କୋଭିଡ୍ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
ନୟାଗଡ଼: ବଲାଙ୍ଗୀରରେ କରୋନାର
ସ୍ଥିତି ଅଣାୟତ ରହିଛି । ସେଠାକାର ସ୍ଥିତିକୁ ନଜରରେ ରଖି କୋଭିଡ୍ ଡ୍ୟୁଟି ପାଇଁ ଗତକାଲି କଟକ
ଏସ୍ସିବିରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏକ ବସ୍ ଯୋଗେ ସେଠାକୁ ପଠାଯାଇଥିଲା । ଛାତ୍ରଛାତ୍ରୀ
ମାନଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ୍ଟି ନୟାଗଡ଼!-->!-->!-->…
Read More...
Read More...