Browsing Category

ପ୍ରମୁଖ ଖବର

ଭାରତର ଜିଡ଼ିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ହେବା ସମ୍ଭାବନା: ବିଶ୍ୱବ୍ୟାଙ୍କ ରିପୋର୍ଟ

ୱାଶିଂଟନ: କୋଭିଡ-୧୯ ମହାମାରୀ ପ୍ରଭାବ ଏବଂ ଗତ ଏକବର୍ଷ ଧରି ଦେଶବ୍ୟାପୀ ଲକ୍‍ଡାଉନ ଜନିତ ପରିସ୍ଥିତିରୁ ଭାରତୀୟ ଅର୍ଥନୀତିର ସୁଧାର ଚମତ୍କାର ଢଙ୍ଗରେ ହୋଇଛି, କିନ୍ତୁ ଏହା ଉପରୁ ବିପଦ ଏବେ ମଧ୍ୟ ଟଳିନାହିଁ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କର ସଦ୍ୟତମ
Read More...

୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ: ୩୫୪ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକୁ ନେଇ ଉଦବେଗ
Read More...

ଆଜି ଫ୍ରାନ୍ସରୁ ଆସୁଛି ୩ ରାଫେଲ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହିତ ଭାରତର ସୀମା ବିବାଦ ଜାରି ରହିଥିବାବେଳେ କେନ୍ଦ୍ର ସରକାର ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତ ଆସୁଛି। ଏହି ବିମାନଗୁଡ଼ିକ ବାଟରେ କୌଣସି ସ୍ଥାନରେ ନ ଅଟକି
Read More...

ରାଜ୍ୟ ୨୪ ଘଣ୍ଟାରେ ୨୯୭ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୨୯୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୧୭୪ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା
Read More...

ବିଜେଡ଼ିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଦାୟିତ୍ବ

ଭୁବନେଶ୍ୱର: ପିପିଲି ବଧାନସଭା ଉପନିର୍ବାଚନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
Read More...

ପୁଣି ଜଳୁଛି ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ନିଆଁ ଲାଗିଛି। ଏଥର ବି ସାଟେଲାଇଟ ସୂତ୍ରରୁ ଏହି ସୂଚନା ମିଳିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟରୁ ଜଣାପଡ଼ିଥିବା ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Read More...

ନନ୍ଦିଗ୍ରାମରେ ଦିଦି ଓ ଶାହାଙ୍କ ରୋଡ ସୋ

ବିହାର: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଚି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ୍ ଏପ୍ରିଲ୍ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ
Read More...

ତାତି ବଢୁଛି: ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡା ୪୧.୨, ହୀରାକୁଦ ୪୧.୨ ଡିଗ୍ରୀ ଥିଲା ।
Read More...

ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ

ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ
Read More...

ମନୋନୟନ ପତ୍ର ଦାଖଲ କଲେ ବିଜେଡିରୁ ରୁଦ୍ର ପ୍ରତାପ ଓ କଂଗ୍ରେସରୁ ଅଜିତ୍ ମଙ୍ଗରାଜ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଓ ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ମଧ୍ୟ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର
Read More...