Browsing Category

ରାଜ୍ୟ

ସଟଡାଉନ ବେଳେ ପୋଲିସ୍‌କୁ ଆକ୍ରମଣ କଲେ ଯୁବକ

ପୁରୀ: ପୂରୀ ଜିଲ୍ଲା ବଳଙ୍ଗା ପୁଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ହେଉଥିଲା ।ଜଣେ ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ସଟଡାଉନ ସମୟରେ ବିନା ମାସ୍କ ରେ କାହିଁକି ବଜାରେ ବୁଲୁଛୁ ପଚାରିବାରୁ ପୁଲିସକୁ
Read More...

କରୋନାରେ ପ୍ରାଣ ହରାଇଲେ ବିଶିଷ୍ଟ ସ୍ଥପତି ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର

ଭୁବନେଶ୍ବର: ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି। ରବିବାର ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ ଭୁବନେଶ୍ଵର
Read More...

ମାସ୍କ ଚେକିଂ ବେଳେ ପୋଲିସ୍‌କୁ କଟୁରୀରେ ଆକ୍ରମଣ କଲା ବେପାରୀ

ଭୁବନେଶ୍ୱର: ଅମାନିଆ ଆକଟ କରିବା ପୋଲିସ୍ ପାଇଁ ମହଙ୍ଗା ପଡିଛି । କଟୁରୀରେ ପୋଲିସ୍ ଉପରକୁ ଆକ୍ରମଣ କଲେ କଦଳୀ ବେପାରୀ । ଆଜି ସଟ୍‌ଡାଉନ୍ ଥିବା ବେଳେ ସତ୍ୟବାଦୀ ବ୍ଲକ୍ ବଳଙ୍ଗା ବଜାରରେ ପୋଲିସ୍ ଚେକିଂ କରୁଥିଲା । ଏହି ସମୟରେ ଜଣେ ଯୁବକ ନିଜ ସାଇକେଲ୍‌ରେ କଦଳୀ ଆଣି ବଜାରକୁ
Read More...

ବୁଲା ଗାଇ ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ରାଜ୍ୟର ସହରାଞ୍ଚଳରେ ବୁଲା ଗାଇ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬୦ ଲକ୍ଷଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟର ୬୧ ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ୫ଟି
Read More...

ରାଜ୍ୟରେ ପୁଣି ୧୦,୬୩୫ ଆକ୍ରାନ୍ତ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୧୨ ଜଣ ସଙ୍ଗରୋଧରୁ ଓ ୪୬୨୩ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୯୩୪ ଜଣ ଚିହ୍ନଟ ହୋଇଛନ୍ତି
Read More...

ଲକ୍ଷଣ ଥାଇ ଆଂଟିଜେନ୍ ନେଗେଟିଭ ଆସିଲେ ଜଣାନ୍ତୁ: କମିଶନର

କଟକ: ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । କଟକରେ ମଧ୍ୟ କ୍ରମାଗତ ପଜିଟିଭ ସଂଖ୍ୟା ବୃଦ୍ଧି ଯାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସି କମିଶନର କହିଛନ୍ତି, ଏବେ କଟକର ସହରରେ ଏବେ କଟକ
Read More...

ଏସସିବିରେ ଆହୁରି ବଢିବ ୧୦୦ ବେଡ୍

ଭୁବନେଶ୍ୱର: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଆଗାମୀ ଦିନରେ ଆହୁରି ୧୦୦ ବେଡ ବଢ଼ିବ । ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ଅଛି । ଏହାସହ ହେଲପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । କୋଭିଡ
Read More...

ପାଟଣାଗଡ଼ରେ ଗୋଟିଏ ଦିନରେ ଶହେ ଅମାନିଆ ଗଣିଲେ ତଣ୍ଡ

ପାଟଣାଗଡ : ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ସପ୍ତାହର ଶନିବାର ଏବଂ ରବିବାର ଦିନକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ଦୁଇ ଦିନ ପାଇଁ କେବଳ ଅତ୍ୟାବଶ୍ୟକୀୟ ସ୍ଥଳେ ଯାତାୟାତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ତଥାପି କିଛି ଅମାନିଆ ଏହାକୁ ଖାତିର
Read More...

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି

କଣାସ : ପ୍ରଥମ କରୋନା ଲହରିରେ କେନ୍ଦ୍ର ଓ ରାଜ୍ୟସରକାର କଡାକଡି ନିୟମ କରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରିବା ଯୋଗୁଁ ଗରିବ, ଦିନମଜୁରିଆ, ମଧ୍ୟବର୍ତ୍ତୀ ପରିବାର ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିପଡିଥିଲା । ପୁନଶ୍ଚ କରୋନାର ଦ୍ୱିତୀୟ ଲହରି ଲକ୍‌ଡାଉନ୍ ଗତ ୫ତାରିଖ ଠାରୁ ଓ ସଟ୍‌ଡାଉନ୍
Read More...

ସାଲେପୁରରେ ଚିତା ବାଘ!

ସାଲେପୁର: ଚିତାବାଘକୁ ନେଇ ଏବେ ସାଲେପୁର ଅଞ୍ଚଳର ୫ଖଣ୍ଡ ଗାଁରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ଣରେ ନାନ୍ଦୋଳ ବଜାର ନିକଟରେ ଥିବା ଗହିର ବିଲରେ ଏକ ଚିତା ବାଘ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖି ସୋସିଆଲ୍ ମିଡିଆରେ ଏହାର ଭିଡ଼ିଓ ଭାଇରାଲ୍ ହେବାପରେ ବାଘ
Read More...