Browsing Category

ରାଜ୍ୟ

ରାଜ୍ୟରେ ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଆଜି ୧୦ ହଜାର ୪୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମଣ ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି। ସଙ୍କ୍ରମିତଙ୍କ ମଧ୍ୟରେ ୫୮୮୭ ଜଣ ସଙ୍ଗରୋଧରୁ ଓ ୪୫୨୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ
Read More...

ଆଜିଠୁ ୧୫ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ବିଭିନ୍ନ କଟକଣା ଜାରି କରାଯାଉଛି । ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ସିଲ୍ କରାଯାଉଥିବା ବେଳେ ଆସନ୍ତା ମେ ୧ରୁ ୧୫
Read More...

୩ରୁ ରାଜ୍ୟରେ ସମସ୍ତ କୋର୍ଟ ଛୁଟି

କଟକ: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ୩ତାରିଖ ସୋମାବାର ଠାରୁ ଗ୍ରୀଷ୍ମ ଅବକାଶ ପାଇଁ ହାଇକୋର୍ଟ ସହ ରାଜ୍ୟର ନିମ୍ନ ଅଦାଲତ ବନ୍ଦ ରହିବ । ଆସନ୍ତା ଜୁନ୍ ୭ତାରିଖରେ ଅଦାଲତ ଖୋଲିବ । ଏନେଇ ଓଡିଶା ହାଇକୋର୍ଟ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରଜ ପର୍ବ ପାଇଁ ଜୁନ୍
Read More...

ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ଆଜି ଦିନକରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
Read More...

ଟିଟିଲାଗଡରେ ୭ଟି ଅବରୋଧ ଅଂଚଳ ଘୋଷିତ

ଟିଟିଲାଗଡ: ଟିଟିଲାଗଡ ସହରରେ ଗତ ୩ ଦିନର କରୋନା ପରୀକ୍ଷା ପରିସଂଖ୍ୟାନ ଦେଖିବାକୁ ଗଲେ ୨୭ରେ ୭୪, ୨୮ରେ ୫୦ ଓ ଗୁରୁବାର ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଛି । ପରୀକ୍ଷା ନକରି ବାହାରେ ବୁଲୁଥିବା ଜ୍ୱରାକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ
Read More...

କରୋନା ପାଇଁ ବେଦାନ୍ତର ୧୫୦ କୋଟିର ସହାୟତା ଘୋଷଣା

ଭୁବନେଶ୍ୱର: ଦେଶର ପ୍ରମୁଖ ଘରୋଇ କମ୍ପାନି ବେଦାନ୍ତ କରୋନାର ଦ୍ୱିତୀୟ ଲହର ମୁକାବିଲା ପାାଇଁ ୧୫୦ କୋଟି ଟଙ୍କା ସହାୟତାା ଯୋଗାଇ ଦେବା ପ୍ରଥମ ଲହରରେ ୨୦୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଦାନ୍ତ ଦ୍ୱିତୀୟ ଲହରରେ ଉପରୋକ୍ତ ରାଶି ଯୋଗାଇ ଦେବ ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ
Read More...

କୋଭିଡ଼ ପାଇଁ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତି ନେଇଛି ।
Read More...

ଗ୍ରୀଷ୍ମ ପ୍ରବାହଠାରୁ ବଳିପଡୁଛି ଇଟାଭାଟିର ତାତି

ପୁରୀ : ନିମାପଡା ଅଂଚଳରେ ଜଳ ପାଇଁ ଆହାକାର ସୃଷ୍ଟି ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଦାଉ ସାଧୁଥିବା ବେଳେ ଇଟାଭାଟି ନିଆଁରେ ଜନସାଧାରଣ ଅତିଷ୍ଠ ହୋଇପଡୁଛନ୍ତି । ବାରମ୍ବାର ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କ ନିକଟରେ ଇଟାଭାଟି ଉପରେ
Read More...

ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଶୁଳ୍କ ହ୍ରାସ ପାଇଁ ଶକ୍ତିମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ ର
Read More...

ଓଡିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୨୮୭୯ ଟନରୁ ଅଧିକ ଅକ୍ସିଜେନ୍

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୧୫୩ଟି ଟ୍ୟାଙ୍କର ଯୋଗେ ୨୮୭୯.୦୮୨ ଟନରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଳାରୁ ଆନ୍ଧ୍ରପ୍ରଦେଶ,
Read More...