Browsing Category

ଦେଶ

ଆମେରିକାରୁ ଭାରତ ମୁହାଁ ହୋଇପାରନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ କରୋନା ପାଇଁ ଭାରତ ପ୍ରତ୍ୟାବର୍ତନ କରିପାରନ୍ତି । ତେବେ ଆମେରିକାରେ କରୋନାର ଭୟାବହତାକୁ ଦୃଷ୍ଟିରେ ୟୁଏମ୍ ଇମିଗ୍ରେସନ୍ ଏଣ୍ଡ କସ୍ଟମ ଇମ୍ଫୋର୍ସମେଂଟ ପକ୍ଷରୁ ଘୋଷଣା କରାଯାଇଛି । କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ
Read More...

ସିବିଏସଇ ସିଲାବସ ସମ୍ବନ୍ଧୀୟ ବିଭ୍ରାନ୍ତି କର ତଥ୍ୟ ଉପରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟଖସଡାରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଏହି ସମ୍ବନ୍ଧରେ ଅନେକ ବିଭ୍ରାନ୍ତିକର କଥା ଉଠୁଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି । ଏହି ସବୁ ମିଥ୍ୟା ପ୍ରଚାର ଓ ଶିକ୍ଷା ରାଜନୀତିକୁ ଦୂରେଇ ନେବାକୁ
Read More...

ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ- ଭାରତରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ମହାମାରୀ ପାଇଁ ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଜନ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟରେ ରହିଛି । ପ୍ରତ୍ୟେକ ଦିନ ନୂଆ କରୋନା ଆକ୍ରାନ୍ତ
Read More...

୩୦ ବର୍ଷ ହେଲା ଚାଲି ଚାଲି ଚିଠି ଦେଉଛନ୍ତି ବୃଦ୍ଧା ପୋଷ୍ଟମ୍ୟାନ୍

ଚେନ୍ନାଇ- ସହଯୋଗ କରିବାର ଇଚ୍ଛା ଥିଲେ ସବୁକିଛି ଆପେ ଆପେ ହୋଇଯାଇଥାଏ । ଘଂଚ ଜଙ୍ଗଲରେ ଯିବା ଯେତିକି ବିପଦପୂର୍ଣ୍ଣ ସେତିକି କଷ୍ଟସାଧ୍ୟ । ହେଲେ ତାମିଲନାଡୁର ଜଣେ ବୃଦ୍ଧା ପୋଷ୍ଟମ୍ୟାନ୍ ଘଂଚ ଜଙ୍ଗଲକୁ ଖାତିର ନ କରି ଦୀର୍ଘ ୧୫ କିମି ରାସ୍ତାକୁ ପାଦରେ ଅତିକ୍ରମ କରି ଲୋକଙ୍କ ପାଖରେ ଚିଠି
Read More...

ମୁଁ ସବୁ ବିଭାଗର ମନ୍ତ୍ରୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ମୁଁ ସବୁ ବିଭାଗର ମନ୍ତ୍ରୀ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ଶପଥ ନେବାର କିଛି ଦିନ ପରେ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ । ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଥିଲେ । ହେଲେ କୌଣସି କାରଣ ବଶତଃ ଆଜି ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ବିଭାଗ
Read More...

ବିନା କୋରମରେ ହୋଇପାରିବ କମିଟି: ରାଜ୍ୟସଭା ସଚିବାଳୟ

ନୂଆଦିଲ୍ଲୀ- ପ୍ୟାଲେେଂମଟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବିନା କୋରମରେ ଏକ ତୃତୀୟାଂଶ ସଦସ୍ୟକୁ ନେଇ ହୋଇପାରିବ ବୋଲି ରାଜ୍ୟସଭା ସଚିବାଳୟ ମତ ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସମୟରେ ଓ ରିପୋର୍ଟ ଦେବା ସମୟରେ କୋରମର ଆବଶ୍ୟକ ହୋଇଥାଏ । ଗତ ତିନିବର୍ଷ ପୂର୍ବରୁ ରାଜ୍ୟସଭାର ୮
Read More...

କାଶୀ ବାସୀଙ୍କ ଆଶା ଓ ଉତ୍ସାହ ଆଗରେ କରୋନା ଭାଇରସ କିଛି ନୁହେଁଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ନିଜ ସାଂସଦୀୟ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ପ୍ରଶଂସା କରି ପ୍ରଧାନ ମନ୍ତ୍ରୀ କହିଛନ୍ତି କୋଭିଡ -୧୯ ସମୟରେ କାଶୀବାସୀ ପ୍ରଦର୍ଶନ କରିଥିବା ଆଶା ଓ ଉତ୍ସାହ ପ୍ରେରଣାଦାୟୀ । ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଶୁଭେଛା ଜ୍ଞାପନ କରି କହିଥିଲେ ଏହି ସମୟରେ କାଶୀ ବାସୀଙ୍କ
Read More...

ୟେସ୍ ବ୍ୟାଙ୍କରେ ଏସବିଆଇ ନିବେଶ କରିବ ୧୭୬୦ କୋଟି

ନୂଆଦିଲ୍ଲୀ- ରାଷ୍ଟ୍ରାୟତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ୟେସ୍ ବ୍ୟାଙ୍କରେ ୧୭୬୦ କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି । ବ୍ୟାଙ୍କର କାର୍ଯ୍ୟନିର୍ବାହୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତି ଗ୍ରହଣ କରିଛି । ତେବେ ଚଳିତବର୍ଷ ମାର୍ଚ୍ଚରେ ଏସବିଆଇ ବୋର୍ଡ ୟେସ୍ ବ୍ୟାଙ୍କରେ ୭୨୫୦
Read More...

ଫେସବୁକ୍, ପବ୍ଜୀ ଓ ଟିଣ୍ଡର ଭଳି ୮୯ଟି ଆପ୍ ଡିଲିଟ୍ କରିବାକୁ ଭାରତୀୟ ଯବାନଙ୍କୁ ନିର୍ଦେଶ

ନୂଆଦିଲ୍ଲୀ- ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦେଶ ଦେଇଛି । ମିଳିଥିବା ସୂଚନା ମୁତାବକ କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଲିକ୍ ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଏହି ଆପ୍ଗୁଡିକ ମଧ୍ୟରେ ଟିକ୍ଟକ୍ , ଟ୍ରୁକଲର ଓ
Read More...

ଦେଶରେ ୭ ଲକ୍ଷ ୬୭ ହଜାର ପାରକଲା କରୋନା ଆକ୍ରାନ୍ତ ସଂଖ୍ୟା ।

ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ଘଂଟାରେ ୨୪, ୮୭୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ସୁସ୍ଥ ହୋଇଥିବା ବେଳ ୨୬୯୭୮୯
Read More...