Browsing Category

ରାଜ୍ୟ

ନାବାଳିକାକୁ ଗଣଦୁଷ୍କର୍ମ : ୩ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଜଣେ ନାବାଳିକା ବାହାଘର ଦେଖି ଫେରିବାବେଳେ ତାକୁ ବାଇକରେ ଅପହରଣ କରି ତା ସହିତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ଫିରିଙ୍ଗିଆ ଥାନା ପୋଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୮/୦୪/୨୦୨୧ ତାରିଖରେ
Read More...

ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଦାବି

ଭୁବନେଶ୍ୱର: ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆମ ରାଜ୍ୟ ଏବଂ ରାଜ୍ୟ ବାହାରର ତିରିଶରୁ ଅଧିକ ବ୍ୟକ୍ତି
Read More...

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । 1987 ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ୍‌ ଉପରେ
Read More...

୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ମାଡି ଆସୁଛି ଆଉ ଏକ ବାତ୍ୟା । ଗତବର୍ଷର ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ । ମେ’ ଦ୍ୱିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ । କିଛି ମଡେଲ୍ ଏମିତି ପୂର୍ବାନୁମାନ କରିଛନ୍ତି । ଆମେରିକାର ଗ୍ଲୋବାଲ ଫୋର୍‌କାଷ୍ଠ ମଡେଲର ସୂଚନା
Read More...

ଦିନକ ପରେ ଲାଗିବ ଲକଡାଉନ୍ , ମଦ ଦୋକାନରେ ଲାଗିଲା ଲମ୍ବା ଲାଇନ୍

ଭୁବନେଶ୍ୱର : ଦିନକ ପରେ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଆଉ ତା ପୂର୍ବରୁ ମଦ ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଛି । ରାଜଧାନୀର ବିଭିନ୍ନ ଫରେନ ଲିକର ସପ ଆଗରେ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୪ ଦିନିଆ ଲକଡାଉନ ପାଇଁ ମଦ ନିଶାରେ ଚୁର ହେବା ପାଇଁ ଭିଡ
Read More...

ଶନିବାର ଅଫିସ୍ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହିତ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ
Read More...

ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ମାମଲା

କଟକ: କରୋନା ସଂକ୍ରମଣ ସ୍ଥ୍ତିରେ ପିପିଲି ଉପନିର୍ବାଚନ ଏବେ ସ୍ଥଗିତ ରଖିବାକୁ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରେଲୋକ ପରେ ଉପନିର୍ବାଚନ
Read More...

୩୩ ହଜାର ସ୍କୁଲରେ ମୋ ସ୍କୁଲ ପ୍ରକଳ୍ପ

ଭୁବନେଶ୍ୱର : ମୋ ସ୍କୁଲ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାିଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍ରେ
Read More...

ଦୁଇ ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ବିଶେଷ ଟ୍ରେନ ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ର ସେବା ବୃଦ୍ଧି କରିବାପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ହାଓଡ଼ା ଠାରୁ ପ୍ରତି ସୋମ,
Read More...

ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ସଚିବଙ୍କ ଅବସର ଗ୍ରହଣ

ଭୁବନେଶ୍ୱର: ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଗଙ୍ଗାଧର ପାତ୍ର ଆଜି ତାଙ୍କର ଚାକିରୀ ଜୀବନରୁ ଅବସର ଗ୍ରହଣ କରି ଅଛନ୍ତି । ଶ୍ରୀ ପାତ୍ର ତାଙ୍କର ଚାକିରୀ ଜୀବନର ଅନ୍ତିମ ପର୍ଯ୍ୟାୟରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ସଚିବ ଭାବେ କର୍ତବ୍ୟ ସମ୍ପାଦନ କରୁଥିଲେ । ଏହି
Read More...