Browsing Category

ରାଜ୍ୟ

ସାମ୍ବାଦିକଙ୍କୁ ସମ୍ମୁଖ ​‌କରୋନା ଯୋଦ୍ଧା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ ହୋଇ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। କରୋନା ସମ୍ପର୍କିତ ତଥ୍ୟ ଓ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ଦିଗରେ ସେମାନଙ୍କ ଉଦ୍ୟମ ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା
Read More...

ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରଣ ହେଲା ଟିକାକରଣ ସମୟ

ଭୁବନେଶ୍ୱର: ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧା ସମେତ ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଚାଲିଛି। ରାଜ୍ୟରେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଥିବା ଏହି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା
Read More...

ଆଜି କରୋନାରେ ଚାଲିଗଲା ୧୧ ଜୀବନ

ରାଜ୍ୟରେ ଆଜି ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ
Read More...

ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି ସାପ୍ତାହିକ ହାଟ ବସି ଥିଲା । ଆଉ ହାଟର ଏକ ଲସି ଦୋକାନ ରୁ ଅନେକ
Read More...

ରାଜ୍ୟରେ ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଆଜି ୧୦ ହଜାର ୪୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମଣ ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି। ସଙ୍କ୍ରମିତଙ୍କ ମଧ୍ୟରେ ୫୮୮୭ ଜଣ ସଙ୍ଗରୋଧରୁ ଓ ୪୫୨୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ
Read More...

ଆଜିଠୁ ୧୫ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ବିଭିନ୍ନ କଟକଣା ଜାରି କରାଯାଉଛି । ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ସିଲ୍ କରାଯାଉଥିବା ବେଳେ ଆସନ୍ତା ମେ ୧ରୁ ୧୫
Read More...

୩ରୁ ରାଜ୍ୟରେ ସମସ୍ତ କୋର୍ଟ ଛୁଟି

କଟକ: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ୩ତାରିଖ ସୋମାବାର ଠାରୁ ଗ୍ରୀଷ୍ମ ଅବକାଶ ପାଇଁ ହାଇକୋର୍ଟ ସହ ରାଜ୍ୟର ନିମ୍ନ ଅଦାଲତ ବନ୍ଦ ରହିବ । ଆସନ୍ତା ଜୁନ୍ ୭ତାରିଖରେ ଅଦାଲତ ଖୋଲିବ । ଏନେଇ ଓଡିଶା ହାଇକୋର୍ଟ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରଜ ପର୍ବ ପାଇଁ ଜୁନ୍
Read More...

ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ଆଜି ଦିନକରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
Read More...

ଟିଟିଲାଗଡରେ ୭ଟି ଅବରୋଧ ଅଂଚଳ ଘୋଷିତ

ଟିଟିଲାଗଡ: ଟିଟିଲାଗଡ ସହରରେ ଗତ ୩ ଦିନର କରୋନା ପରୀକ୍ଷା ପରିସଂଖ୍ୟାନ ଦେଖିବାକୁ ଗଲେ ୨୭ରେ ୭୪, ୨୮ରେ ୫୦ ଓ ଗୁରୁବାର ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଛି । ପରୀକ୍ଷା ନକରି ବାହାରେ ବୁଲୁଥିବା ଜ୍ୱରାକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ
Read More...

କରୋନା ପାଇଁ ବେଦାନ୍ତର ୧୫୦ କୋଟିର ସହାୟତା ଘୋଷଣା

ଭୁବନେଶ୍ୱର: ଦେଶର ପ୍ରମୁଖ ଘରୋଇ କମ୍ପାନି ବେଦାନ୍ତ କରୋନାର ଦ୍ୱିତୀୟ ଲହର ମୁକାବିଲା ପାାଇଁ ୧୫୦ କୋଟି ଟଙ୍କା ସହାୟତାା ଯୋଗାଇ ଦେବା ପ୍ରଥମ ଲହରରେ ୨୦୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଦାନ୍ତ ଦ୍ୱିତୀୟ ଲହରରେ ଉପରୋକ୍ତ ରାଶି ଯୋଗାଇ ଦେବ ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ
Read More...