Browsing Category

ରାଜ୍ୟ

ଯୁବ ସଂଗଠନ କଲା ଆଠଗଡ ସହରାଞ୍ଚଳ ବିଶୋଧନ

ଆଠଗଡ: ଆଠଗଡ ଯୁବ ସଂଗଠନ ପକ୍ଷରୁ ସୋମବାର ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସମଗ୍ର ସହରାଂଚଳକୁ ବିଶୋଧନ କରାଯାଇଥିଲା । କରୋନା ମହାମାରୀ ୨ୟ ପର୍ଯ୍ୟାୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କରୋନା ସଂକ୍ରମଣ ଭୟଙ୍କର ରୂପନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ
Read More...

‘ମମତା’ ଯୋଜନାରେ ପଞ୍ଜୀକରଣ ଅବଧି ୩ରୁ ୭ ମାସକୁ ବୃଦ୍ଧି

ଭୁବନେଶ୍ୱର : କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏଥିସହିତ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଆସୁଛନ୍ତି । ଏଭଳି କଠିନ ସ୍ଥିତିରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁପାଳନ
Read More...

ଗରିବ ପରିବାରକୁ ମାସିକ ୬ହଜାର ଟଙ୍କା ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକରେ କରୋନା ବିପତି ସମୟରେ ରୋଜଗାରହୀନ ଗରୀବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର
Read More...

ମଦ’ର ଘରୋଇ ବିତରଣ ନିଷ୍ପତି ପ୍ରତ୍ୟାହାର ପାଇିଁ ଦାବି

ଯାଜପୁର : ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର ସଂଖ୍ୟା ୨୩୧୦ ତାରିଖ ୧୨ମେ ୨୦୨୧ରେ ଲକ୍ ଡାଉନ ସମୟରେ ମଦକୁ ଘରେ ଘରେ ଯୋଗାଇ ଦେବା ପାଇଁ ଅବକାରୀ ବିଭାଗ ନେଇଥିବା ନିଷ୍ପତିକୁ ଘୋର ନିନ୍ଦା
Read More...

ଗଛ କାଟୁଛି ଜଙ୍ଗଲ ବିଭାଗ : ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ

ମାହାଙ୍ଗା: ଗ୍ରୀଷ୍ପ ପ୍ରବାହ ତୀବ୍ରତର ଥିବା ବେଳେ ଅସହାୟ ତାତି ସାଙ୍ଗକୁ କରୋନାର ଭୟବହତା ସାଧାରଣରେ ଭୟ ସୃଷ୍ଟି କରିଥିବାବେଳେ ରାସ୍ତା ସଂପ୍ରଗ୍ରସାଣ ନାମରେ ଜଙ୍ଗଲ ବିଭାଗ ତରଫରୁ ରାସ୍ତାକଡରେ ଥିବା ବଡ ବଡ ଗଛ କାଟିବାକୁ ନେଇ ପରିବେଶବିତ୍ ମାନଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ
Read More...

ଘରୋଇ ଆମ୍ବୁଲାନ୍ସ ପାଇଁ ନୂଆ ଭଡା ଧାର୍ଯ୍ୟ

ଭୁବନେଶ୍ୱର: କରୋନା କାଳରେ ଆମ୍ବୁଲାନ୍ସଗୁଡିକ ଲୋକଙ୍କ ଠାରୁ ମନଇଚ୍ଛା ଭଡା ନେଉଥିବା ବେଳେ ଶେଷରେ ରାଜ୍ୟ ସରକାର ଆଜି ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡିକ ପାଇଁ ଦର ନିଦ୍ଧାରଣ କରିଛନ୍ତି । ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
Read More...

ଥମୁନି କରୋନା : ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାକୁ କଟକ ଅତିକ୍ରମ କରିଛି । ଆଜି ରାଜ୍ୟରେ ୧୦,୭୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଜଣ
Read More...

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ତଥା ଟିକାକରଣ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଆଜି ଠାରୁ କାର୍ଯ୍ୟକାରୀ ହେବ । ବିଏମ୍‌ସି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ
Read More...

କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଦେଖିହେବ

ଭୁବନେଶ୍ୱର: କୋଭିଡ ହସ୍ପିଟାଲରେ ରହିବ ସିସିଟିଭିର ବ୍ୟବସ୍ଥା । ସମ୍ପର୍କୀୟମାନେ ଚାହିଁଲେ ସିଧାସଳଖ କରୋନା ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନ୍‌ଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲପ ଡେସ୍କରେ ମଧ୍ୟ ରହିବ ସୋଶାଲ୍ ମିଡିଆର ବ୍ୟବସ୍ଥା । ସମ୍ପର୍କୟ ଚାହିଁଲେ
Read More...

ଶ୍ରୀମନ୍ଦିରରେ ଦର୍ଶନ ଜୁନ୍ ୧୫ ପର୍ଯ୍ୟନ୍ତ ମନା

ପୁରୀ: ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା । ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ
Read More...