Browsing Category

ପ୍ରମୁଖ ଖବର

ତାତି ବଢୁଛି: ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡା ୪୧.୨, ହୀରାକୁଦ ୪୧.୨ ଡିଗ୍ରୀ ଥିଲା ।
Read More...

ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ

ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ
Read More...

ମନୋନୟନ ପତ୍ର ଦାଖଲ କଲେ ବିଜେଡିରୁ ରୁଦ୍ର ପ୍ରତାପ ଓ କଂଗ୍ରେସରୁ ଅଜିତ୍ ମଙ୍ଗରାଜ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଓ ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ମଧ୍ୟ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର
Read More...

ମେ ମାସ ପର୍ଯ୍ୟନ୍ତ ରହିବ କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଏଭଳି ଆଶଙ୍କା ପ୍ରକଟ କରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ
Read More...

କୋଭିଡ ଟିକାକରଣରେ ଅବ୍ୟବସ୍ଥା ଅଭିଯୋଗ

ମାହାଙ୍ଗା: ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟିକାକରଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଅସହ୍ୟ ଗୁଳୁଗୁଳି ଖରା ତାତିରେ ବୃଦ୍ଧ ବୃଦ୍ଧାମାନେ ଘଣ୍ଟା ଘଣ୍ଟା ଧରି ଟିକା ନେବାପାଇଁ ଅପେକ୍ଷା
Read More...

କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସର ପଦଯାତ୍ରା

ନର୍ଲା : ନର୍ଲା ବ୍ଲକ କଂଗ୍ରେସର ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲିପଡା ଠାରୁ ତୁଳାପଡା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। କୃଷକ ମାନଙ୍କ ସପକ୍ଷରେ ରହି ସରକାର ତିଆରି କରିଥିବା କୃଷି ଆଇନକୁ କଳା କୃଷିଆଇନ୍ ବୋଲି ଦାବୀକରି ଆଜି କଂଗ୍ରେସ ନେତୃବର୍ଗ ଓ ସମର୍ଥକ ଏହି
Read More...

ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ ନିର୍ଦେଶ ଦେବା ପରେ ଏନଆଇଟିର ପରୀକ୍ଷା ଅନଲାଇନରେ ହେବ। ଏହାପରେ
Read More...

୨୦୪୧ ପୂର୍ବରୁ ଗଡିବନି କଟକ-ଭୁବନେଶ୍ୱର ମେଟ୍ରୋ ରେଳ – ମନ୍ତ୍ରୀ

କଟକ-ଭୁବନେଶ୍ୱର ମଧ୍ୟରେ ଏବେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନ ଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି
Read More...

ଜମ୍ମୁ କାଶ୍ମୀରର ରେ ଆତଙ୍କବାଦୀ ଆକ୍ରମଣ, କର୍ପୋରେଟରଙ୍କ ସହ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀର : ସୋମବାର ଅପରାହ୍ନରେ ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣକାରୀ ମାନେ ସୋପୋରର ପୌରପାଳିକା କାର୍ଯ୍ୟାଳୟ ଉପରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ବ୍ଲକ ବିକାଶ ପରିଷଦର ଜଣେ ସଦସ୍ୟ ତଥା କର୍ପୋରେଟର ଏବଂ ତାଙ୍କ
Read More...

ଭାରତରେ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୫୬ ହଜାରରୁ ଅଧିକ ନୂତନ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି | ତେବେ ସୋମବାର ରିପୋର୍ଟ ହୋଇଥିବା ତୁଳନାରେ ଏହା ୧୭ ପ୍ରତିଶତ କମ୍ ରହିଛି । ସେହିପରି ଦିନକ ମଧ୍ୟରେ ୨୭୧ ଜଣ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି | ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା
Read More...