Browsing Category

ରାଜ୍ୟ

ଏଣିକି ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟରେ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଏଣିକି ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଜି ଏକ ଘୋଷଣା ନାମା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ
Read More...

ରାଜ୍ୟରେ ୧୧ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସ ପାଇଥିବାବେଳେ ଆଜି ପୁଣି ଦିନକରେ ସଂକ୍ରମଣ ୧୧ ହଜାର ମୁହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ୧୦,୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୧୪୯ ଥିବା ବେଳେ
Read More...

କରୋନାକୁ ଆମନ୍ତ୍ରଣ କରୁଛି ହାଡ଼ଭଙ୍ଗା ଚିକିତ୍ସାଳୟ

ବାଲୁଗାଁ : ସାରା ରାଜ୍ୟରେ କରୋନାରେ ଜନସାଧାରଣ ତ୍ରାହି ତ୍ରାହି ଡାକ ଦେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍‌ଏସିରେ ହାଡ଼ଭଙ୍ଗା ଚିକିତ୍ସାଳୟ କରୋନାକୁ ନିମନ୍ତ୍ରିତ କରୁଥିବା ଦେଖାଦେଇଛି । ସୂଚନା ମୁତାବକ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ତରଫରୁ ଅହରହ ଉଦ୍ୟମ
Read More...

ଅମ୍ଳଜାନ ପାଇଁ ଟଙ୍କା ମାଗି କୋଭିଡ ଡାକ୍ତରଖାନାର କର୍ମଚାରୀ ଗିରଫ

କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଜଣେ କର୍ମଚାରୀ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ୧୫୦୦ ଟଙ୍କା ମାଗିବା ଘଟଣାରେ କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ ଦାଶଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ ଉକ୍ତ
Read More...

ଓଡିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଂଟ

ଭୁବନେଶ୍ୱର: ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ । ରାଜ୍ୟର ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ୍ ପ୍ଲାଂଟ ହେବ । ଅକ୍ସିଜେନ୍ ପ୍ଲାଂଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍ କାମ ଏନଏଚଏଆଇ କରିବ । ସମସ୍ତ ପ୍ଲାଂଟ ନିର୍ମାଣ
Read More...

ତୃତୀୟ ଲହର ପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା ଉପରେ ୨୪ ଘଂଟିଆ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି
Read More...

ଏଥର ବିନା ପରିଚୟପତ୍ରରେ ବି ମିଳିବ ଟିକା

ଭୁବନେଶ୍ବର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ରୁକ୍‌ ଲାଗିବାର ନାଁ ଧରୁନି । ଏପରି ପରିସ୍ଥିତିରେ ଟିକା କରଣରେ ବିଳମ୍ବକୁ ଲକ୍ଷକରି ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି । ଯାହାକି ଏଥର ପରିଚୟପତ୍ର ନଥିଲେ ବି ଲୋକେ ଟିକା ନେଇପାରିବେ
Read More...

ବଦଳିଲେ ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର (ବିଏମ୍‌ସି )କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଆଜି ବଦଳି କରି ଦିଆଯାଇଛି । ତାଙ୍କ ସ୍ଥାନରେ 1997 ବ୍ୟାଚ୍‌ର ଆଇଏଏସ୍‌ ଅଫିସର ସଞ୍ଜୟଳ କୁମାର ସିଂଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ବୈଷୟିକ ଶିକ୍ଷା ଓ ଦକ୍ଷତା
Read More...

କରୋନାରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଓ ଦନ୍ତେୱାଡାର ଗାଙ୍ଗଲୁର ଅଂଚଳରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ସୁକମା ଓ ଦନ୍ତେବାଡା ଜିଲ୍ଲା ସୀମାନ୍ତ ଗାଙ୍ଗାଲୁର ଅଂଚଳରେ ଗତ କିଛି ଦିନ ଧରି ପ୍ରାୟ ୫୦୦ରୁ ଉର୍ଦ୍ଧ ମାଓବାଦୀ ମାନେ ଏକତ୍ରିତ ହୋଇଥିଲେ ।
Read More...

ଭାଙ୍ଗିପଡିଲା ନୀଳଚକ୍ର ବାନା ବାଉଁଶ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡିଛି । କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଂଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡିଥିଲା । ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡିନଥିବା କହିଛନ୍ତି ସେବାୟତ । ତେବେ ଶ୍ରୀମନ୍ଦିରର
Read More...