Browsing Category

ରାଜ୍ୟ

ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍‌ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍‌କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍‌ରୁ
Read More...

ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ’ର ସଫଳ ମୁକାବିଲା ପାଇଁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକଙ୍କୁ ଏବେ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି । ବାତ୍ୟାର ସଫଳ ମୁକାବିଲା ପାଇଁ ୟୁଏନ୍‌ଡିଆରଆର’ର ମୁଖ୍ୟ ମାନି ମିଜୌନ୍ତେରି ମୁଖ୍ୟମନ୍ତ୍ରୀ ଶ୍ରୀ
Read More...

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।
Read More...

ସରକାର କିଣିବେ ୫ହଜାର ପାଉଜ୍ ୨-ଡିଜି ଔଷଧ

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ୨-ଡିଜି ୫ହଜାରର ପାଉଜ୍ ଔଷଧ ରାଜ୍ୟ ସରକାର କିଣିବେ । ଏନେଇ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପତ୍ର ସୂଚାନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,
Read More...

ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ଅନ୍‌ଲାଇନ୍ କ୍ଲାସ୍

ଭୁବନେଶ୍ୱର: ଜୁନ୍ ୧ରୁ ଡିଗ୍ରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ଓ ଡିଗ୍ରୀ
Read More...

ରାଜ୍ୟରେ ଶୀର୍ଷରେ ପହଞ୍ଚି ଗଲାଣି ସଂକ୍ରମଣ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟଲହର ସଂକ୍ରମଣ ରାଜ୍ୟରେ ଶିର୍ଷରେ ପହଞ୍ଚି ସାରିଲାଣି । ଏବଂ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି ବୋଲି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ
Read More...

ଓଡ଼ିଶାବାସୀଙ୍କୁ ପିସିସି ସଭାପତି ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର: ନଅଙ୍କ ଦୂର୍ଭିକ୍ଷ ପରେ ସେହିପରି ବିପତି କରୋନା ମହାମାରୀ ଓଡ଼ିଶାରେ ଦେଖାଦେଇଛି । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କି ଯାହାର ଯେଉଁ ଶକ୍ତି ଅଛି ତାକୁ ହୃଦୟତାର ସହ ବିନିଯୋଗ କରି ଓଡ଼ିଶାବାସୀଙ୍କୁ ସେବା କରିବାକୁ
Read More...

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ:ପ୍ରସିଦ୍ଧ ପ୍ରବଚକ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସି ହେଉଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ନିଜ ବାସଭବନକୁ ଫେରି ହୋମ୍ ଆଇସୋଲେଶନରେ ଥିଲେ ।
Read More...

ଚମ୍ପୁଆ ଗ୍ରାମାଞ୍ଚଳରେ କରୋନା ସ୍ଥିତିକୁ ନେଇ ମୁରଲି ଶର୍ମାଙ୍କ ଉଦବେଗ

ଚମ୍ପୁଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ଅଧିକ ଭୟାବହ ହୋଇଛି । ଗାଁକୁ ଗାଁ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛିା ଖଣିଜ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ କୁହାଟ ମାରି କରୋନା ପରୀକ୍ଷା କରିବା ଓ ଅସ୍ଥାୟୀ କେନ୍ଦ୍ର ଦ୍ୱାରା ଟୀକାକରଣ କରାଇବା ନେଇ କହୁଥିଲେ ମଧ୍ୟ ବାସ୍ତବ
Read More...

୨୫ ଟ୍ରେନ୍ ବାତିଲ

ଭୁବନେଶ୍ୱର: ୟାସ୍‌କୁ ଦୃଷ୍ଟିରେ ରଖି ପୂର୍ବ ରେଳପଥ ପକ୍ଷରୁ ଓଡ଼ିଶା ବାଟଦେଇ କିମ୍ବା ଓଡ଼ିଶାକୁ ଚାଲିବାକୁ ଥିବା ୨୫ଟି ଟ୍ରେନକୁ ବାତିଲ କରିଛି । ସେଗୁଡ଼ିକ ମଧ୍ୟରେ ରହିଛି ଗୁଆହାଟୀ-ବାଙ୍ଗାଲୋର କାଂଟ, ମୁଜାଫରପୁର-ୟଶବନ୍ତପୁର, ଏର୍ଣ୍ଣାକୁଲମ-ପାଟନା, ନ୍ୟୁ ତିନସୁକିଆ-ତମବରମ,
Read More...