Browsing Category

ରାଜ୍ୟ

ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ଦିଆଯାଉ

କଟକ: କୋଭିଡ-୧୯ ଟୀକା ପ୍ରଦାନ ସରାକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ପ୍ରତ୍ୟେକ ସାଧାରଣ ଜନତା,ଯାହାଙ୍କ ବୟସ ୪୫ବର୍ଷରୁ ଉର୍ଦ୍ଦ ସେମାନଙ୍କୁ ତୁରନ୍ତ ଯୋଗାଇ ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଆସୁଛନ୍ତି । ଏହି…
Read More...

ଝାରପଡା ଜେଲରେ କରୋନାରେ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଜେଲ୍ ଭିତରକୁ ପଶିଲା ଭୂତାଣୁ । ଝାରପଡା ଜେଲ୍‌ର ଜଣେ ବିଚାରଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଷଳ ତ୍ରିପତି ମହାନ୍ତି । ନିଶା କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ…
Read More...

ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଜି ଫିଲ୍ମ ଓ ଟିଭି ସରିଏଲ ସୁଟିଂ ଉପରେ କଟକଣା ଜାରୀ କରିଛନ୍ତି । ଉଭୟ ଇନ୍‌ଡୋର ଓ ଆଇଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ଜାରି ହୋଇଥିବା…
Read More...

ରାଜ୍ୟରେ ୧୧,୭୩୨ ପଜିଟିଭ୍ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନାହିଁ । ଆଜି ଦିନକରେ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ଆଜି ଆଉ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି…
Read More...

ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରକୁ ପଠାଗଲା ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସମୟରେ ରେଲୱେ ପ୍ରଶାସନିକ କରୋନା କାଳରେ ଅମ୍ଲଜାନ ସଂକଟ ଦେଖାଦେଇଛି । ଏହାକୁ ଭରଣା କରିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୪ଟି ରେଲୱେ ଯୋଗେ ୩ଟି ରାଜ୍ୟକୁ ୩୫୩ ଟନ୍ ଓଜନର ତୈଳ ଅମ୍ଲଜାନ ବ୍ୟାଙ୍କର ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ…
Read More...

ଅକ୍ଷୟ ତୃତୀୟାରେ ସୁନାଗହଣା କାରବାର ଠପ୍

ନବରଙ୍ଗପୁର: ଗତ ତିନିବର୍ଷ ଧରି ଅକ୍ଷୟ ତୃତୀୟାରେ ଜିଲ୍ଲାରେ ସୁନାଗହଣା କାରବାର ଠପ ହୋଇଯାଇଛି । ୨୦୧୯ରେ ବାତ୍ୟା ପାଇଁ ଗହଣା କାରବାର ମାନ୍ଦା ପଡିଥିବା ବେଳେ ୨୦୨୦ ଓ ୨୦୨୧ ରେ କରୋନା ଲକଡାଉନ ପାଇଁ ଅକ୍ଷୟା ତୃତୀୟାରେ ସୁନାଗହଣା ବ୍ୟବସାୟକୁ ସମ୍ପୁର୍ଣ୍ଣ ଠପ କରିଛି । ପବିତ୍ର ଅକ୍ଷୟ…
Read More...

ଏନଡିଆରଏଫର ୫ଟିମ୍ ଗଲେ ଗୁଜରାଟ

ବାରଙ୍ଗ : ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନଡିଆରଏଫର ୫ଟି ଟିମ ଗୁଜୁରାଟର ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ଶନିବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରୁ ଯାତ୍ରା କରିଛନ୍ତି ।ଏନଡିଆରଏଫର ସିନିୟର କମାଣ୍ଡାଣ୍ଟ ଜାକବକିସ ପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡେପୁଟି…
Read More...

ପୁରୀ ସ୍ୱର୍ଗଦ୍ୱାରର ନବକଳେବର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ନବୀକରଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିଛନ୍ତି । ନୂତନ ଶୈଳୀରେ ନିର୍ମାଣ କରାଯାଇଥିବା ସ୍ୱର୍ଗଦ୍ୱାର ଓ ତାର ପାରିପାଶ୍ୱର୍ିକ…
Read More...

ପୋଲ ତଳକୁ କାର ଖ୍‌ସି ୩ ମୃତ

ବାଲେଶ୍ୱର: ବାଲେଶ୍ୱର ସହରର ବିର୍ଲା ଟାୟାର ନିକଟରେ ୧୬ନଂ ଜାତୀୟ ରାଜପଥରେ ଏକ କାର୍ ପୋଲ ତଳକୁ ଖସି ପଡିବା ଯୋଗୁଁ ୩ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି…
Read More...

ରାଜ୍ୟରେ ଜୁନ ୧୦ରୁ ମୌସୁମୀ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ୍ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ୍ ମେ’ ୩୧ ତାରିଖରେ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପୁଣି ପୂର୍ବାନୁମାନ କରିଛି । ସେହିପରି ଜୁନ୍ ୧୦ ତାରିଖ ଦିନ…
Read More...