚଳିତ ମାସରୁ ମିଳିବ ସ୍ପୁଟନିକ ଭି ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଉଏକ ଭଲ ଖବର। ଭାରତ ସରକାର କୋଭିଡ-୧୯ର ମୁକାବିଲା ନିମନ୍ତେ ରୁଷରେ ପ୍ରସ୍ତୁତ ସ୍ପୁଟନିକ ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିବାର ଦୁଇଦିନ ପରେ ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନିଶ୍ଚିତ କରାଇ କହିଛନ୍ତି ଯେ
Read More...

ଆଜି ଠାରୁ ବନ୍ଦ ହେଲା ପ୍ରତ୍ନତାତ୍ତ୍ୱିକ ସ୍ଥଳ

ଭୁବନେଶ୍ୱର : ଓଡିଶା ତଥା ସାରା ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ ସଂକ୍ରମଣ ରୋକିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରାଜ୍ୟରେ ଥିବା ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ଥଳଗୁଡିକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି
Read More...

୨୪ ଘଣ୍ଟାରେ ୨ଲକ୍ଷ ୧୭ ହଜାରକରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟାର ବିସ୍ତାର କରି ଚାଲିଛି। ୨୪ ଘଣ୍ଟାରେ ୨ଲକ୍ଷ ୧୭ହଜାର ଟପିଛି ନୂଆ ପଜିଟିଭ ସଂଖ୍ୟା। ୨,୧୭,୩୫୩ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧,୪୨,୯୧,୯୧୭କୁ ବୃଦ୍ଧି ପାଇଛି।
Read More...

ପୁଣି ଗାଁ ମୁହାଁ ପ୍ରବାସୀ ଶ୍ରମିକ

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଜନ୍ମସ୍ଥାନକୁ ଫେରିବା
Read More...

ସ୍ଥିତି ଅସମ୍ଭାଳ

ଦିନକରେ ୧ଲକ୍ଷ ୮୪ହଜାର ପଜିଟିଭ୍ ନୂଆଦିଲ୍ଲୀ: ଦେଶରେ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି ।
Read More...

ରାଜ୍ୟରେ ୨ହଜାର ଟପିଲା ସଂକ୍ରମଣ : ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି । ରାଜ୍ୟରେ ଆଜି ଦିନକରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ଅନ୍ୟ ୯୫୩ ଜଣ ସ୍ଥାନିୟ
Read More...

ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ ୧୦ ତାରିଖ ଠାରୁ ଆପୋଲ ହସ୍ପିଟାଲହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଥିବା
Read More...

ଓଡିଆ ନବବର୍ଷ : ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ୱର : ଆଜି ଓଡିଆ ନବ ବର୍ଷ। ଏହି ଅବସରରେ ସମସ୍ତ ଓଡିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ କରି ଓଡିଆ ନବବର୍ଷ ଓ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Read More...

ଭରତରେ ଉପଲବ୍ଧ ହେବ ନୁଆ ୪ କୋଭିଡ୍ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସହ ମୁକାବିଲା କରିବାକୁ ଭାରତରେ ଲୋକମାନଙ୍କୁ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଦୁଇଟି ଟିକା ଦିଆ ଯାଉଛି । ଅଧିକାଂଶ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେଉଛି, ତେଣୁ ସରକାର ନୂଆ ଦୁଇଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ
Read More...