Browsing Category

ପ୍ରମୁଖ ଖବର

ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି ଓଡିଆ ଭାଷାରେ ନିଜ ଅଭିଭାଷଣରେ ଆରମ୍ଭ କରି ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ବୋଲି କହିଛନ୍ତି । ଆମର
Read More...

ଦିନକରେ ୮୯ ହଜାର ନୂଆ ସଂକ୍ରମିତ ଚିହ୍ନଟ, ୭୧୪ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର କାୟା ବିସ୍ତାର କରୁଛି। ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ମିଶାଇ
Read More...

ରାଜ୍ୟରେ୨୪ ଘଣ୍ଟାରେ ୪୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ; ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭ ସଙ୍ଗରୋଧରୁ , ୧୮୫ ସ୍ଥାନୀୟ। ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୩,୪୨,୨୨୪କୁ ବୃଦ୍ଧି ପାଇଥିବା ବେଳେ ୩,୩୭,୪୩୦ ସୁସ୍ଥ
Read More...

ମାନବିକତାର ପରିଚୟ ଦେଇଛନ୍ତି ଭାରତୀୟ ଯବାନ

ସୀମାରେ ମୁତୟନ ଭାରତୀୟ ଯବାନମାନେ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି। ଭୁଲରେ ଭାରତ ସୀମାକୁ ଚାଲି ଆସିଥିବା ଜଣେ ପାକିସ୍ତାନୀ ନାବାଳକକୁ ଯବାନମାନେ ପାକିସ୍ତାନକୁ ଫେରାଇ ଦେଇଛନ୍ତି। ତେବେ ତା’କୁ ଖାଲି ହାତରେ ଛାଡ଼ି ନାହାନ୍ତି। ଯବାନମାନେ ପିଲାଟିକୁ ଚକୋଲେଟ୍‌ ଦେଇ ସ୍ନେହ ଆଦର କରି
Read More...

ବିଜେପି ପ୍ରାର୍ଥଙ୍କ ଗାଡିରେ ‘ଇଭିଏମ୍’: ୪ ନିର୍ବାଚନ କର୍ମଚାରୀ ନିଲମ୍ବିତ

ଗୌହାଟି: ଆସାମରେ ଗତକାଲି ମତଦାନ ପରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ‘ଇଭିଏମ୍’ ନେଇ ଯାଇଥିବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ଆଜି ନିର୍ବାଚନ କମିସନ୍ ନିଲମ୍ବନ କରିଛି । ଏହାଛଡ଼ା, ଆସାମର ରତବାରି ଆସନର ସମ୍ପୃକ୍ତ ମତଦାନ କେନ୍ଦ୍ରରେ ସାନି ଭୋଟ୍ ଗ୍ରହଣ
Read More...

ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ ରାମ ପ୍ରସାଦ। ‘ସୋନର ଗ୍ରୁପ୍ ଅଫ୍ କମ୍ପାନୀ’ର ମୁଖ୍ୟ ତଥା ଜଣେ ଓଡ଼ିଆ ଉଦ୍ୟୋଗପତି ହେଉଛନ୍ତି ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣାର ରାମ ପ୍ରସାଦ ମୁଦୁଲି। ସେ ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଏକ ନୂତନ ଯାତ୍ରୀବାହୀ ଜାହାଜ
Read More...

କନ୍ଧମାଳରେ ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍ ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର
Read More...

ପ୍ରଚାର ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର ତୀବ୍ର ହେଉଥିବା ବେଳେ ଆଜି ରାଜନୈତିକ ହିଂସା ଘଟିଛି।  ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କ
Read More...

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡିଶାଗସ୍ତରେ ଆସି ଆଜି ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଯାଇଛନ୍ତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
Read More...

ରାଜ୍ୟରେ ୪୬୧ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକରେ ୪୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ,ସ୍ଥାନୀୟ ୧୮୯ । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨କୁ ବୃଦ୍ଧି ପାଇଛି। ୩,୩୭,୨୧୨ ଆକ୍ରାନ୍ତ
Read More...