Browsing Category

ରାଜ୍ୟ

ଘରକୁ ଯାଇ ଏତଲା ଆଣିଲେ ଥାନା ଅଧିକାରୀ

ଭୁବନେଶ୍ୱର: ତାନବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲା ନୟାପଲ୍ଲୀ ଥାନା ଅଧିକାରୀ ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍ । ଭୁବନେଶ୍ୱରରେ ତାଲାବନ୍ଦ ବେଳେ ଘରକୁ ଯାଇ
Read More...

ଜଟଣୀରେ ପରିବା ମାର୍କେଟ ଅନ୍ୟତ୍ର ସ୍ଥାନାନ୍ତରିତ

ଜଟଣୀ୫: ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ପରିବା ମାର୍କେଟରେ ଭିଡ଼କୁ ଏଡେଇବା ପାଇଁ ପୌର ପରିଷଦର ବିଭିନ୍ନ ମାର୍କେଟର ପରିବା ବ୍ୟବସାୟୀଙ୍କୁ ସ୍ଥାନୀୟ ସୀତାରାମ ଛକସ୍ଥିତ ଚର୍ଚ୍ଚ ପଡ଼ିଆକୁ ସ୍ଥାନାନ୍ତରିତ କରିଛନ୍ତି । ରାସ୍ତା ପାଶ୍ୱର୍ରେ ବ୍ୟବସାୟ କରୁଥିବା ୨୦୦ରୁ ଅଧିକ ପରିବା ଓ ଫଳ
Read More...

ମଦ ଦୋକାନରୁ ମଦ ଖାଲି

ନିମାପଡା: ନିମାପଡା ଅଂଚଳରେ ଲକ୍ ଡାଉନ ପୂର୍ବରୁ ରେକର୍ଡ ପରିମାଣରେ ସାମଗ୍ରୀ ବିକ୍ରି ହୋଇଥିବା ଜଣାପଡିଛି । ବିଶେଷ କରି ଏହି ଅଂଚଳରେ ଥିବା ଚାରୋଟି ମଦ ଦୋକାନ ଖାଲି ପଡିଛିା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକମାନେ ବ୍ୟାଗ ଓ ପେଟିରେ ମଦ ବୁହାଇନେଇଛନ୍ତି । ଲକ୍ ଡାଉନ ସମୟରେ ମଦ୍ୟପାନ
Read More...

ନବରଙ୍ଗପୁର ବଢି ଚାଲିଛି କରୋନା ସଂକ୍ରମଣ : ସ୍ଥିତି ଅସମ୍ଭାଳ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନ ପକ୍ଷରୁ ଅନେକ ସଚେତନ କରାଯାଉଛି,ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ପରିସ୍ଥିତି ଅସମ୍ଭାଳ ହେଲାଣି । କିନ୍ତୁ ସାଧାରଣ ଜନତା ଙ୍କ ଉପରେ ତାହାର କୈାଣସି ପ୍ରଭାବ ଦେଖାଯାଉନାହିଁ ।ନବରଙ୍ଗପୁର
Read More...

ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, 23 ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ପବନର ବେଗ 30ରୁ 40 କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବେ ବେଳେ ରାଜ୍ୟର 23 ଜିଲ୍ଲାକୁ ଏହା ସତର୍କ ରହିବାକୁ ସୂଚନା ଦେଇଛି । ସେହି 23 ଜିଲ୍ଲା ମଧ୍ୟରେ
Read More...

ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ; ସ୍ବାମୀ ଓ ନଣଦ ଅଟକ

କଟକ : ଶାଶୁ ଘରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏହି ଘଟଣା କଟକ ଜିଲ୍ଲା ମାଲଗୋଦାମ ଥାନା ଅଧୀନସ୍ତ ଅଠସାହିରେ ଘଟିଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ ରୀନା ପ୍ରଧାନ । ରୀନାଙ୍କୁ ତାଙ୍କ ଶ୍ବଶୁର ଘର
Read More...

ଦିନକରେ ୮୨୧୬ ପଜିଟିଭ, ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୮୨୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ ଦିନକ ମଧ୍ୟରେ ସର୍ବାଧିକ ୧୨୭୧ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ପ୍ରାଣ
Read More...

୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭବନା ରହିଛି । ଆଜି ସକାଳୁ ଟ୍ୱିଟ ସିଟିରେ ପାଗ କୋହଲା ହେବା କଟକରେ ଅଳ୍ପ ପରିମାଣରେ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ହ୍ରାସ ପାଇଛି । ଆସନ୍ତାକାଲି ରାଜ୍ୟରେ ୧୮ ଜିଲ୍ଳାରେ କଳାବୈଶାଖୀ
Read More...

ସ୍କୁଲ ମିଶ୍ରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର: କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୦ରୁ କମ ଛାତ୍ର ଥିବା ସ୍କୁଲକୁ
Read More...

ମେ 5 ରୁ 31 ଯାଏ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର: ଅନଲାଇନ୍‌ କ୍ଲାସ୍‌ କି ପରୀକ୍ଷା କରାଯିବ ନାହିଁ

ଭୁବନେଶ୍ବର: ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରାଷ୍ମଛୁଟି ଘୋଷଣା କରାଯାଇଛି । ମେ’ 5 ତାରିଖ ଠାରୁ 31 ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
Read More...