Browsing Category

ପ୍ରମୁଖ ଖବର

ଭୟଙ୍କର ହେଉଛି କରୋନା

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ତରଙ୍ଗ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୫୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରବିବାର ସୁଦ୍ଧା
Read More...

ସୁକ୍‌ମା ଏନକାଉଣ୍ଟର; ୨୨ ଯବାନ ଶହୀଦ

ମାଲକାନଗିରି : ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ୩୦ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର
Read More...

ଅକ୍ଷୟ କୁମାର କରୋନାରେ ସଂକ୍ରମିତ

ମୁମ୍ବଇ: ବଲିଉଡ୍‌ର ଜଣକ ପରେ ଜଣେ ଅଭିନେତା ଏବେ କରୋନା ଭୂତାଣୁରେ ସଂକ୍ରମିତ ହେବାରେ ଲାଗିଛନ୍ତି। ରଣବୀର କପୁର, ମନୋଜ ବାଜପାୟୀଙ୍କ ସମେତ ଅନେକ କଳାକାର ଏହି ମହାମାରୀରେ ଆକ୍ରାନ୍ତ ହେବା ପରେ ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଅକ୍ଷୟ ନିଜେ ସୋସିଆଲ
Read More...

ନିର୍ଦ୍ଧାରିତ ସମୟରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଆଶାବାଦୀ

ନୂଆଦିଲ୍ଲୀ : ଭାରତର ଅଧିକାଂଶ ରାଜ୍ୟ; ବିଶେଷକରି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ ଆଇପିଏଲ୍‌ ଆୟୋଜନ ପାଇଁ ଦୃଢ଼ ଆଶାବାଦୀ ରହିଛି ଆୟୋଜକ ବିସିସିଆଇ। ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ
Read More...

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୪୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
Read More...

କନ୍ଧମାଳ ଓ କଳାହାଣ୍ଡିର ୨ଟି ସ୍ଥାନରେ କଂଟେନ୍ମେଂଟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ କଂଟେନ୍ମେଂଟ କଟକଣା ଫେରିଛି । ସଂକ୍ରମଣ ଚିହ୍ନଟ ଯୋଗୁଁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୨ଟି ଅଞ୍ଚଳରେ ଜିଲ୍ଲାପାଳ ମାନେ ମାଇକ୍ରୋ କଂଟେନ୍ମେଂଟ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର
Read More...

୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର: ସୀମାନ୍ତ ସଲଗ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୧୦ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୧୦ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା,
Read More...

ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ଚପଲ

ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାଘଟିଛି । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ଦଳ ବିଜେପିର ୨ଜଣ ବରିଷ୍ଟ ସଦସ୍ୟ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । କେବଳ ଚପଲ ନୁହେଁ କଲମ, ଇୟର ଫୋନ୍, କାଗଜ ଆଦି ମଧ୍ୟ ବିଜେପି ସଦସ୍ୟମାନେ ଫିଙ୍ଗିଛନ୍ତି । ଗୃହରେ
Read More...

ମମତା ଚଳାଇଛନ୍ତି ୩-ଟି ଶାସନ : ଶାହା

କଲକାତା : ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ। ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି। ଏହି ୩ଟି ହେଲା ‘ତାନାସାହି’
Read More...

ଭୟାବହ ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ

ସମସ୍ତିପୁର : ବିହାରରେ ସମସ୍ତିପୁର ଜିଲାର କଲ୍ୟାଣପୁର ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତର ଛକ୍କନ ଟୋଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅନେକ ଘର ଜଳି ପାଉଁଶ ହୋଇଯିବା ସହ ଏକ କୋଠରୀରେ ଶୋଇଥିବା ଅବସ୍ଥାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି।
Read More...